Health Tips- ମାତ୍ର ୫ ମିନିଟରେ ଗମ୍ଭୀର ରୁ ଗମ୍ଭୀର ମୁଣ୍ଡବିନ୍ଧା ବି ଗାୟବ ହୋଇଯିବ, କେବଳ କରନ୍ତୁ ଏହି ଗୋଟିଏ ଉପାୟ

ଆଜି ଆମେ ଆପଣଙ୍କ ଏକ ସ୍ୱାସ୍ଥ୍ୟ ସମସ୍ୟା ସମ୍ବନ୍ଧ୍ୟ  ଉପାୟ ବିଷୟରେ ଜଣାଇବୁ । ଆପଣ ମାନଙ୍କର କାହାର ନା କାହାର ମୁଣ୍ଡ ବିନ୍ଧା ତ ନିଶ୍ଚିତ ଭାବରେ ଥିବ । ଏହି ମୁଣ୍ଡ ବିନ୍ଧା ହେଲେ ବହୁତ ଚିଡି ଛିଡା ଲାଗେ । ଅଧିକାଂଶ ମୁଣ୍ଡ ବିନ୍ଧା କୌଣସି ବଡ ଧରଣର ବିପଦ ହୋଇନଥାଏ କିନ୍ତୁ କଟକ କ୍ଷେତ୍ରରେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ । ପ୍ରାଥମିକ ମୁଣ୍ଡ ବିନ୍ଧା ଏକ ଅନ୍ତର୍ନିହିତ ରୋଗର ଲକ୍ଷଣ ହୋଇନଥାଏ ।

ଆପଣଙ୍କ ମସ୍ତିଷ୍କରେ ରାସାୟନିକ କାର୍ଯ୍ୟ କଳାପ ଓ ଆପଣଙ୍କ ଖପୁରିକି ଘେରି ରହିଥିବା ସ୍ନାୟୁ କିମ୍ବା ରକ୍ତବାହି କିମ୍ବା ଆପଣଙ୍କ ମୁଣ୍ଡ ଓ ବେକାର ମାଂସପେଶୀ ପ୍ରାଥମିକ ମୁଣ୍ଡ ବିନ୍ଧାର କାରଣ ହୋଇଥାଇ ପାରେ ।

 

ଆଜି ଆମେ ଆପଣଙ୍କ ଏପରି ଦୁଇଟି ଘରୋଇ ଉପଚାର ବିଷୟରେ ଜଣାଇବୁ ଯାହା କୁ କି ଆପଣ ପ୍ରୟୋଗ କରି ଏହି ମୁଣ୍ଡ ବିନ୍ଧା ଭଳି ସମସ୍ୟାରୁ ଅତି ସହଜରେ ମୁକ୍ତି ପାଇଁ ପାରିବେ । ତେବେ ଆସନ୍ତୁ ଜାଣିବା ସେହି ଦୁଇଟି ଅତି ସହଜ ଉପାୟ ବିଷୟ ରେ । ପ୍ରଥମ ଉପାୟଟି ହେଲା ଆପଣ ପ୍ରଥମେ କିଛି ଅଦା ଖଣ୍ଡ ନେବେ ଓ ଏହାକୁ ଭଲ ଭାବରେ ଧୋଇ ହେମଦସ୍ତାରେ ଛେଚି  କିମ୍ବା ଗ୍ରୱାଇଣ୍ଡିଙ୍ଗ କରି ଏଥିରୁ ରସ ବାହାର କରଅନ୍ତୁ ଓ ଏହାକୁ ଛାଣି ଏଥିରୁ ଅଦା ରସ ବାହାର କରି  ଏକ ପାତ୍ରରେ  ଅଲଗା କରି ରଖନ୍ତୁ । ଏହା ପରେ ଆପଣ ଗୋଟିଏ ପାତ୍ରରେ ଗୋଟିଏ କିମ୍ବା ଦୁଇ ଚାମଚ ଅଦା ରସ ନିଅନ୍ତୁ ଏବଂ ସେଥିରେ ଘରେ ଵ୍ୟଵହାର କରୁଥିବା ବା ରୋଷେଇ ଘରେ ଅତି ସହଜରେ ମିଳିଯାଉଥିବା ଜିନିଷ ଲବଙ୍ଗ ।

