ପୁଅ ପାଇଁ ଆଜି ମାଆ ଆଖିରୁ ଲୁହ, ଲୁହକୁ ଅଟକାଇ ପାରୁ ନାହାଁନ୍ତି Humaneଙ୍କ ମା’… କାନ୍ଦି କାନ୍ଦି ଯାହା କହୁଛନ୍ତି ଶୁଣନ୍ତୁ

ପୁଅ ପାଇଁ ଆଜି ମା ଆଖି ରୁ ଲୁହ ଝଋ ପଡୁଛି । ଯାହାକୁ ଅଟକାଇ ପାରୁ ନାହାନ୍ତି ହ୍ୟୁମାନଙ୍କ ମା । ଭୋ ଭୋ ହୋଇ କାନ୍ଦି ପକାଉଛନ୍ତି । କହି ଯାଉଛନ୍ତି ଏମିତି ବୋହୂ ପାଇ ଭୁଲ ହୋଇଗଲା । ହଁ ଦର୍ଶକ ବନ୍ଧୁ ହ୍ୟୁମାନ ଙ୍କ ମା ଶ୍ରୀୟା ଙ୍କ ଉପରେ ଆଣିଛନ୍ତି ଅଭିଯୋଗ ପରେ ଅଭିଯୋଗ । ହ୍ୟୁମାନ ଙ୍କ ମା କହିଛନ୍ତି କି ଶ୍ରୀୟା ଙ୍କ ନାଁ ରେ ସବୁ କିଛି ଧନ ସମ୍ପତି କରି ଦେଇଛୁ । ଯାହାକୁ ନେଇ ସେ ତା ବାପା ମା ଙ୍କୁ ଦେଇ ଦେଇଛି ।

ଏବେ ହ୍ୟୁମାନ ଘର କରିବାକୁ ଚାହୁଁଛି । କିନ୍ତୁ ଶ୍ରୀୟା ଟଙ୍କା ଦେଉ ନାହି । ଯାହା ପାଇଁ ଏମିତି କିଛି ନାଟକ କରୁଛି ଶ୍ରୀୟା । ଖାଲି ସେତିକି ନୁହେଁ ହ୍ୟୁମାନ ଙ୍କ ମା କାନ୍ଦିକି ଆହୁରି ବି କହିଛନ୍ତି କି ତାଙ୍କ ଭାଇଙ୍କର ଦଶାହ କର୍ମ ଚାଲୁଥିବା ବେଳେ ଶ୍ରୀୟା ତା ବାପା-ମା ଙ୍କର ଆନିଭର୍ସରୀ ପାଳନ କରିଲା । ଘରକୁ  ମ-ଦ ପିଇ ଶ୍ରୀୟା ଆସିଲା ।

ସେତେବେଳେ ସବୁ କୂଣିଆ ଙ୍କ ଆଗରେ ତାଙ୍କ ମୁଣ୍ଡ ତଳକୁ ହୋଇଗଲା ବୋଲି ସେ ଅଭିଯୋଗ କରିଛନ୍ତି । ଆଗକୁ ହ୍ୟୁମାନ ଙ୍କ ମା କହିଛନ୍ତି କି ହ୍ୟୁମାନ ଯେବେ ଗୀତ ଗାଇବାକୁ ଯାଏ ଘରକୁ ଆସିବା ବେଳକୁ ଶ୍ରୀୟ ମ-ଦ ପିଇଥାଏ । ହେଲେ ଛୁଆର ଯତ୍ନ ବି ନିଏ ନାହି । ଯାହା ପାଇଁ ଅନେକ ସମୟରେ ଦୁହିଙ୍କର ଝାଗଡା ବି ହୁଏ । ଶ୍ରୀୟା ଙ୍କୁ ମ-ଦ ପିଇବାକୁ ହ୍ୟୁମାନ ମନା କରିଲେ ।

ଆଉ ଶ୍ରୀୟା ନ ଶୁଣିବାରୁ ପୁରା ପରିବାର ମିଶି ହ୍ୟୁମାନ ଙ୍କୁ ନିଷାଡି କରି ଦେଲେ । ହ୍ୟୁମାନ ଙ୍କୁ ତାଙ୍କ ସହ ବସାଇ ମ-ଦ ପିଆଇଲେ । ତେବେ ଥାନା ରୁ ବାହାରିବା ପରେ ଏମିତି କିଛି ସାଂଘାତିକ ଅଭିଯୋଗ କରିଛନ୍ତି ହ୍ୟୁମାନ ଙ୍କ ମା । ସେ ଆହୁରି ବି କହିଛନ୍ତି ଯେ ଶ୍ରୀୟା ଙ୍କ ପୁରା ପରିବାର ତାଙ୍କ ଘରକୁ ଆସି ମ-ଦ ପିଆନ୍ତି । ସବୁ ସମ୍ପତି ଶ୍ରୀୟା ଙ୍କ ନାମରେ ହୋଇଯିବା ପରେ ଘର କରିବାକୁ ଶ୍ରୀୟା ଙ୍କୁ ଟଙ୍କା ମଗା ଯାଇଥିଲା ।

ହେଲେ ଟଙ୍କା ଦେଉ ନ ଥିଲେ ଶ୍ରୀୟା । ଯାହା ପାଇଁ ଅନେକ ସମୟରେ ଦୁଇ ଦମ୍ପତି ଙ୍କ ଭିତରେ କଳହ ଲାଗେ । ସେପଟେ ଶ୍ରୀୟା ଙ୍କ ସବୁ ଅଭିଯୋଗକୁ ଖଣ୍ଡନ କରିବା ସହ ଶ୍ରୀୟା ଙ୍କ ସବୁ ଭୁଲକୁ ମାଫ କରି ଘରକୁ ଆଣିବାକୁ ଚାହୁଁ ଛନ୍ତି ହ୍ୟୁମାନ ଙ୍କ ମା ।

ଶ୍ରୀୟା ଅଭିଯୋଗ କରିଥିଲେ କି ହ୍ୟୁମାନ ତାଙ୍କୁ ମାନସିକ ଓ ଶାରୀରିକ ନି-ର୍ଯ୍ୟା-ତ-ନା ଦେଉଛନ୍ତି ବୋଲି । ଦେଖାଯାଉ ଦୁହିଙ୍କ ସମ୍ପର୍କ ଆଗକୁ କେଉଁ ମୋଡ ନେଉଛି ।ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।