ଦେଖନ୍ତୁ Video- ମହିଳା ଜଣଙ୍କ ନିଜ ସ୍ବାମୀଙ୍କ ନାଁ ରେ ଆଣିଲେ ଭୟଙ୍କର ଅଭିଯୋଗ, ଶୁଣନ୍ତୁ ସେ କଣ କହୁଛନ୍ତି, ଶୁଣିଲେ ଆପଣଙ୍କ ରକ୍ତ ବି ଗରମ ହେଇଯିବ

ନମସ୍କାର ବନ୍ଧୁଗଣ । ଆମ ଦେଶରେ ପ୍ରତେକ ଦିନ କିଛି ନା କିଛି ଘ-ଟ-ଣା ସାମନାକୁ ଆସୁଛୁ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘଟଣା ନେଇ ଆସିଛୁ ଯେଉଁଠାରେ ଜଣେ ସ୍ତ୍ରୀ ନିଜ ସ୍ବାମୀଙ୍କ ବି-ରୁ-ଦ୍ଧ-ରେ ଏପରି କିଛି ଅ-ଭି-ଯୋ-ଗ ଆଣିଛନ୍ତି ଯାହା ଅତି ନି-ନ୍ଦ-ନୀ-ୟ ଅଟେ ।

ସେହି ମହିଳାଙ୍କ କହିବା ଅନୁସାରେ ତାଙ୍କ ସ୍ଵାମୀଙ୍କର ଶ୍ୟାମସଙ୍ଗ କମ୍ପାନୀର ଷ୍ଟାଫ ମାନଙ୍କ ସହ ଖ-ରା-ପ ସମ୍ପର୍କ ରହିବା ସହ ତାଙ୍କ ଘରର ଚାକରାଣୀ ଓ ନିଜ ଭାଉଜଙ୍କ ସହ ମଧ୍ୟ ଖ-ରା-ପ ସମ୍ପର୍କ ରହିଛି ।ମହିଳା ଜଣକ କହିଛନ୍ତି ଯେ ଶ୍ୟାମସଙ୍ଗ କମ୍ପାନୀର ଯେତିକି ପ୍ରଫିଟ ମିଳେ ତାହା ଅନ୍ୟ କୌଣସି କମ୍ପାନୀରୁ ମିଳେ ନାହି । ଏହା ଛଡା ଆଜିକାଲି ଶ୍ୟାମସଙ୍ଗ ମୋବାଇଲର ମଧ୍ୟ ଚାହିଦା ମାର୍କେଟରେ ଅଧିକ ରହିଛି ।

ମହିଳା ନିଜ ରାଏରେ କହିଛନ୍ତି ଯେ ପ୍ରଥମେ ୨୦୧୩ରେ ତାଙ୍କ ସ୍ଵାମୀଙ୍କର କମ୍ପାନୀର ଷ୍ଟାଫଙ୍କ ସହ ସ-ମ୍ପ-ର୍କ ଥିବା ଜଣାଇବା ପରେ ପୋ-ଲି-ସ-ରେ ଅ-ଭି-ଯୋ-ଗ କରିଥିଲେ । ଏହା ପରେ ତାଙ୍କୁ ଆଏସୀ ପୋ-ଲି-ସ ଅଧିକାରୀ ଏହି ମା-ମ-ଲା-ର ସମାଧାନ କରିଥିଲେ । ତାଙ୍କ ସ୍ଵାମୀଙ୍କର ଖ-ରା-ପ ସ-ମ୍ପ-ର୍କ ଏତେ ଜଣଙ୍କ ସହ ରହୁଛି ବୋଲି ମହିଳାଙ୍କ ପାଖରେ ସଠିକ ପ୍ରମାଣ ରହିଛି ବୋଲି ସେ କହିଛନ୍ତି । ତାଙ୍କ ସ୍ଵାମୀ ସେ ଝିଅକୁ ଛାଡିବା ପାଇଁ ନିଜର ସୁନା ବିକ୍ରି କରି ୨ଲକ୍ଷ ୫୦ହଜାର ଟଙ୍କା ଦେଇଥିଲେ ବୋଲି କହିଛନ୍ତି ।

