ବାସି ମୁହଁରେ ଗରମ ପାଣି ପିଇବା ଦ୍ଵାରା ମୂଳରୁ ଭଲ ହେଇଯାଏ ଏହି 20 ଟି ଭୟଙ୍କର ରୋଗ

ଆପଣ ଜାଣିଛନ୍ତି କି ଆମ ଶରୀରରେ ଶତକଡା ସତୁରୀ ଭାଗ ପାଣି ଅଛି । ସେଥିପାଇଁ ଆପଣଙ୍କୁ ଏମିତି ଜିନିଷ ଖାଇବାକୁ ପଡିବ ଯେଉଁ ଥିରେ ପାଣିର ମାତ୍ରା ଅଧିକ ଥିବ । କାହିଁକି ନା ଆପଣଙ୍କ ଶରୀର ପାଣିରେ ହିଁ ତ ତିଆରି ହୋଇଛି । ସେଥିପାଇଁ ଆଜି ଆମେ ଜାଣିବା ପାଣି କେତେବେଳେ, କେଉଁ ପାଣି, କେମିତି ଓ କେତେ ପିଇଲେ ଆମର କଣ ଲାଭ ହୁଏ ଏବଂ ଏହାଦ୍ୱାରା ଆମର କି କି ରୋଗ ଭଲ ହୋଇଥାଏ ।

ଆପଣ ମାନଙ୍କୁ ଆଜି କାଲି ଯେଉଁ ସବୁ ରୋଗ ହେଉଛି ତାହା କେବଳ ଭୁଲ ଭାବରେ ପାଣି ପିଇବାରୁ ହୁଏ । ଯଦି ଆପଣଙ୍କର ଆଣ୍ଠୁ ଗଣ୍ଠିର କିଛି ବି ଅସୁବିଧା ହେଉଛି ତାହା କେବଳ ଏହି ପାଣି କୁ ଭୁଲ ଭାବରେ ପିଇବା ଦ୍ୱାରା ହିଁ ହେଉଛି । ପ୍ରଥମତଃ ଆପଣଙ୍କୁ ଧ୍ୟାନ ଦେବାକୁ ହେବ ଯେ ଥଣ୍ଡା ପାଣି କେବେବି ପିଇବେ ନାହିଁ । ରକ୍ତ ଚାପ କମ ଥିଲେ ଆପଣ ଜାଣିବେ ଯେ ଆପଣଙ୍କର ଶରୀର ରକ୍ତ କମ ଅଛି ।

ଥଣ୍ଡା ପାଣି ପିଇବା ଦ୍ୱାରା ଆମ ହଜମ ଶକ୍ତି କମ ହୋଇଥାଏ । ଏବଂ କୋଷ୍ଠକାଠିନ୍ୟ, ସ୍ମରଣଶକ୍ତି ହ୍ରାସ, ରକ୍ତ ଅପରିଷ୍କାର ହୋଇଥାଏ, ଚୁଟି ଝଡେ, ସେଥିପାଇଁ ଆପଣ ଟିକିଏ ଉଷୁମ ପାଣି ପିଅନ୍ତୁ ନଚେତ ସାଧାରଣ ପାଣି ପିଅନ୍ତୁ । ସକାଳୁ ଉଠି ଯଦି ଆପଣ ଉଷୁମ ପାଣି ଦୁଇ ତିନି ଗ୍ଲାସ ପିଅନ୍ତୁ ତେବେ ଆପଣଙ୍କୁ ବହୁତ ଫାଇଦା ଦେଇଥାଏ ।

ଏହାଦ୍ୱାରା କେଉଁ କେଉଁ ରୋଗ ଭଲ ହୋଇଥାଏ ଜାଣିବା ଏସିଡିଟି ବା ପିତ ଦୋଷର ଅସୁବିଧା ଏହାଦ୍ୱାରା ଆପଣଙ୍କ ରକ୍ତରେ ଏସିଡିଟି ବଢିଥାଏ । ଆମେ ଯେତେ ଚାହା ଓ ମସଲା ଜାତୀୟ ଖାଦ୍ୟ ଖାଉଛନ୍ତି ତା ଦ୍ୱାରା ଏସିଡିଟି ବଢିଥାଏ ଏହା ଫଳରେ ଆପଣଙ୍କ ଆଣ୍ଠୁ ଗଣ୍ଠି ବିନ୍ଧା ଓ ମୁହଁରେ ବ୍ରଣ ହୋଇଥାଏ ।

ଏଥିପାଇଁ ଆପଣ ଡାକ୍ତର ପାଖକୁ ଗଲେ ସେ ବିଭିନ୍ନ ପ୍ରକାରର ଔଷଧ ଦେଇଥାନ୍ତି କିନ୍ତୁ ଯଦି ଆପଣ ସବୁଦିନ ସକାଳୁ ଉଠି ଉଷୁମ ପାଣି ପିଅନ୍ତି ତେବେ ଏହାଦ୍ବାରା ଦେହରୁ ଏସିଡ ଦୂର ହୋଇଥାଏ ଆପଣ ପାଣି ପିବାରୁ ଆପଣଙ୍କ ରକ୍ତରେ ପାଣି ମିଶିବ ଏହାପରେ ଏହା କିଡ୍ନୀ ଦ୍ୱାରା ଏସିଡ ବାହାରକୁ ବାହାରିଯିବ ଏବଂ ଆଣ୍ଠୁ ଗଣ୍ଠି ବିନ୍ଧା, ବ୍ରଣ, କୋଷ୍ଠକାଠିନ୍ୟ, ଚୁଟି ଝଡ଼ିବା, ରୋଗ ଭଲ ହୋଇଯିବା ସହ ଶରୀର ଶକ୍ତିଶାଳୀ ହୋଇଥାଏ ମୋଟା ପଣ ବି ଭଲ ହୋଇଥାଏ । ମଧୁମେହ ରୋଗ ଉଚ୍ଚ ରକ୍ତ ଚାପ ବି ଭଲ ହୋଇଥାଏ । ସେଥିପାଇଁ ସବୁଦିନ ସକାଳୁ ଉଠି ଖାଲି ପେଟରେ ଉଷୁମ ପାଣି ପିଅନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।