ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣ ବି ହେଇପାରିବେ ଧନବାନ, ମାସର ଏହି ଖାସ ଦିନ ଗୁଡିକରେ କରନ୍ତୁ ଏହି ବିଶେଷ ଉପାୟ

ଏହି ସଂସାରରେ ଏମିତି କୌଣସି ବ୍ୟକ୍ତି ନାହିଁ ଯିଏ ଧନବାନ ହେବାର ସ୍ଵପ୍ନ ଦେଖୁ ନ ଥିବ । ଏମିତି କୁହାଯାଏ କି ଯଦି ବ୍ୟକ୍ତି ଧନ ପ୍ରାପ୍ତ କରିବାକୁ ଚାହୁଁଛି ତେବେ ଏଥିପାଇଁ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ବହୁତ ଜରୁରୀ ଅଟେ । ଏମିତିରେ ଯଦି କୌଣସି ଶୁଭ ଦିନରେ କିଛି ସରଳ ଉପାୟ କରାଯାଏ ତେବେ ଏହା ଦ୍ଵାରା ମାତା ଲକ୍ଷ୍ମୀ ବହୁତ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି । କହିବାକୁ ଗଲେ ବର୍ତ୍ତମାନ ସମୟରେ ଧନ ବହୁତ ବଡ ସମସ୍ୟା ଅଟେ । ବର୍ତ୍ତମାନ ସମୟରେ ସମସ୍ତେ ଟଙ୍କା ପଛରେ ଦୌଡୁଛନ୍ତି ।

କିନ୍ତୁ ବହୁତ ଚେଷ୍ଟା କରିବା ସତ୍ବେ ବି ମନୁଷ୍ୟକୁ ଧନ ପ୍ରାପ୍ତି ହୋଇ ନ ଥାଏ । ଯଦି ଆପଣ ବି ଧନବାନ ହେବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣ ସବୁ ମାସରେ ଏହି ଖାସ ୩ ଦିନର ଚମତ୍କାରିକ ଉପାୟକୁ ଆପଣାଈବାକୁ ହେବ । ମାସର ଏହି ଦିନ ବହୁତ ହିଁ ଖାସ ଅଟେ । ଏହି ଦିନରେ ଯଦି ଆପଣ କିଛି ସରଳ ଉପାୟ କରୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କ ସମସ୍ତ ମନୋକାମନା ପୂର୍ଣ୍ଣହୋଇଯିବ ଓ ଆପଣଙ୍କୁ ଜୀବନରେ ଧନର ନୂତନ ମାର୍ଗ ହାସଲ ହେବ ।

ଏହି ଉପାୟ କରିବା ପରେ ଆପଣଙ୍କୁ ଚାରିଆଡୁ କେବଳ ଧନବାନ ହିଁ ହେବ । ଯଦି ଆପଣ ଧନ ଲାଭ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ସବୁ ମାସର ପୁର୍ଣିମା ତିଥି, ଅମାବସ୍ୟା ତିଥି ଓ ଶୁକ୍ଳ ପକ୍ଷ ତିଥିର ଦ୍ଵିତୀୟ ଶୁକ୍ରବାର ଦିନ ଆପଣ କିଛି ସରଳ ଉପାୟ ଆପଣାଇ ପାରିବେ । ଏହି ଉପାୟକୁ କରିବା ଦ୍ଵାରା ଧନଦେବୀ ମାତା ଲକ୍ଷ୍ମୀ ପ୍ରସନ୍ନ ହେବେ ଓ ଆପଣଙ୍କୁ ଶୀଘ୍ର ମାଲାମାଲ କରିଦେବେ ।

ଆସନ୍ତୁ ଜାଣିବା ମାସର ପୁର୍ଣିମା ତିଥିର ଉପାୟ ବିଷୟରେ

ଯଦି ଆପଣ ନିଜ ଘରର ଉନ୍ନତି ଚାହୁଁଛନ୍ତି ତେବେ ଏଥିପାଇଁ ମାସର ପୁର୍ଣିମା ତିଥି ଦିନ ଏକ ମାଠିଆରେ ଶୁଦ୍ଧ ପାଣି ଭର୍ତ୍ତି କରି ଦିଅନ୍ତୁ ଓ ତାକୁ ଆପଣ ନିଜ ଘରର ରୋଷେଇ ଘରେ ଧଳା କପଡା ଘୋଡାଇ ରଖି ଦିଅନ୍ତୁ ।

ଆର୍ଥିକ ସମସ୍ୟା ଦୂର କରିବା ପାଇଁ ଆପଣଙ୍କୁ ମାସର ପୁର୍ଣିମା ତିଥି ଉପରେ କଳା ହଳଦୀ, ସିନ୍ଦୁର ଓ ଚନ୍ଦନର ଧୂପ ଲଗାଇ ପୂଜା କରନ୍ତୁ, ଏହା ପରେ ଆପଣ ଚାନ୍ଦିର ୨ଟି ମୁଦ୍ରା ସହିତ ନାଲି କପଡାରେ ଏହାକୁ ବାନ୍ଧି ଧନ ରଖିବା ସ୍ଥାନ କିମ୍ବା ତିଜୋରିରେ ରଖି ଦିଅନ୍ତୁ ।

