ମହିଳା ମାନଙ୍କର ଏହି ( ଗୁପ୍ତ ଜିନିଷ ) ଦେଖନ୍ତୁ ନାହିଁ, ଶୀଘ୍ର ମୃତ୍ୟୁ ହେବ

ଚାଣକ୍ୟ ନୀତି ଆନୁସରେ ମହିଳା ମାନଙ୍କର ଏହି ଜିନିଷ ଗୁଡିକ ଦେଖିବା ଉଚିତ ନୁହେଁ । ଯେଉଁ ପୁରୁଷ ମହିଳା ମାନଙ୍କର ଏହି ଜିନିଷ ଦେଖି ଦେଇଥାଏ ସେ ବରବାଦ ହୋଇଯାଇଥାଏ । ଆପଣ ଯଦି ସର୍ବଦା ସୁଖୀ ଜୀବନ ବିତେଇବାକୁ ଚାହୁଛନ୍ତି ଏବଂ ଆପଣ ଜୀବନରେ ସଫଳ ବ୍ୟକ୍ତି ହେବାକୁ ଚାହୁଛନ୍ତି ତ ମହିଳା ମାନଙ୍କର ଏହି ଜିନିଷକୁ କେବେବି ଦେଖନ୍ତୁ ନାହିଁ । ନହେଲେ ଆପଣଙ୍କ ଜୀବନ ବରବାଦ ହେଇପାରେ ।

ଆଚାର୍ଯ୍ୟ ଚାଣକ୍ୟଙ୍କର କହିବା ଆନୁସାରେ ମହିଳା ମାନଙ୍କର ଏହି ଜିନିଷ ଦେଖିବା ଦ୍ଵାରା ପୁରୁଷ ର ବରବାଦ ହେଇପାରେ । ଶାସ୍ତ୍ର ରେ ଏମିତି ଲୋକଙ୍କୁ ମହା ପାପୀ ମନା ଯାଇଥାଏ ।

ଆଜି ଆମେ ଜାଣିବା ମହିଳା ମାନଙ୍କର ଏମିତି କେଉଁ ଜିନିଷ ଦେଖିବା ଦ୍ଵାରା ମଣିଷ ବରବାଦ ହୋଇଯାଇଥାଏ । ଶାସ୍ତ୍ର ଆନୁସରେ ଯେଉଁ ପୁରୁଷ କୋଣସି ମା କୁ ସ୍ତନ ପାନ କରୁଥିବାର ଦେଖି ଦିଏ ଏବଂ ନିଜର ମନରେ ଖରାପ ଚିନ୍ତା ଧାରା ଆଣିଥାଏ । ଏହିପରି ଲୋକଙ୍କୁ ମହା ପାପୀ ମନା ଯାଇଥାଏ । ଶାସ୍ତ୍ର ଆନୁସାରେ ମହିଳାଙ୍କ ପ୍ରତି ଖରାପ ଚିନ୍ତା ଆଣୁଥିବା ଲୋକ କେବେବି ଜୀବନରେ ସଫଳ ହୋଇପାରେ ନହିଁ । ଶାସ୍ତ୍ର ରେ ଏମିତି ଲୋକଙ୍କୁ କଠୋର ରୁ କଠୋର ଦଣ୍ଡ ଦିଆ ଯାଇଥାଏ ।

କୌଣସି ବ୍ୟକ୍ତି ମହିଳାଙ୍କୁ ଗାଧେଇବା ସମୟରେ ଦେଖିବା ଉଚିତ ନୁହଁ । ଏମିତି କରିବା ଦ୍ଵାରା ସେ ପାପର ଭାଗୀଦାରୀ ହୋଇଥାଏ । ଚାଣକ୍ୟ ଙ୍କ ଆନୁସରେ ଲୁଚିକରି କୌଣସି ମହିଳାଙ୍କୁ ଦେଖିବା ମହା ପାପ । ସେଥି ପାଇଁ ଆପଣ କେବେବି ଏମିତି ଭୁଲ କରନ୍ତୁ ନାହିଁ ।

ଚାଣକ୍ୟ ନୀତି ଆନୁସରେ ମହିଳା ମାନଙ୍କ ସ୍ତନକୁ କେବେବି ଦେଖିବା ଉଚିତ ନୁହେଁ । କାରଣ ପୁରୁଷଙ୍କ ପାଳନ ପୋଷଣ ଏହିଠାରୁ ହୋଇଥାଏ । ଯଦି ଆପଣ ଏହି ଭୁଲ କରିବେ ତ ଏହାକୁ ଘୋର ପାପ ମନା ଯାଇଥାଏ । ଶାସ୍ତ୍ର ଆନୁସରେ ଏହି ପ୍ରକାର ପାପ କରୁଥିବା ବ୍ୟକ୍ତି ଦିତୀୟ ଥର ପାଇଁ ମଣିଷ ଜନମ ପାଇନଥାଏ । ସେଥୀ ପାଇଁ ଆପଣ ଏହି ପାପରୁ ବଞ୍ଚିକି ରହିଥାନ୍ତୁ ।

ନାରୀ ମାନଙ୍କର ଏମିତି ବି ଗୋଟେ ଆଙ୍ଗ ଅଛି ଯାହା କୁ ଛୁଇବା ଦ୍ଵାରା ଦେବୀ ଦେବତା ବି ଆପଣଙ୍କ ଉପରେ କ୍ରୋଧ ପ୍ରକାଶ କରିଥାନ୍ତି । ଆମ ଦେଶରେ ମହିଳା ମାନଙ୍କୁ ଦେବୀ ମନା ଯାଇଥାଏ । ଏହି କାରଣରୁ ମହିଳା ମାନଙ୍କୁ ବି ସନମାନ ଦିଆ ଯାଇଥାଏ, ଯାହା ଦେବୀଙ୍କୁ ଦିଆ ଯାଇଥାଏ । ଏମିତିରେ ଯେଉଁ ମହିଳା ମାନଙ୍କୁ ସନମାନ ଦିଆ ଯାଇଥାଏ ସେହି ଘରେ ମାତାଲକ୍ଷ୍ମୀଙ୍କୁ ବି ସନମାନ ଦିଅ ଯାଇଥାଏ ।

କୁହା ଯାଏ ମହିଳା ମାନଙ୍କର ନାଭିରେ ମାତାଲକ୍ଷ୍ମୀ ରହିଥାନ୍ତି, ସେଥିପାଇଁ ଯଦି ମହିଳା ମାନଙ୍କର ନାଭିକୁ କେହି ଯଦି ଛୁଇ ଥାଏ, ମାତାଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି । ଏହାକୁ ଛୁଇଁବା ଦ୍ଵାରା ପୁରୁଷ ମହା ପାପୀ ର ଭାଗୀଦାରୀ ହୋଇଥାଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।