ଚନ୍ଦ୍ରଗ୍ରହଣ (19 November 2021), ଜାଣନ୍ତୁ ହାଣ୍ଡିଛାଡର ସଠିକ ସମୟ ଆଉ କେଉଁ ରାଶି 4 ଟି ରାଶି ହେବାକୁ ଯାଉଛନ୍ତି କୋଟିପତି

ଆସନ୍ତା ୧୯ ନଭେମ୍ବର କାର୍ତ୍ତିକ ପୂର୍ଣ୍ଣିମା ଦିନ ଚଳିତ ବର୍ଷର ଦ୍ଵିତୀୟ ତଥା ଶେଷ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ଏହି ସମୟରେ ସୂର୍ଯ୍ୟ, ମଙ୍ଗଳ ଓ ବୁଧ ତୁଳା ରାଶିରେ ୟୂତି ବନାଇବେ । ଏହି ଭୟଙ୍କର ଚନ୍ଦ୍ରଗ୍ରହଣ ଅନେକ ସମୟ ପର୍ଯ୍ୟନ୍ତ ରହିବ ଓ ପ୍ରାୟ ସବୁ ରାଶି ଉପରେ ଏହାର ପ୍ରଭାବ ପଡିବାକୁ ଯାଉଛି । କିନ୍ତୁ କିଛି ୪ଟି ରାଶିଙ୍କ ଉପରେ ଏହାର ଖୁବ୍ ଶୁଭ ପ୍ରଭାବ ପଡିବାକୁ ଯାଉଛି । ତେବେ ଏହି ଚନ୍ଦ୍ରଗ୍ରହଣ ବିଷୟରେ ଆସନ୍ତୁ ଜାଣିବା କିଛି ମହତ୍ବପୂର୍ଣ୍ଣ କଥା ।

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହି ଚନ୍ଦ୍ରଗ୍ରହଣର ସୂତକ କାଳକୁ ମାନାଯାଏ ନାହିଁ, କାରଣ ଏହା ଭାରତରେ ଦିନରେ ଦେଖାଦେବ । କିନ୍ତୁ କିଛି ୪ଟି ରାଶିଙ୍କ ଉପରେ ଏହାର ଅତ୍ୟନ୍ତ ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିବ । ଏହି ଚନ୍ଦ୍ରଗ୍ରହଣ ଉତ୍ତର, ଦକ୍ଷିଣ ଓ ପୂର୍ବ ଆମେରିକା ଏବଂ ଉତ୍ତର ୟୁରୋପରେ ଦେଖାଦେବ । ଏହାସହ ପୂର୍ବ ଏସିଆ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର ଓ ହିନ୍ଦୁ ମହାସାଗରର କିଛି ଅଂଶରେ ଏହା ଦେଖାଦେବ । ସେହିପରି ଭାରତରେ ଆସାମ ଓ ଅରୁଣାଚଳ ପ୍ରଦେଶର କିଛି ଅଂଶରେ ଏହା ଦେଖାଦେବ ।

୧୯ ନଭେମ୍ବର ଦ୍ଵିପ୍ରହର ୧୧ଟା ବାଜି ୩୨ ମିନିଟରେ ଏହି ଚନ୍ଦ୍ରଗ୍ରହଣ ଦେଖାଦେବ ଓ ସନ୍ଧ୍ୟା ୫ଟା ବାଜି ୩୪ ମିନିଟ ପର୍ଯ୍ୟନ୍ତ ରହିବ । ଯେଉଁ ସ୍ଥାନରେ ଚନ୍ଦ୍ରଗ୍ରହଣ ଦେଖାଦେବ ସେହି ସ୍ଥାନରେ ପ୍ରାୟ ଦୁଇ ଘଣ୍ଟା ପୂର୍ବରୁ ସୂତକ କାଳ ଆରମ୍ଭ ହୋଇଯିବ । ଏହି ସମୟରେ ଗର୍ଭବତୀ ମହିଳା କିଛି ଭୋଜନ କରିବା ଉଚିତ ନୁହେଁ । ଖାଦ୍ଯରେ ତୁଳସୀ ପତ୍ର ପକାଇ ତାହା ଭୋଜନ କରିବା ଉଚିତ ଓ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିବା ଉଚିତ । କେବଳ ଘରର ପିଲା ଏବଂ ଅସୁସ୍ଥ ଲୋକମାନେ ଏହି ସମୟରେ ଭୋଜନ କରିପାରିବେ ।

୪ଟି ଭାଗ୍ୟଶାଳୀ ରାଶିଙ୍କ ମଧ୍ୟରୁ ପ୍ରଥମଟି ହେଉଛି ମେଷ ରାଶି । ଆପଣଙ୍କ ପାଇଁ ଏହି ଚନ୍ଦ୍ରଗ୍ରହଣ ଖୁବ ଶୁଭ ରହିବ । ଆପଣଙ୍କ ଜୀବନର ସମସ୍ତ ସମସ୍ଯା ଦୂର ହେବ ଓ ଧନ ଲାଭର କିଛି ନୂଆ ମାର୍ଗ ମଧ୍ୟ ଆପଣଙ୍କୁ ପ୍ରାପ୍ତ ହେବ । ସଫଳତା ମିଳିବା ସହ ପରିବାରରେ ଖୁସି ଓ ମାନସମ୍ମାନ ପ୍ରାପ୍ତ ହେବ । ଦ୍ବିତୀୟରେ ହେଉଛି ମିଥୁନ ରାଶି । ଆପଣଙ୍କ ପାଇଁ ମଧ୍ୟ ଏହି ଚନ୍ଦ୍ରଗ୍ରହଣ ଖୁବ ଶୁଭ ରହିବ । ଆପଣଙ୍କୁ ଧନ ଦୌଲତ ଓ ସଫଳତା ପ୍ରାପ୍ତି ହେବ । କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିବା ସହ ପୁରୁଣା ମିତ୍ରଙ୍କ ସହ ମଧ୍ୟ ଦେଖା ହୋଇପାରେ ।

ପାରିବାରିକ ଓ ବୈବାହିକ ଜୀବନ ଭଲ ରହିବା ସହ ସ୍ୱାସ୍ଥ୍ୟ ମଧ୍ୟ ଉତ୍ତମ ରହିବ । ତୃତୀୟରେ ହେଉଛି କନ୍ୟା ରାଶି । ଆପଣଙ୍କ ଖର୍ଚ୍ଚ ହେବ ଓ ଆର୍ଥିକ ଆବଶ୍ୟକତା ଥିଲେ ତାହା ତୁରନ୍ତ ପୂରଣ ହେବ । ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଦେଖାଯିବା ସହ ଧନଲାଭର ନୂଆ ରାସ୍ତା ଦେଖାଯିବ । ଆପଣଙ୍କ ପ୍ରେମ ସମ୍ବନ୍ଧରେ ମଧ୍ୟ ମଧୁରତା ଦେଖିବାକୁ ମିଳିବ ।

ଚତୁର୍ଥରେ ହେଉଛି କୁମ୍ଭ ରାଶି । ଆପଣଙ୍କ ଶୁଭ ସମୟର ଆଗମନ ହେବାକୁ ଯାଉଛି । ଆପଣଙ୍କ ଜୀବନରେ କୌଣସି ଅର୍ଥ ସମସ୍ଯା ରହିବ ନାହିଁ ଓ ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ନିଶ୍ଚିତ ସଫଳ ହେବେ । ବ୍ୟାପାର ଓ ବାଣିଜ୍ୟରେ ଖୁବ ଲାଭ ପ୍ରାପ୍ତ ହେବ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