ଜାଣନ୍ତୁ ଲକ୍ଷ୍ମୀଙ୍କର ଗାୟତ୍ରୀ ମନ୍ତ୍ରର ଜପ କରିବାର ଫାଇଦା !

ଯଦି ଆମେ ହିନ୍ଦୁ ଧର୍ମର କଥା କହିବା ତେବେ ହିନ୍ଦୁ ଧର୍ମ ଅନୁସାରେ ଅନେକ ଭଗବାନଙ୍କୁ ପୂଜା କରାଯାଏ । ଏବଂ ସମସ୍ତ ଭଗବାନଙ୍କର ପୂଜା କରିବାର ନିୟମ ମଧ୍ୟ ଅଲଗା ଅଲଗା ହୋଇଥାଏ । ପୂଜା କରିବା ସମୟରେ ଶ୍ଳୋକ ଏବଂ ମନ୍ତ୍ରର ଉଚ୍ଚାରଣ କରାଯାଏ । ଭଗବାନଙ୍କର ପୂଜା କରିବା ଦ୍ଵାରା ବ୍ୟକ୍ତିର ସବୁ ସମସ୍ୟା ଦୂର ହୋଇଥାଏ ଏବଂ ବ୍ୟକ୍ତିର ମନକୁ ଶାନ୍ତି ମିଳିଥାଏ ।

ପ୍ରତ୍ୟକ ମନ୍ତ୍ର ବହୁତ ଶକ୍ତିଶାଳୀ ହୋଇଥାଏ ଏବଂ ଅତ୍ୟନ୍ତ ଭକ୍ତିର ସହିତ ଏହାକୁ ଜପ କରିବା ଉଚିତ । ହିନ୍ଦୁ ଧର୍ମରେ ସମସ୍ତ ଦେବା ଦେବୀଙ୍କୁ ବିଶେଷ ସ୍ଥାନ ଦିଆ ଯାଇଛି । ସମସ୍ତଙ୍କର ପୂଜା ଏବଂ ସମ୍ମାନ ଏକା ସହିତ ଶ୍ରଦ୍ଧା ପୂର୍ବକ ସହ କରା ଯାଇଥାଏ ।

ଆପଣଙ୍କୁ କହିଦେଉଛୁ ଯେ ସବୁ ମନ୍ତ୍ର କାରଗର ହୋଇଥାଏ । ଯଦି ଏହି ମନ୍ତ୍ରକୁ ନିଜ ହୃଦୟ ଏବଂ ଶ୍ରଦ୍ଧାର ସହିତ ଜପ କରିବେ ତେବେ ଏହାର ବହୁତ ପ୍ରଭାବ ପଡିବ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଲକ୍ଷ୍ମୀଙ୍କର ଗାୟତ୍ରୀ ମନ୍ତ୍ରର ବିଷୟରେ ଅବଗତ କରାଇବାକୁ ଯାଉଛୁ । ଏବଂ ଏହି ମନ୍ତ୍ର ଦ୍ଵାରା ପ୍ରାପ୍ତ ହେଉଥିବା ଲାଭ ବିଷୟରେ ବି ସୂଚନା ବିଷୟରେ କହିବୁ ।

ଆସନ୍ତୁ ଜାଣିବା ଏହା ବିଷୟର :-

 

ଓଁ ଶ୍ରୀ ମହାଲକ୍ଷ୍ମ୍ଯୈ ଚ ବିଦ୍ମହେ ବିଷ୍ଣୁ ପତ୍ନ୍ଯୈ ଚ ଧୀମହି ତନ୍ନୋ ଲକ୍ଷ୍ମୀ ପ୍ରଚୋଦୟାତ୍ ଓଁ ॥

ଉପରୋକ୍ତ କୁହାଯାଇଥିବା ମନ୍ତ୍ର ଯଦି ନିୟମିତ ରୂପରେ ନିଜ ହୃଦୟର ସହିତ ଏବଂ ବିଶ୍ଵାସ ସହିତ ଜପ କରିବେ ତେବେ ଏହା ଦ୍ଵାରା ଉତ୍ତମ ଭାଗ୍ୟ ଏବଂ ଧନକୁ ଆକର୍ଷିତ କରିବାରେ ସହାୟତା ପ୍ରାପ୍ତ କରି ପାରିବେ । ଏବଂ ଏହି ମନ୍ତ୍ରକୁ ଜପ କରିବା ଦ୍ଵାରା ସକାରାତ୍ମକ ଶକ୍ତି ବି ବୃଦ୍ଧି ହୋଇଥାଏ । ଯେଉଁ କାରଣରୁ ବ୍ୟକ୍ତିର ମନ ଏବଂ ଶରୀରରକୁ ସ୍ଵସ୍ଥ ରଖା ଯାଇ ପାରିବ ।

ଯେଉଁ ବ୍ୟକ୍ତିଙ୍କର ବ୍ୟବସାୟ ଅଛି ତାଙ୍କୁ ବିଶେଷ ଲାଭ ମିଳି ପାରିବ । ଏବଂ ଯେଉଁ ବ୍ୟକ୍ତିମାନେ ଚାକିରି କରୁଛନ୍ତି ତାଙ୍କର ପଦରେ ଉନ୍ନତି ହୋଇ ପାରିବ । ଏହା ଠାରୁ ଅତିରିକ୍ତ ମହତ୍ଵ ପୂର୍ଣ କଥା ଏହା ଅଟେ କି ଯିଏ ଏହି ମନ୍ତ୍ରକୁ ଜପ କରିବ ସେହି ବ୍ୟକ୍ତିର ମନକୁ ଶାନ୍ତି ପ୍ରାପ୍ତ ହୋଇଥାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।