Jyotish Shastra- ମା କାଳୀଙ୍କର ଅଂଶ ହୋଇଥାନ୍ତି ଏହି ୧୨ ଟି ନାମର ଲୋକ, ଏମାନଙ୍କ ସହିତ ଶତୃତା ଆପଣଙ୍କୁ ପଡିପାରେ ମହଙ୍ଗା

ମା କାଳୀଙ୍କର ଅଂଶ ହୋଇଥାନ୍ତି ଏହି ନାମ ଥିବା ଲୋକ। ଏମାନଙ୍କର ସବୁବେଳେ ରକ୍ଷା କରି ଥାଆନ୍ତି ମା କାଳୀ। ନବ ମାତାଙ୍କ ଭିତରୁ ମା କାଳୀ ବହୁତ ଶିଘ୍ର ନିଜ ଭକ୍ତ ଉପରେ ପ୍ରସନ୍ନ ହୋଇଥାଆନ୍ତି। ଯିଏ ମା କାଳୀଙ୍କ ଆରାଧନା କରେ ମା କାଳୀ ତାଙ୍କର ମନସ୍କାମନା ପୂରଣ କରନ୍ତି। ଜଦି ମା କାଳୀଙ୍କର କୃପା ଦୃଷ୍ଟି କୈାଣସି ବ୍ୟକ୍ତି ଉପରେ ପଡେ ତେବେ ତାର ସମସ୍ତ ସମସ୍ୟା ଦୂର ହୋଇଯାଏ। ଆଜି ଆମେ ଆପଣଙ୍କୁ ସେହି ୧୨ଟି ଲୋକଙ୍କ ନାଁ ବିଷୟରେ କହିବୁ ଯେଉଁମାନେ ସାକ୍ଷାତ ମା କାଳୀଙ୍କ ଅଂଶ ବୋଲି ମାନନ୍ତି ।

ଏବଂ ସେହି ଲୋକ ମା କାଳୀଙ୍କର ସବୁଠାରୁ ବଡ଼ ଭକ୍ତ ବୋଲି ମାନନ୍ତି ଏବଂ ମା କାଳୀ ଏମାନଙ୍କର ସବୁଠାରୁ ଅଧିକ ରକ୍ଷା ଏବଂ କୃପା ଦୃଷ୍ଟି ମଧ୍ୟ ରଖନ୍ତି। ତେବେ ଆସନ୍ତୁ ଜାଣିବା ସେମାନେ କେଉଁ ନାମର ବ୍ୟକ୍ତି ଯାହାଙ୍କ ଉପରେ ମା କାଳୀଙ୍କର କୃପା ବନି ରୁହେ।


ସବୁଠାରୁ ପ୍ରଥମ ଅକ୍ଷର ହେଲା A(ଏ) ଅକ୍ଷର ଯେଉଁ ଲୋକଙ୍କ ଅକ୍ଷର ‘ଏ’ ଅକ୍ଷରରୁ ଆରମ୍ଭ ହୁଏ ସେ ମା କାଳୀଙ୍କର ବଡ଼ ଭକ୍ତ ବୋଲି ମାନନ୍ତି। ଏମାନଙ୍କ ଉପରେ ମା କାଳୀଙ୍କର କୃପା ଦୃଷ୍ଟି ସବୁବେଳେ ପଡି ରୁହେ।

ଦ୍ବିତୀୟ ଅକ୍ଷର ହେଲା D(ଡି)। ଯେଉଁ ଲୋକଙ୍କ ଅକ୍ଷର ‘ଡି’ ରୁ ଆରମ୍ଭ ହୋଇଥାଏ ତାଙ୍କ ଉପରେ ମା କାଳୀଙ୍କର ଅସୀମ କୃପା ବନି ରୁହେ।

ତୃତୀୟ ଅକ୍ଷର ହେଲା H। ଯେଉଁ ମାନଙ୍କର ନାଁ H ଅକ୍ଷରରୁ ଆରମ୍ଭ ମା କାଳୀ ଏମାନଙ୍କ ଉପରେ ସବୁବେଳେ ପ୍ରସନ୍ନ ରୁହନ୍ତି।


