ଚାଣକ୍ୟ ନୀତି : ମହିଳାଙ୍କର ଏହି ୩ ଟି ରହସ୍ୟକୁ ଯିଏ ଜାଣି ନେବେ ସେ କେବେ କୌଣସି ମହିଳା ଠାରୁ ଧୋକା ଖାଇବ ନାହିଁ

ଚାଣକ୍ୟଙ୍କୁ ଭାରତ ଇତିହାସର ସବୁଠୁ ବିଦ୍ଵାନ ବ୍ୟକ୍ତି ବୋଲି କୁହାଯାଏ । ଚାଣକ୍ୟ ସ୍ତ୍ରୀ ପୁରୁଷଙ୍କ ସମ୍ବନ୍ଧରେ ବହୁତ ନିୟମ ଗୁଡିକ ଦୁନିଆକୁ କହିଛନ୍ତି । ଯାହା ଆଜିର ଏହି ଯୁଗ ପାଇଁ ସଠିକ ଅଟେ । ତାଙ୍କର ନିୟମ ଗୁଡିକ ଯେଉଁ ପୁରୁଷ ଏବଂ ସ୍ତ୍ରୀ ନିଜ ଜୀବନରେ ଆପଣାନ୍ତି, ସେମାନଙ୍କ ଜୀବନ ସବୁବେଳେ ଖୁସିରେ ଭରପୁର ଥାଏ । ଚାଣକ୍ୟ ଖୁସିରେ ଜୀବନ ଯାପନ କରିବା ପାଇଁ ବହୁତ ରହସ୍ୟ ବିଷୟରେ କହିଛନ୍ତି ।

କିନ୍ତୁ ବୋଧେ ଚାଣକ୍ୟଙ୍କୁ ଏହି କଥାର ଅନ୍ଦାଜ ଥିଲା କି କୌଣସି ବି ବ୍ୟକ୍ତିକୁ ସବୁଠୁ ଅଧିକ ଦୁଖ ସେତେବେଳେ ହୋଇଥାଏ ଯେତେବେଳେ ସେ କୌଣସି ସ୍ତ୍ରୀ କିମ୍ବା ପୁରୁଷ ଦ୍ଵାରା ଧୋକାର ଶିକାର ହୋଇଥାଏ ।

ସେଥିପାଇଁ ଚାଣକ୍ୟ ପୁରୁଷଙ୍କୁ ସ୍ତ୍ରୀଙ୍କ ଠାରୁ ସାବଧାନ କରିବା ପାଇଁ ଉପଦେଶ ଦେଇଛନ୍ତି ଯେଉଁମାନେ ତାଙ୍କୁ ଧୋକା ଦେଇ ପାରନ୍ତି । ଚାଣକ୍ୟ ସ୍ତ୍ରୀଙ୍କର କିଛି ଏମିତି ରହସ୍ୟ ବିଷୟରେ କହିଛନ୍ତି ଯେଉଁଥିରେ କୌଣସି ବି ବ୍ୟକ୍ତି ସ୍ତ୍ରୀଙ୍କ ହାତରୁ ଧୋକା ଖାଇବାଠାରୁ ବଞ୍ଚି ପାରିବେ ।