ପ୍ରଥମେ ତାଙ୍କ ସ୍ବାମୀଙ୍କ ଜୀବନରୁ ଅଫିସରେ କାମ କରୁଥିବା ସେହି ଝିଅକୁ ଦୂର କରିବା ପାଇଁ ତାଙ୍କୁ ୨୦୧୩ରୁ ୧୦୧୫ ଗତ ଦୁଇ ବର୍ଷ ଲାଗି ଯାଇଥିଲା । ଏହା ପରେ ଅଫିସରେ ଅନ୍ୟ ଜଣେ ଝିଅଙ୍କ ସହ ତାଙ୍କ ସ୍ବାମୀଙ୍କର ସ-ମ୍ପ-ର୍କ ପୁଣି ଥରେ ଚାଲିଛି ବୋଲି ଜଣାଇବାରୁ ତାଙ୍କୁ ଦୂରେଇବା ପାଇଁ ମହିଳାଙ୍କୁ ଗୋଟେ ବର୍ଷ ଲାଗିଥିଲା ।

ଏତେ ସବୁ ପରେ ମହିଳାଙ୍କ ସ୍ଵାମୀ ଘର ଚାକରାଣୀ ସହ ଖ-ରା-ପ ସ-ମ୍ପ-ର୍କ ରହିଛି ବୋଲି ସେ ନିଜ ରାଏ ରେ କହିଛନ୍ତି । ବର୍ତ୍ତମାନ ତାଙ୍କ ଭାଉଜ ସହ ତାଙ୍କ ସ୍ବାମୀଙ୍କ ଖ-ରା-ପ ସ-ମ୍ପ-ର୍କ ରହିଛି ବୋଲି ସେ ଅ-ଭି-ଯୋ-ଗ କରିଛନ୍ତି । ଅଫିସର ସେହି ଝିଅ ଗାୟତ୍ରୀକୁ ତା ଦେହ ଖରାପ ହୋଇଥିବାରୁ ମହିଳାଙ୍କ ସ୍ଵାମୀ ହସପିଟାଲ ନେଇଥିଲେ । କିନ୍ତୁ ଘରେ ଅସୁସ୍ଥ ପଡିଥିବା ନିଜର ୮ ବର୍ଷର ପୁଅକୁ ତାଙ୍କ ସ୍ଵାମୀ ଦେଖି ନ ଥିଲେ । ଏହାର ପ୍ରତିବାଦ କରିବାକୁ ମହିଳାଙ୍କ ସ୍ଵାମୀ ସେହି ଝିଅ ତାଙ୍କର ପ୍ରେମିକା ବୋଲି ତାଙ୍କୁ ଜବାବ ଦେଇଥିଲେ ।

ମହିଳା ଜଣକ କହିଛନ୍ତି ଯେ ଏହି ବିଷୟରେ ସେ କିଛି ବି ଜାଣି ନ ଥିଲେ ବରଂ ତାଙ୍କ ସ୍ବାମୀଙ୍କର ୩ନମ୍ବର ଭାଇ ଭାଉଜ ଜଣାଇବା ପରେ ସେ ଏହି କଥାର ପ୍ର-ତି-ବା-ଦ କରିବା ପାଇଁ ତାଙ୍କ ସ୍ବାମୀଙ୍କର ବଡ ଭାଇ ଭାଉଜଙ୍କ ଘରକୁ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କ ପରିବାର ଲୋକ ତାଙ୍କୁ ମାରିବା ପାଇଁ ଚେଷ୍ଟା କରିଥିଲେ ବୋଲି ମହିଳା କହିଛନ୍ତି । ତାଙ୍କ ସ୍ବାମୀଙ୍କର ଏପରି ଅ-ପ-କ-ର୍ମର ସବୁ ପ୍ରମାଣ ତାଙ୍କ ପାଖରେ ରହିଛି ବୋଲି ମହିଳା କହିଛନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ତେବେ ଆପଣ ହିଁ କୁହନ୍ତୁ ଏମିତି ଲୋକ ସହିତ କଣ ହେବା ଉଚିତ । ନିଜ ମତାମତ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