ଚତୁର୍ଥ ଅକ୍ଷର J । J ଅକ୍ଷର ନାଁ ବାଲା ଲୋକ ମଧ୍ୟ ମା କାଳୀଙ୍କର ବହୁତ ନିକଟତର ବୋଲି ମାନନ୍ତି ଏବଂ ଏମାନେ ମା କାଳୀଙ୍କର ଆରାଧନା କରିଥାନ୍ତି। ଅନେକ ଖରାପ ପରିସ୍ଥିତିରେ ମଧ୍ୟ ମା କାଳୀ ଏମାନଙ୍କର ରକ୍ଷା କରନ୍ତି।

ପଞ୍ଚମ ଅକ୍ଷର ହେଲା L । L ଏମାନଙ୍କ ଉପରେ ମା କାଳୀଙ୍କର କୃପା ଦୃଷ୍ଟି ସବୁବେଳେ ବନି ରୁହେ।

ଷଷ୍ଠ ଅକ୍ଷର ହେଲା R । R ଅକ୍ଷର ବ୍ୟକ୍ତିଙ୍କ ଉପରେ ମା କାଳୀ ସବୁବେଳେ ପ୍ରସନ୍ନ ରୁହନ୍ତି।


ସପ୍ତମ ଅକ୍ଷର ହେଲା M । ଯେଉଁ ମାନଙ୍କର ନାଁ M ଆକ୍ଷରରୁ ଆରମ୍ଭ ସେମାନେ ବହୁତ କୋମଳ ହୃଦୟର ହୋଇଥାନ୍ତି ସେଥିପାଇଁ ମା କାଳୀ ଏମାନଙ୍କ ଉପରେ ସର୍ବଦା କୃପା ଦୃଷ୍ଟି ବନାଇ ରଖନ୍ତି।

ଅଷ୍ଟମ ଅକ୍ଷର ହେଲା P । ଯେଉଁ ମାନଙ୍କ ନାଁ P ଅକ୍ଷରରୁ ଆରମ୍ଭ ତାଙ୍କର ଭଲ କାର୍ଯ୍ୟ ସ୍ବଭାବରୁ ମା କାଳୀ ଏମାନଙ୍କ ଉପରେ ସବୁବେଳେ କୃପା ଦୃଷ୍ଟି ବନାଇ ରଖନ୍ତି।

ନବମ ଅକ୍ଷର ହେଲା V । V ଅକ୍ଷରର ନାଁ ଥିବା ଲୋକଙ୍କ ଉପରେ ମା କାଳୀ ସବୁବେଳେ ପ୍ରସନ୍ନ ରୁହନ୍ତି।


ଦଶମ ଅକ୍ଷର ହେଲା S । S ଅକ୍ଷରର ନାଁ ଲୋକ ବହୁତ ଖୋଲା ହୃଦୟର ହୋଇଥାନ୍ତି ସେଥିପାଇଁ ମା କାଳୀ ଏମାନଙ୍କ ଉପରେ କୃପା ଦୃଷ୍ଟି ବନାଇ ରଖନ୍ତି।

ଏକାଦଶ ଅକ୍ଷର ହେଲା B । B ଏହି ଅକ୍ଷର ଥିବା ନାଁ ଲୋକଙ୍କ ଉପରେ ମା କାଳୀଙ୍କର ସବୁବେଳେ ପ୍ରସନ୍ନ ରୁହନ୍ତି।

ଦ୍ବାଦଶ ଅକ୍ଷର ହେଲା C । C ଅକ୍ଷର ନାଁ ଥିବା ବ୍ୟକ୍ତି ବହୁତ ଭଲ ସ୍ବଭାବର ହୋଇଥିବାରୁ ମା କାଳୀ ଏମାନଙ୍କ ଉପରେ କୃପା ଦୃଷ୍ଟି ବନାଇ ରଖନ୍ତି।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।