ଚାଣକ୍ୟଙ୍କର ପ୍ରଥମ ନୀତି

ଆଚାର୍ଯ୍ୟ ଚାଣକ୍ୟ ଏହିଭଳି ଲୋକଙ୍କୁ ସାବଧାନ ହୋଇ ରହିବାକୁ କହିଛନ୍ତି ଯେଉଁ ମହିଳା ମାନଙ୍କର ସୁନ୍ଦରତାକୁ ଦେଖି ବାହା ହୁଅନ୍ତି । ପ୍ରାୟତଃ ଦେଖାଯାଇଛି କି ପୁଅମାନେ ସୁନ୍ଦର ଝିଅ ଦେଖି ମନ୍ତ୍ରମୁଗ୍ଧ ହୋଇଯାନ୍ତି । ସେଥିପାଇଁ ଚାଣକ୍ୟ କହିଛନ୍ତି କି ପୁରୁଷମାନଙ୍କୁ ସୁନ୍ଦରତା ଠାରୁ ଝିଅର ସଂସ୍କାର ଏବଂ ଭଲ ଲକ୍ଷଣ ଉପରେ ଧ୍ୟାନ ଦେବାକୁ ପଡିବ । ଚାଣକ୍ୟଙ୍କ ଅନୁସାରେ ଯେଉଁ ଝିଅର ସ୍ଵଭାବ ଭଲ ହୋଇଥିବ ସେ ଘରକୁ ସ୍ଵର୍ଗ ବନାଇଦେବ ନେହେଲେ ସେ ଘରକୁ ବର୍ବାଦ କରି ଦେବେ ।

ଚାଣକ୍ୟଙ୍କର ଦ୍ଵିତିୟ ନୀତି

ବାହାଘର ପୂର୍ବରୁ ଝିଅର ସୁନ୍ଦରତାକୁ ନୁହେଁ ତାହା ଭିତରେ ଥିବା ସଂସ୍କାରକୁ ଦେଖିବା ଉଚିତ । ଯେତେ ସୁନ୍ଦର ହେଲେ ବି ଯଦି ତାହାର ସଂସ୍କାର ଭଲ ନଥିବ ତେବେ ସେ କେବେ ଏକ ଭଲ ସ୍ତ୍ରୀ ହୋଇ ପାରିବ ନାହିଁ । ସୁନ୍ଦର ମହିଳାମାନେ ଧୋକା ଦେବା ପାଇଁ ସବୁବେଳେ ଆଗରେ ରୁହନ୍ତି । ଖରାପ ସଂସ୍କାର ଥିବା ଝିଅ କେବେ ବି ନିଜର ସ୍ଵାମୀ ସ୍ତ୍ରୀ ସମ୍ପର୍କକୁ ବଞ୍ଚାଇ ପାରିବ ନାହିଁ ଏବଂ ସେ କାହକୁ ବି ଧୋକା ଦେଇ ପାରିବ ।

ଚାଣକ୍ୟଙ୍କର ତୃତୀୟ ନୀତି

ଏମିତି ଝିଅ ଯେଉଁମାନେ ଦାମୀ କପଡା, ଗହଣାକୁ ବେଶୀ ପସନ୍ଦ କରିଥାଏ, ସେ ସବୁବେଳେ ଧନୀ ଘରର ପୁଅ ସହିତ ବାହା ହେବ ଏପାଇଁ ସ୍ଵପ୍ନ ଦେଖନ୍ତି । ଏହି ଝିଅମାନଙ୍କ ଠାରୁ ସାବଧାନ ରହିବା ଦରକାର । କାରଣ ଯଦି ଆପଣ ତାଙ୍କର ଇଛା ଗୁଡିକ ପୁରା କରି ପାରିବେ ନାହିଁ ତେବେ ଆପଣଙ୍କୁ ଦିନେ ନା ଦିନେ ଧୋକା ଅବଶ୍ୟ ଦେବ । ଏହି ସ୍ତ୍ରୀ ବାହାଘର ପରେ ନିଜ ପ୍ରେମୀଙ୍କ ବିଷୟରେ ଚିନ୍ତା କରନ୍ତି । ସେଥିପାଇଁ ଏହି ମହିଳା ମାନଙ୍କ ଠାରୁ ସାବଧାନ ରହିବା ଦରକାର ।

ଏହି ପୋଷ୍ଟ ସମ୍ବନ୍ଧରେ ଆପଣଙ୍କ ମୂଲ୍ୟବାନ ମତାମତ ନିଶ୍ଚୟ କମେଣ୍ଟ କରନ୍ତୁ ଓ ପୋଷ୍ଟଟିକୁ ଶେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ଓଡିଆ ଫାଷ୍ଟ ପେଜକୁ ଲାଇକ କରନ୍ତୁ ।