ବ୍ୟାପାର ସ୍ଥଳରେ ଯଦି ଆପଣ ସଫଳତା ହାସଲ କରିବାକୁ ଚାହୁଁଛନ୍ତି ଓ ଆମଦାନୀ ବୃଦ୍ଧି କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ପୁର୍ଣିମା ତିଥି ଉପରେ ତେନ୍ତୁଳୀର ଫଳ ଲାଗିଥିବା ଗଛର ଗୋଟିଏ ଡାଳ ଆଣି ତାକୁ ନିଜ ଘର ଓ ବ୍ୟାପାର ସ୍ଥାନରେ ରଖି ଦିଅନ୍ତୁ ।

ଜାଣନ୍ତୁ ଅମାବସ୍ୟା ଦିନ ଧନ ପ୍ରାପ୍ତି କରିବାର ଉପାୟ

ଜୀବନରେ କେବେ ବି ଧନ ସହ ଜଡିତ ସମସ୍ୟାର ଯଦି ଆପଣ ଚାହୁଁଛନ୍ତି କି ସାମ୍ନା କରିବାକୁ ନ ପଡୁ ତେବେ ଆପଣ ମାସର ଅମାବାସ୍ୟା ଦିନ ଓସ୍ଥ ଗଛ ତଳେ ଅଟାର ୭ଟି ଦୀପ ସୋରିଷ ତେଲ ଦ୍ଵାରା ଜଳାନ୍ତୁ ଓ ଓସ୍ଥ ଗଛର ୭ ଥର ପରିକ୍ରମା କରନ୍ତୁ ।

ଯଦି ଆପଣ ନିଜ ଘର ପରିବାରର ସୁଖ ସମୃଦ୍ଧି ରଖିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣ ସବୁ ମାସର ଅମାବସ୍ୟା ତିଥି ଦିନ ଦ୍ଵିତୀୟ ଉପାୟ ଅନୁସାରେ ଗାଈର ଗୋବର ଦ୍ଵାରା ଦୀପ ପ୍ରସ୍ତୁତ କରନ୍ତୁ ଓ ସେଥିରେ ଅଳ୍ପ ପୁରୁଣା ଗୁଡ ଓ ରାସୀ ତେଲ ଦିଅନ୍ତୁ । ଏହା ପରେ ଦୀପକୁ ଜଳାଇ ନିଜ ଘରର ମୁଖ୍ୟ ଦ୍ଵାର ମଝିରେ ରଖନ୍ତୁ ।

ମାସର ଶୁକ୍ଳ ପକ୍ଷର ଦ୍ଵିତୀୟ ଶୁକ୍ରବାରକୁ କରନ୍ତୁ ଏହି ଉପାୟ

ଆପଣ ମାସର ଦ୍ଵିତୀୟ ଶୁକ୍ରବାର ଦିନ ମହାଲକ୍ଷ୍ମୀଙ୍କ ଯନ୍ତ୍ର ସ୍ଥାପନା କରନ୍ତୁ ଓ ଗାଈର ଘିଅ ଦ୍ଵାରା ଦୀପ ଜଳାଇ କମଲଗଟ୍ଟେ ମାଳ ସହିତ ‘ଓଁ ମହାଲକ୍ଷ୍ମ୍ଯୈ ନମଃ’ ମନ୍ତ୍ରର ୧୧ ମାଳ ଜପ କରନ୍ତୁ । ଏହା ଦ୍ଵାରା ଧନ ସହ ଜଡିତ ସମସ୍ୟା ଦୂର ହୋଇଥାଏ ।

ଯଦି ଆପଣଙ୍କୁ ଧନ ପ୍ରାପ୍ତିରେ କୌଣସି ପ୍ରକାରର ବାଧାର ସାମ୍ନା କରିବାକୁ ପଡୁଛି ତେବେ ଆପଣ ଶୁକ୍ଳ ପକ୍ଷର ଦ୍ଵିତୀୟ ଶୁକ୍ରବାରକୁ ଆପଣ କଳା ରାସୀ ନେଇ ପରିବାର ସମସ୍ତଙ୍କ ସଦସ୍ୟଙ୍କ ମୁଣ୍ଡ ଉପରେ ବୁଲାଇ ଆଣି ଘରର ପଶ୍ଚିମ ଦିଗ ଆଡକୁ ଫୋପାଡି ଦିଅନ୍ତୁ ।

ଖରାପ ପରିସ୍ଥିତିକୁ ଯଦି ଆପଣ ନିଜର ଠିକ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣ ଶୁକ୍ଲ ପକ୍ଷ ଦ୍ଵିତୀୟ ଶୁକ୍ରବାରକୁ କଳା ହଳଦୀର ୯ଟି ଦାନାକୁ ଏକ ସୂତାରେ ଗୁନ୍ଥି ଗୋଟିଏ ଗୋଟିଏ ଦାନାର ମୋଟ ୭ଟି ମାଲା କରନ୍ତୁ ଓ ଏହାର ପୂଜା କରନ୍ତୁ । ଏହା ପରେ ଏହାକୁ ଖରା ଦେଖାଇ ନିଜ ବେକରେ ଧାରଣ କରିବାକୁ ହେବ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।