ସାବଧାନ ! ମହିଳାଙ୍କର ଏହି 1 ଜିନିଷ କେବେ ବି ଦେଖିବେ ନାହିଁ, ପୁରା ପରିବାର ହେଇଯାଏ ବର୍ବାଦ

ସବୁ ସକାଳ ପ୍ରତ୍ଯେକ ବ୍ୟକ୍ତିଙ୍କ ପାଇଁ ଏକ ନୂଆ ଦିନ ନେଇ ଆସେ । ପ୍ରତ୍ଯେକ ସକାଳ ବ୍ୟକ୍ତି ମନରେ ଏକ ନୂଆ ଉମଙ୍ଗ ଓ ନୂଆ ଯୋଶ ଭରି ଦିଏ । ଶାସ୍ତ୍ରରେ କୁହା ଯାଇଛି ଯଦି ଉତ୍ତମ ଭାବେ ଦିନର ଆରମ୍ଭ କରାଯାଏ,ତେବେ ପୁରା ଦିନ ଭଲ ଭାବେ ବିତି ଥାଏ ।

ତେଣୁ ଦିନର ଆରମ୍ଭରେ କିଛି ଅଶୁଭ ଜିନିଷର ଦର୍ଶନ କରିବା ଦ୍ଵାରା ସଂପୂର୍ଣ୍ଣ ଦିନଟି ଖରାପ ହୋଇଯାଏ । ଏପରିକି ଏହାର ପ୍ରଭାବରେ ଆସୁଥିବା ଭଲ ସମୟ ମଧ୍ୟ ନଷ୍ଟ ହୋଇଯାଏ । ବ୍ଯକ୍ତିର ଜୀବନରେ ଏପରି ଭାବେ ନକରାତ୍ମକତା ଛାଇ ଯାଏ ଯେ, ସେ କେବେ ମଧ୍ୟ ଉନ୍ନତି କରି ପାରେ ନାହିଁ । ସେଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଏପରି ରହସ୍ୟମୟ ଜିନିଷ ବିଷୟରେ କହିବୁ, ଯାହା ଆପଣ କେବେ ମଧ୍ୟ ଦେଖିବା ଉଚିତ ନୁହେଁ । ନଚେତ ଆପଣଙ୍କ ସଂପୂର୍ଣ୍ଣ ଜୀବନ ଉଦାସୀନତାରେ ପୂର୍ଣ୍ଣ ହୋଇ ଯାଇ ପାରେ ।

ଶାସ୍ତ୍ରରେ କୁହାଯାଇଛି କି, ସକାଳୁ ସକାଳୁ କୌଣସି ଅହଙ୍କାରୀ ବ୍ୟକ୍ତି ଓ ଚରିତ୍ରହୀନ ସ୍ତ୍ରୀଙ୍କୁ ବିଲକୁଲ ମଧ୍ୟ ଦେଖିବା ଉଚିତ ନୁହେଁ । ସକାଳୁ ଏମାନଙ୍କ ଦର୍ଶନ କରିବା ଅତ୍ୟନ୍ତ ଅଶୁଭ ଫଳଦାୟକ ହୋଇଥାଏ ବୋଲି ମାନାଯାଏ । ସେଥିପାଇଁ ଏଥି ପ୍ରତି ଧ୍ୟାନ ଦିଅନ୍ତୁ, ଓ ସବୁବେଳେ ସକାଳୁ ମା, ବାପା, ଗୁରୁଜନ ଓ ଭଗବାନଙ୍କ ଦର୍ଶନ କରିବାକୁ ଚେଷ୍ଟା କରନ୍ତୁ । ଏହା ଦ୍ଵାରା ସଂପୂର୍ଣ୍ଣ ଦିନ ଉତ୍ତମ ଭାବେ ବିତିବ ଓ ପ୍ରତ୍ଯେକ କାର୍ଯ୍ୟରେ ସଫଳ ହେବେ ।

ବୈଜ୍ଞାନିକଙ୍କ ସମେତ ସାରା ଦୁନିଆ ଏହି କଥାକୁ ମାନେ, ଯେ ସକାଳୁ ଉଠି କେବେ ମଧ୍ୟ ଆଇନା ଦେଖିବା ଉଚିତ ନୁହେଁ । ଏହା ଛଡା ଭାଙ୍ଗି ଯାଇଥିବା ଆଇନା ବିଲକୁଲ ମଧ୍ୟ ଦେଖିବା ଉଚିତ ନୁହେଁ । ସକାଳୁ ଆଇନାରେ ମୁହଁ ଦେଖିବା ଦ୍ଵାରା ବ୍ୟକ୍ତି କାଙ୍ଗାଲ ହୋଇ ଯାଇପାରେ ବୋଲି ବିଶ୍ବାସ କରାଯାଏ । କାରଣ ସକାଳୁ ଆଇନାରେ ନକରାତ୍ମକ ଊର୍ଜା ରହିଥାଏ ବୋଲି ମାନାଯାଏ ।

ସକାଳୁ ଉଠିବା ମାତ୍ରେ ଓଲଟା ଚପଲ, ବୁଢିଆଣୀ ଜାଲ ଓ ଧାରୁଆ ଜିନିଷ ଦେଖିବା ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ପକ୍ଷେ ହାନିକରକ ହୋଇପାରେ । ଏହା ଦ୍ଵାରା ପୁରା ଦିନ ଆପଣଙ୍କ ଉପରେ ନକରାତ୍ମକ ଊର୍ଜା ହବି ହୋଇପାରେ, ସେଥିପାଇଁ ଏପରି କରିବାରୁ ବଞ୍ଚିତ ରୁହନ୍ତୁ । ସକାଳୁ ଉଠିବ ପରେ ଖାଲି ବାସନ, ଖାଲି ପର୍ସ ଏହି ପରି ପ୍ରାୟ ସବୁ ଖାଲି ଜିନିଷ ଦେଖିବା ଦ୍ଵାରା ବ୍ଯକ୍ତିର ଜୀବନରେ ସଫଳତା ରୁଷ୍ଟ ହୋଇଯାଏ । ସେଥିପାଇଁ ଆପଣ ଏହିପରି ଜିନିଷ ଦେଖିବାରୁ ମଧ୍ୟ ବଞ୍ଚିତ ରୁହନ୍ତୁ ।

ସକାଳୁ ଉଠିବା ମାତ୍ରେ କେବେ ମଧ୍ୟ ଲଢେଇ ଝଗଡା ଦେଖନ୍ତୁ ନାହିଁ । ଏହା ଦ୍ଵାରା ଘରେ ଦରିଦ୍ରତା ଆସେ । ଏହା ସହ କାହାକୁ ମଧ୍ୟ ଅପଶବ୍ଦ କୁହନ୍ତୁ ନାହିଁ । ବରଂ ମୀଠା କଥାରେ ନିଜ ଦିନର ଆରମ୍ଭ କରନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କୁ ଅବଶ୍ୟ ସଫଳତା ମିଳିବ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ ।