ମା’ ଲକ୍ଷ୍ମୀଙ୍କ ପାଦ ଆପଣଙ୍କ ଘରେ କେବେ ପଡିବ ଜାଣିବା ପାଇଁ ବାଛନ୍ତୁ ଯେ କୌଣସି ଗୋଟେ କଏନ- Tarot Card Reading 

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏକ ସୁନ୍ଦର ବିଷୟ ବସ୍ତୁ ନେଇ ଆସିଛୁ । ଏଥିପାଇଁ ଆପଣଙ୍କୁ ଦୁଇ ପ୍ରକାରର କଏନ ଦେଖାଯିବ । ଗୋଟେ ରାଇଛି ସିଲଭର କଏନ ଓ ଅନ୍ୟ ଟି ଗୋଲ୍ଡ କଏନ । ଏଥିମଧ୍ୟରୁ ଆପଣଙ୍କୁ ଯେ କୌଣସି ଗୋଟିଏ କଏନ ବାଛିବାକୁ ପଡିବ ନିଜ ମନ ପସନ୍ଦ ଅନୁଯାୟୀ । ଏହା ପରେ ଆମେ ଆପଣଙ୍କୁ କହିବୁ ଆପଣଙ୍କ ଘରେ ମ ଲକ୍ଷ୍ମୀ ଙ୍କ ଆଗମନ କେବେ ପଡିବାକୁ ଯାଉଛି ସେହି ବିଷୟରେ କହିବୁ ।

୧- ପ୍ରଥମ କଏନ : ଯେଉଁ ମାନେ ପ୍ରଥମ କଏନ ଚୁଜ କରିଛନ୍ତି ତେବେ କହି ରଖୁଛୁ କି ମା ଲକ୍ଷ୍ମୀ ଙ୍କ ପାଦ ଆପଣଙ୍କ ଘରେ ବହୁତ ଜଲ୍ଦି ପଡିବାକୁ ଯାଉଛି । ଆପଣ ଏମିତି ମଣିଷ ଅଟନ୍ତି ଯିଏ ସମସ୍ତଙ୍କ ସହ ହସ ମଜାକରେ ସମୟ ବ୍ଯତୀତ କରନ୍ତି । ତେବେ ଆମ ଲକ୍ଷ୍ମୀ ମଧ୍ୟ ଏଭଳି ଲୋକଙ୍କ ଉପର ଏ ବହୁତ ପ୍ରସନ୍ନ ହୋଇଥାନ୍ତି । ଯେଉଁ ବ୍ୟକ୍ତି ଉଦାସ ରହିଥାନ୍ତି ସେମାନଙ୍କ ଘରକୁ ମା ଲକ୍ଷ୍ମୀ କେବେ ଯାଆନ୍ତି ନାହି ।

ଯେଉଁ ବ୍ୟକ୍ତି ଦୁଖରେ ଥିଲେ ବି ଖୁସି ରୁହେ ବା ପରିବାର ସହ ହସ ଖୁସିରେ ରହିଥାଏ ସେହି ଘରେ ମା ଲକ୍ଷ୍ମୀ ବହୁତ ଦିନ ଯାଏଁ ସେହି ବ୍ୟକ୍ତିଙ୍କ ଘରେ ରହିଥାନ୍ତି । ଜୀବନରେ କିଛି ଣ ଥିଲେ ଆପଣଙ୍କ ଖୁସିରେ ରହିବାକୁ ଚେଷ୍ଟା କରନ୍ତୁ । ପ୍ରତେକ ମଣିଷ ଜୀବନରେ ପଇସା ନ ଥାଏ । ତେଣୁ ଆପଣ ନିଜର କର୍ମ, ଚିନ୍ତାଧାରା କୁ ପରିବର୍ତ୍ତନ କରନ୍ତୁ । ତା ହେଲେ ଯାଇ ଆପଣ ନିଜର ଭାଗ୍ୟକୁ ବଦଳାଇ ପାରିବେ ।

କାଲି କୁ ସୁଧାରିବା ପାଇଁ ଆପଣଙ୍କୁ ଆଜି ବଦଳାଇବାକୁ ପଡିବ । ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ଘର ସଫା ସୁତୁରା ରଖିବା ଉଚିତ । ରାତିରେ ଅଇଁଠା ବାସନ ରୋଷେଇ ଘରେ ପକାଇ ରଖନ୍ତୁ ନାହି । କେବେ ବି ଅଇଁଠା ହାତରେ ଟଙ୍କା ପଇସା ସ୍ପର୍ଶ କରନ୍ତୁ ନାହି । ଶୁକ୍ରବାରରେ ନାଲି କପଡାରେ ମା ଲକ୍ଷ୍ମୀ ଙ୍କ ପାଦ ଚିହ୍ନ ଆଙ୍କନ୍ତୁ ।

୨- ଦ୍ଵିତୀୟ କଏନ : ଯଦି ଆପଣ ଦ୍ଵିତୀୟ କଏନ ଚୁଜ କରିଛନ୍ତି ତେବେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ଅଛନ୍ତି । ଆପଣ ମହିଳା ମାନଙ୍କର ସମ୍ମାନ କରିଥାନ୍ତି । ଛୋଟ ପିଲାଙ୍କର ବିଶେଷ ଭାବେ ଧ୍ୟାନ ରଖିଥାନ୍ତି । ତେଣୁ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିଛି । ବହୁତ ଜଲ୍ଦି ଆପଣଙ୍କ ଘରକୁ ମା ଲକ୍ଷ୍ମୀଙ୍କ ଆଗମନ ହେବାକୁ ଯାଉଛି । କିନ୍ତୁ ଆପଣ ଭୁଲ କରୁଛନ୍ତି ତେବେ ପରିବର୍ତ୍ତନ କରନ୍ତୁ ।

ଆପଣ ଶ୍ରୀଜନ୍ତ୍ର ଉପରେ ପଦ୍ମ ଫୁଲ ଅର୍ପଣ କରନ୍ତୁ ଓ ମା ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରନ୍ତୁ । ଏହା ଦ୍ଵାରା ଆପଣଙ୍କର ଧନ ଜନିତ ସମସ୍ଯା ଦୂର ହୋଇଯିବ । ଧନ ଜନିତ ସମସ୍ଯା ଦୂର କରିବା ପାଇଁ ଶନିବାର ଦିନ ଓସ୍ତ ଗଛ ମୂଳେ ସନ୍ଧ୍ୟାରେ ଦୀପ ଲଗାଇବା ସହ ତା ପର ଦିନ ସକାଳୁ ଓସ୍ତ ଗଛର ପରିକ୍ରମା କରନ୍ତୁ । ମା ଲକ୍ଷ୍ମୀଙ୍କ ପ୍ରିୟା ନଡିଆ, ଶଙ୍ଖ ପୂଜାରେ ରଖନ୍ତୁ । ବନ୍ଧୁଗଣ ଆପଣ ମାନେ କେଉଁ କଏନ ଚୟନ କରିଲେ ଆପଣଙ୍କୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।