ବାଛନ୍ତୁ କେଉଁବି ଗୋଟିଏ ନମ୍ବର ଓ ଜାଣନ୍ତୁ ଆପଣଙ୍କ ଲାଇଫ ପାର୍ଟନର ଆପଣଙ୍କୁ କେଉଁ ନାମରେ ଡାକିବେ -Personality Test

ଆଜି ଆମେ ଆପଣଙ୍କ ପାଇଁ ବହୁତ ମଜାଦାର ନମ୍ବର ବାଲା ଖେଳ ନେଇକି ଆସିଛୁ । ଖେଳର ନିୟମ ଅନୁସାରେ ଆପଣଙ୍କୁ ଏକ ନମ୍ବର ବାଛି ବାକୁ ପଡିବ । ଯାହା ୧ ରୁ ୧୦ ପର୍ଯ୍ୟନ୍ତ ଆପଣ ଗୋଟିଏ ନମ୍ବର ବାଛି ବାକୁ ପଡିବ । ଆପଣ ବାଛି ଥିବା ନମ୍ବରୁ କଣ ଆପଣ ଫଳ ପାଉଛନ୍ତି ତେବେ ଆସନ୍ତୁ ଜାଣିବା । ଆପଣଙ୍କ ଲାଇଫ ପାର୍ଟନର ଆପଣଙ୍କୁ କେଉଁ ନାମରେ ଡାକିବେ ?

ସେ ମଧ୍ୟ ଏହି ମାସେଜ ଦେଖି ହସିବେ । ଆପଣ ଲେଖି ପାରିବେ ଯଦି ତମେ ମତେ ଭଲ ପାଉଛ ତେବେ ଏହି ୧୦ ଟି ନମ୍ବରୁ ଗୋଟିଏ ନମ୍ବର ବାଛ ଏହାପରେ ମୁ କହିବି କି ତମ ନମ୍ବର ଅନୁଯାଇ ତମେ କେଉଁ ନାମରେ ଡାକିବ । ଆପଣ ଏମିତି କିଛି କରି ତାଙ୍କ ସହିତ ମଜା କରିପାରିବେ ।

୧ – ଆପଣ ଯଦି ପ୍ରଥମ ନମ୍ବର ପସନ୍ଦ କରିଛନ୍ତି ତେବେ ଆପଣଙ୍କ ପାର୍ଟନେର ଆପଣଙ୍କୁ ବାଇ ନାମରେରେ ଡାକିବେ ।

୨ – ଆପଣ ଯଦି ୨ ନମ୍ବର କୁ ପସନ୍ଦ କରିଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ପାର୍ଟନେର ଜାନ ବୋଲି ଡାକିବେ ।

୩ – ଆପଣ ଯଦି ୩ ନମ୍ବର କୁ ପସନ୍ଦ କରିଛନ୍ତି ତେବେ ଆପଣଙ୍କ ପାର୍ଟନର ଆପଣଙ୍କୁ ସ୍ୱିଟ ହାର୍ଟ ବୋଲି ଡାକିବେ ।

୪ – ଆପଣ ଯଦି ୪ ନମ୍ବର କୁ ପସନ୍ଦ କରିଛନ୍ତି ତେବେ ଆପଣଙ୍କ ପାର୍ଟନର ଆପଣଙ୍କୁ ଡାର୍ଲିଂଗ ବୋଲି ଡାକିବେ ।

୫ – ଆପଣ ଯଦି ୫ ନମ୍ବର କୁ ପସନ୍ଦ କରିଛନ୍ତି ତେବେ ଆପଣ ନ୍କ ପାର୍ଟନେର ଆପଣଙ୍କୁ ଜାନେ ମନ ବୋଲି ଡାକିବେ ।

୬ – ଆପଣ ଯଦି ୬ ନମ୍ବର କୁ ପସନ୍ଦ କରିଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ପାର୍ଟନର ଟିକିଏ ଶୁଣୁଛ ବୋଲି ଡାକିବେ ।

୭ – ଆପଣ ଯଦି ୭ ନମ୍ବର କୁ ପସନ୍ଦ କରିଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ପାର୍ଟନର ଜାଣୁ ବୋଲି ଡାକିବେ ।

୮ – ଆପଣ ଯଦି ୮ ନମ୍ବରକୁ ପସନ୍ଦ କରିଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ପାର୍ଟନର ମାଈ ଲଭ ବୋଲି ଡାକିବେ ।

୯ – ଆପଣ ଯଦି ୯ ନମ୍ବର କୁ ପସନ୍ଦ କରିଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ପାର୍ଟନର କ୍ୟୁଟି ପାଏ ବୋଲି ଡାକିବେ ।

୧୦ – ଆପଣ ଯଦି ୧୦ ନମ୍ବର କୁ ପସନ୍ଦ କରିଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ପାର୍ଟନର ମାଇଁ ଭାଲେଣ୍ଟାଇନ ବୋଲି ଡାକିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।