ମଧ୍ୟରାତ୍ରିରେ ପୋଲିସ ଓ କିନ୍ନରଙ୍କ ମଧ୍ୟରେ ଘମାଘୋଟ ଲଢେଇ, ଦେଖନ୍ତୁ ଭାଇରାଲ Video

ପୋଲିସ ଆଉ କିନ୍ନରଙ୍କ ମା-ର-ପି-ଟ ସମୟର ଏକ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେଉଛି । ମଧ୍ୟରାତ୍ରି ସମୟରେ ତିନି ଜଣ କିନ୍ନର ରାସ୍ତାରେ ଯାଉଥିଲେ । ସେହି ସମୟରେ ନାଇଟ ପେଟ୍ରୋଲିଂ କରୁଥିବା କିଛି ପୋଲିସ ତାଙ୍କୁ ଧ-ରି-ଥି-ଲେ ଏବଂ ପଚରା ଉଚରା କରିଥିଲେ । କଥା କ-ଟା-କ-ଟି-ରୁ ପୋଲିସ ଓ କିନ୍ନରଙ୍କ ମଧ୍ୟରେ ଯୁ-କ୍ତି-ତ-ର୍କ ବଢିଥିଲା ଓ କ୍ରମେ ଏହା ମା-ର-ପି-ଟ-ରେ ପରିଣତ ହୋଇଥିଲା । ଘଟଣାଟି ପୁରୀର ବୋଲି ଜାଣିବାକୁ ମିଳିଛି ।

କରୋନା ମହାମାରୀ ପରଠୁ ଆମ ଦେଶରେ ଜୀବନ ଜୀବିକା ଅନେକ ମାତ୍ରାରେ ବାଧା ପ୍ରାପ୍ତ ହୋଇଛି । ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକଙ୍କ ଉପରେ ଏହାର ବିଶେଷ ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି । ଜୀବନ-ଜୀବିକା ହରେଇ ଅନେକଙ୍କ ପରିସ୍ଥିତି ପୂର୍ବ ଠାରୁ ମଧ୍ୟ ଦୟନୀୟ ହୋଇଯାଇଛି । ଏପରି ସମୟରେ ମାଗି ଯାଚି ପେଟ ପୋଷୁଥିବା କିନ୍ନର ମାନଙ୍କ ଜୀବନ ମଧ୍ୟ ଖୁବ ପ୍ରଭାବିତ ହୋଇଛି । ତେବେ ପୁରୀରେ କିନ୍ନର ଓ ପୋଲିସଙ୍କ ମଧ୍ୟରେ ଏପରି ମା-ର-ପି-ଟ ଦେଖି ସମସ୍ତେ ମିଶ୍ର ପ୍ରତିକ୍ରିୟା ଦେଉଛନ୍ତି ।

କେଉଁମାନେ କିନ୍ନରଙ୍କ ସପକ୍ଷରେ ପ୍ରତିକ୍ରିୟା ରଖୁଛନ୍ତି ତ କିଛି ଲୋକ ଓଡିଶା ପୋଲିସ ସପକ୍ଷରେ ନିଜ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ତେବେ ଏପରି ଏକ ଲ-ଜ୍ୟା-ଜ-ନ-କ ପରିସ୍ଥିତି ଖବର ଶୁଣି ଆଉ ଏକ ପୋଲିସ ଭ୍ୟାନ ଘଟଣା ସ୍ଥଳରେ ପହଞ୍ଚି ଥିଲା । ସେମାନେ ପହଞ୍ଚିବା ପରେ ପୋଲିସ ଓ କିନ୍ନରଙ୍କ ମଧ୍ୟରେ ମା-ଡ଼-ଗୋ-ଳ ଥମି ଯାଇଥିଲା । ଏପରି ମଧ୍ୟ ରାତ୍ରିରେ କାହିଁକି ବୁଲୁଛନ୍ତି ବୋଲି ଥାନାଧିକାରୀ କିନ୍ନରଙ୍କୁ ପ୍ରଶ୍ନ କରିଥିଲେ ଏବଂ ତାଙ୍କୁ ମାଗିକରି ଖାଇବା ପରିବର୍ତ୍ତେ ପରିଶ୍ରମ କରିବାକୁ କହିଥିଲେ ।

କିନ୍ନର କାନ୍ଦ କାନ୍ଦ ହୋଇ ଚି-ଲେ-ଇ-କି କହିଥିଲେ, “କଣ ପରିଶ୍ରମ କରିବୁ ? ଆପଣ ଦିଅନ୍ତୁ ଆମକୁ କାମ ।” ଏହାର ଉତ୍ତରରେ ଥାନାଧିକାରୀ ଚୁପ ରହିଥିଲେ । ଆମ ଦେଶ ଭାରତ ଆଜି ଅନେକ ବିକଶିତ ହୋଇ ସାରିଥିଲେ ମଧ୍ୟ ଆଜି ବି କିନ୍ନର ମାନଙ୍କ ସ୍ଥାନ ସମାଜରେ ଦୃଢ ହୋଇ ପାରିନାହିଁ । ଏହି ଘଟଣାରେ ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ପୋଷ୍ଟକୁ ସେୟାର ମଧ୍ୟ କରନ୍ତୁ । ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।