ମାସ୍କ ପାଇଁ ମହିଳାଙ୍କ ସହିତ ଲେଡି କଂଷ୍ଟେବଲ କରିଲେ ଏମିତି କାଣ୍ଡ, ଭାଇରାଲ ହେଉଛି ଭିଡିଓ, ଆପଣ ବି ଦେଖନ୍ତୁ

ଦେଶରେ ହୋଇଥିବା ଅଭାବନୀୟ ପରିସ୍ଥିତିରେ ପ୍ରତେକ ଲୋକ ନିଜ ପରିବାର ଲୋକଙ୍କୁ ବଞ୍ଚାଇବା ପାଇଁ ଓ ନିଜକୁ ସୁରକ୍ଷିତ ରଖିବା ପାଇଁ ପ୍ରତେକ ନିୟମ ମାନି ଚଳିବାକୁ ବାଧ୍ୟ ହେଉଛି ।

ମାତ୍ର ପେଟର ଜ୍ଵା-ଳା ଓ ଧାର ଉଧାର ରେ ବୁଡିଥିବା ବ୍ୟକ୍ତି ଙ୍କୁ ଯଦି ଦେଖିବା ତାଙ୍କ ପାଇଁ ଏହା ମା-ନ-ସି-କ ଯ-ନ୍ତ୍ର-ଣା ଠାରୁ ଅଧିକ କିଛି ନୁହେଁ । ଏଭଳି ପରିସ୍ଥିତିରେ ପୁଣି ସରକାର ଅଧିକ ଦିନ ଯାଏ ଲକଡାଉନ ଆଉ ଷଟଡାଉନ କରି ଗରିବ ଲୋକମାନଙ୍କୁ ଆହୁରି ବିପଦରେ ପକାଉଛି । ଏପାଖେ ଜୀବିକା ନାହିଁ ଅପର ପାଖେ ବଞ୍ଚିବାର ଆସା ନାହିଁ । ତେବେ କଣ ଏହା ସମୟରେ ପୋ-ଲି-ସ ଜନତାଙ୍କୁ ଶୋ-ଷ-ଣ କରିବା ପାଇଁ କଣ ସରକାର ଅନୁମତି ଦେଇଛି ।

ଅନେକ ଜାଗାରେ ନିରୀହ ଜନତାଙ୍କ ଉପରେ ଲାଠି ଚାର୍ଜ କିମ୍ବା ହାତ ଉଠାଇ ଦେଉଛି ପୋ-ଲି-ସ । ଏଭଳି କରିବା ପାଇଁ ସରକାର ମନା କରିବା ପରେ ମଧ୍ୟ ଏହା ନିୟମିତ ଭାବେ ହୋଇ ଚାଲିଛି । ଆଜି ଆମେ ଆପଣଙ୍କୁ ଏଭଳି ଏକ ସୂଚନା ଦେବାକୁ ଯାଉଛୁ । ମଧ୍ୟ ପ୍ରଦେଶର ସାଗର ଜିଲ୍ଲାରେ ଘଟିଛି ଏକ ଅ-ମା-ନୁ-ଷି-କ ଘ-ଟ-ଣା ର-କ୍ଷ-କ ସାଜିଛି ଭ-କ୍ଷ-କ ।

ଏକ ମା ଓ ଝିଅ ଦୁଇ ଜଣ ବିନା ମାସ୍କ ରେ କିଛି କାମରେ ବାହାରକୁ ବାହାରି ଯାଉଥିବା ସମୟରେ ପୋ-ଲି-ଶ ତାଙ୍କୁ ଅଟକାଇ ଥିଲା ମାତ୍ର ଏହା ପାଇଁ ସେ ତାଙ୍କୁ ଜୋ-ରି-ମ-ନା ମାଗି ନଥିଲା । ଯେତେବେଳେ ନିୟମ ଅନୁସାରେ ଜୋ-ରି-ମା-ନା ନେବା କଥା ।

ସେ ସିଧା ଆଗ ଯୁକ୍ତି ଉପରକୁ ଆସିଥିଲା ଏହା ପରେ ଜଣେ ଲେଡି କନେଷ୍ଟବଳ ନିଜର ବିରତ୍ଵ ଦେଖାଇବା ପାଇଁ ମା ସହ ଝଗଡା ଆରମ୍ଭ କରିଥିଲେ । ଏହା ପରେ ପରିସ୍ଥିତି ଗମ୍ଭୀର ହୋଇ ଯାଇଥିଲା କନେଷ୍ଟବଳ ସେ ମହିଳାଙ୍କୁ ମା-ରି-ବା-କୁ ଲାଗିଥିଲେ , ଝିଅ ମା କୁ ବଞ୍ଚାଇବା ପାଇଁ ଚେଷ୍ଟା କରିବାରୁ ତାକୁ ଭିତରକୁ ଆସିବାକୁ ନ ଦେଇ ଅନ୍ୟ ପୋ-ଲି-ଶ କର୍ମଚାରି ମାନେ ।

ସେମାନେ ଘେରି ଯାଇଥିଲେ କନେଷ୍ଟବଳ ଙ୍କ ସପକ୍ଷରେ । ଯଦି ଏଭଳି ଭାବେ ଦେଶରେ ପୋ-ଲି-ଶ ନିଜର ଆ-ତ-ଙ୍କ ଖେଳାଇବା ପାଇଁ ଚେଷ୍ଟା କରିବ ପରିସ୍ଥିତି ସୁଧୁରିବ କି ଜଟିଳ ରୂପ ନେବ ? ଯଦି ପୋ-ଲି-ଶ ନିରୀହ ଜନତା ଙ୍କ ଉପରେ ଏଭଳି ବୀରତ୍ଵ ଦେଖାଇ ପାରୁଛି ତାହେଲେ ଦେଶରେ ଏତେ କ୍ରା-ଇ-ମ କଣ ପାଇଁ ବଢିବାରେ ଲାଗିଛି ।

ଏଭଳି ବୀରତ୍ଵ ଗୋଟେ ଅସାମାଜିକ ଲୋକଙ୍କ ଆଗରେ ଦେଖାବା ଉଚିତ ଅଟେ ଜନତାଙ୍କ ଆଗରେ ନୁହେଁ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।