ଦେଖନ୍ତୁ ଭିଡିଓ: ଧୋନୀଙ୍କ ସହ ଦେଖା କରିବା ପାଇଁ ପଡିଆରେ ପଶି ଯାଇଥିଲା ଏହି ଫ୍ୟାନ, ମାହି ବି ନେଲେ ମଜା, କଲେ କିଛି ଏମିତି କି ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ଭାରତର ଲୋକମାନେ କ୍ରିକେଟକୁ ନେଇ କେତେ ଦିବାନା ଅଟନ୍ତି ଏହ କହିବା ଜରୁରୀ ନୁହେଁ । ଯେତେବେଳ ବି କୌଣସି କ୍ରିକେଟ ମ୍ୟାଚ ହୋଇଥାଏ ତେବ ସମସ୍ତେ ଟିଭି ଏବଂ ମୋବାଇଲରେ ମ୍ୟାଚ ଲଗାଇ ଦେଖିବାକୁ ବସି ଯାଆନ୍ତି । ସେଥିପାଇଁ ଇଣ୍ଡିଆରେ କିଛି କ୍ରିକେଟ ଖେଳାଳିଙ୍କର ପପୁଲାରୀଟି ବଲୀଉଡ ଷ୍ଟାରମାନଙ୍କ ଠାରୁ ବି ଅଧିକା ଅଟେ ।

ଏହାର ସବୁଠୁ ଭଲ ଉଦାହରଣ ହେଉଛି ବିରାଟ, ଧୋନୀ, ଏବଂ ସଚିନ । ଏମାନଙ୍କ ପ୍ରତି ଲୋକମାଙ୍କର ଦିବାନା ବହୁତ ଥର ଦେଖା ଯାଇଛି । ଏମିତିରେ ବର୍ତ୍ତମାନ ହିଁ ଧୋନୀର ଜଣେ ଫ୍ୟାନ ଯେତେବେଳ ପଡିଆ ମଝିରେ ପଶି ଗଲେ ତେବେ ସେ ଧୋନୀକୁ ଆଲିଙ୍ଗନ କରିବାକୁ ଚେଷ୍ଟା କରିଲେ ତେବେ ମାହି ବି କିଛି ଏମିତି କରିଲେ ଯେଉଁଠି ଷ୍ଟାଡିୟମରେ ଥିବା ଲୋକମାନେ ଏହାକୁ ଦେଖି ହସିବାକୁ ଲାଗିଲେ ।

ନାଗପୁରରେ ଇଣ୍ଡିଆ ଏବଂ ଅସ୍ଟ୍ରେଲିୟା ମଧ୍ୟରେ ଦ୍ଵିତୀୟ ୱାଣ୍ଡେ ମ୍ୟାଚ ଖେଳାଯାଉଥିଲା । ଏଥିରେ ଅସ୍ଟ୍ରେଲିୟା ବ୍ୟାଟିଙ୍ଗ କରୁଥିଲା ଏବଂ ଇଣ୍ଡିଆ ଫିଲଡିଙ୍ଗ କରିବାରେ ବ୍ୟସ୍ଥ ଥିଲେ । ମ୍ୟାଚ ଆରମ୍ଭ ହେବା ପରେ ଟିମ ଇଣ୍ଡିଆ ପଡିଆ ଭିତରକୁ ଯାଉଥିଲେ , ଏହା ମଧ୍ୟରେ ଧୋନୀର ଜଣେ ଫ୍ୟାନ ସୁରକ୍ଷା ଘେରେକୁ ଭାଙ୍ଗି ପଡିଆ ମଦଝି ପଶି ଯାଇଥିଲା । ସେ ଧୋନୀକୁ ଆଲିଙ୍ଗନ କରିବା ପାଇଁ ଦୌଡିଲେ ।

ଏହା ପରେ ଧୋନୀ ବି ତାଙ୍କ ସହିତ ଟିକେ ମସ୍ତି କରିବା ପାଇଁ ସେ ବି ଦୌଡିବାକୁ ଲାଗିଲେ । ଏବଂ ଧୋନୀ ଇଣ୍ଡିଆର ଖେଳାଳିଙ୍କ ମଝିରେ ଦୌଡିବାକୁ ଲାଗିଲେ ଏବଂ ମାହିଙ୍କ ପଛରେ ପଛରେ ସେହି ଫ୍ୟାନ ଜଣକ ବି ଦୌଡିବାକୁ ଲାଗିଲଲା । ଏହିଭଳି ଧାରା ଧରିର ଖେଳ ଦେଖିବାକୁ ମିଳିଥିଲା । ଯାହା ଦେଖିବାକୁ ବହୁତ ରୋମାଞ୍ଚକ ପୂର୍ଣ ଥିଲା ।

କିଛି ସମୟ ଦୌଡିବା ପରେ ଧୋନୀ ରହିଗେଲ ଏବଂ ସେହି ଫ୍ୟାନକୁ ଧୋନୀ ଆଲିଙ୍ଗନ କରିଲେ । ଏହା ପରେ ଫ୍ୟାନ ଜଣକ ଧୋନୀଙ୍କର ଗୋଡ ବି ଧରିଲେ ।

https://www.youtube.com/watch?v=sI9HD85atMU

ଏହା ପରେ ସୁରକ୍ଷା କର୍ମୀ ଆସିଲେ ଏବଂ ତାଙ୍କୁ ନେଇ ଯାଇଥିଲେ । ଆପଣ ଏହି ପୁରା ଦୃଶ୍ୟକୁ ଏହି ଭିଡିଓରେ ଦେଖି ପାରିବେ । ପୋଷ୍ଟଟି ଭଲ ଲାଗିଲେ ଶେୟର କରିବେ ଓ ଆଗକୁ ଏମିତ ମଜେଦାର ପୋଷ୍ଟ ପାଇଁ ପେଜକୁ ଲାଇକ କରନ୍ତୁ ।