ଦୁଇଟି ଲବଙ୍ଗ ନିଅନ୍ତୁ । ଏହି ଦୁଇଟି ଲବଙ୍ଗକୁ ସେହି ଅଦା ରସରେ ପକାନ୍ତୁ । ଏହା ପରେ ତୃତୀୟ ଜିନିଷଟି ହେଲା ମହୁ । ମହୁ ଅତି ପୁରୁଣା ହୋଇଥିଲେ ଆହୁରି ଭଲ । ଏହି ମହୁକୁ ଗୋଟିଏ ଚାମଚ ନେଇ  ସେହି ଅଦା ରସ  ଓ ଲବଙ୍ଗ ମିଶ୍ରଣ ରେ ପକାନ୍ତୁ ଓ ଭଲ ଭାବରେ ଗୋଳେଇ ଦିଅନ୍ତୁ । ଏବେ ଆପଣଙ୍କର ପ୍ରଥମ ଉପଚାର ପ୍ରସ୍ତୁତ ହୋଇଗଲା । ଆପଣଙ୍କ ମୁଣ୍ଡ ବିନ୍ଧି ଲେ ଏହି ଅଦା ,ଲବଙ୍ଗ , ମହୁର ମିଶ୍ରଣକୁ ସେବନ କଲେ ଆପଣ ମୁଣ୍ଡ ବିନ୍ଧାରୁ ଉପଶମ ପାଇବେ । ଏହାପରେ ଜାଣିବା ଦ୍ଵିତୀୟ ଉପଚାର ବିଷୟରେ । ଏହି ଉପଚାର ପାଇଁ ଆମକୁ ଦୁଇଟି ଜିନିଷ ଆବଶ୍ୟକ ପ୍ରଥମଟି ହେଲା ଅଦା ରସ ଓ ଦ୍ୱିତୀୟଟି ହେଲା ଡାଲଚିନି ଗୁଣ୍ଡ ଯାହାକୁ କି ଆପଣ ଅତି ସହଜରେ ଆପଣଙ୍କ ରୋଷେଇ ଘରୁ ପାଇଁ ପାରିବେ । କାହିଁକି ନା ସାଧାରଣ ଭାବରେ ସବୁ ରୋଷେଇ ଘରେ ଡାଲଚୀନର ବହୁଳ ଭାବରେ ବ୍ୟବହାର କରାଯାଇ ।  ଡାଲଚିନି ଗୁଣ୍ଡ ଆପଣଙ୍କ ମୁଣ୍ଡ ବିନ୍ଧାକୁ ଅତି ସହଜରେ ଭଲ କରିପାରିବ ।

ତେବେ ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରିବେ । ପ୍ରଥମେ ଦୁଇ ଚାମଚ ଆଦର୍ଶ ଗୋଟିଏ ପାତ୍ର ରେ ନେବେ । ଏହା ପରେ ଏଥିରେ ଅଧା ଚାମଚ କିମ୍ବା ଗୋଟିଏ ଚାମଚ ଡାଲଚୀନ ଗୁଣ୍ଡକୁ ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ ଯେପରିକି ଏହା ଭଲ ଭାବରେ ମିଶିଯିବ । ଏହାକୁ ଆପଣ ସେବନ କରିବେ ନାହିଁ । ଏହାକୁ ମୁଣ୍ଡ ବିନ୍ଧିଲେ ମୁଣ୍ଡରେ ଭଲ ଭାବରେ ଲଗାନ୍ତୁ ବା ଧୀରେ ଧୀରେ ମାଲିସ କରନ୍ତୁ ଦେଖିବେ କିଛି ସମୟ ପରେ ମୁଣ୍ଡ ବିନ୍ଧା ଭଲ ହୋଇଯିବ । ଏହା ଥିଲା ଅତି ସହଜ ଉପାୟ ଯାହା ଦ୍ୱାରା କି ଆପଣ ଆପଣଙ୍କ ମୁଣ୍ଡ ବିନ୍ଧାରୁ ରକ୍ଷା ପାଇଁ ପାରିବେ ।

ଟିପ୍ସ ଟି କିପରି ଲାଗିଲା ନିଜର ମତାମତ ଆମକୁ ଜାଣନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