ମାତ୍ର ଗୋଟିଏ ଲବଙ୍ଗ ଦ୍ୱାରା ରାତାରାତି ହୋଇଯାଆନ୍ତୁ ମାଲାମାଲ

ଜୀବନରେ କିଛି ମୁହୂର୍ତ୍ତ ଏମିତି ମଧ୍ୟ ଆସି ପହଞ୍ଚିଥାଏ ,ଯାହା ଆପଣ ଅନୁଭବ କରିଥିବେ ଯେ ଆପଣଙ୍କୁ ଆପଣଙ୍କର ପରିଶ୍ରମ ଅନୁସାରେ ଫଳ ପ୍ରାପ୍ତ ହେଉନାହିଁ । ସବୁ ବିଫଳ ହୋଇଯାଉଛି ଓ ଆପଣଙ୍କୁ ସଫଳତା ମଧ୍ୟ ମିଳୁନାହିଁ । ଜାହାପାଇଁ ଆପଣ ମାନସିକ ଦୁଶ୍ଚିନ୍ତା ରେ ପଡିଯାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଉପାୟ ବିଷୟରେ କହିବୁ । ଉପାୟଟି ହେଉଛି କିଛି ଲବଙ୍ଗ ,ହଁ ଆଜ୍ଞା ଠିକ ଶୁଣିଛନ୍ତି ଏକ ଲବଙ୍ଗ ଦ୍ୱାରା ଆପଣଙ୍କର ହେଉଥିବା ଏହିଭଳି ସମସ୍ୟା ସବୁ ଦୂର ହୋଇଯିବ ଓ ଆପଣ ପୂର୍ବଭଳି ସାଧାରଣ ଜୀବନ ଓ ହସଖୁସିରେ ଆପଣଙ୍କ ର ଦିନ ଅତିବାହିତ ହେବ । ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ଆପଣମାନେ ସବୁବେଳେ କିଛି କାର୍ଯ୍ୟ ନିଜପାଇଁ କରିଥାନ୍ତି ଯାହାକି କୌଣସି କ୍ଷେତ୍ରରେ ଚାକିରୀ କାରଣ ଏହି ଚାକିରୀ ଦ୍ୱାରା ଆପଣ ଆପଣଙ୍କ ସମସ୍ତ ଆଶା କୁ ପୁରଣ କରିଥାନ୍ତି । ବହୁତ ଲୋକ ନିଜକୁ ଓ ନିଜ ପରିବାର କୁ ଖୁସିରେ ରଖିବାପାଇଁ କିଛି ନା କିଛି ତ ନିଶ୍ଚୟ କରିଥାନ୍ତି । ଓ ବହୁତ କିଛି କରିବାପରେ ଇନ୍କମ ହୋଇଥାଏ କିନ୍ତୁ ସେହି ଆୟ କେଉଁ ଆଡେ ଖର୍ଚ୍ଚ ହୋଇଯାଏ ଯାହାକି ଆମ ପାଖରେ କୌଣସି ବି ପଇସା ବଳିପଡି ନଥାଏ ।

ଏମିତିରେ ଆପଣ ବହୁତ ଟେନସନ ହୋଇଯାଉଥିବେ କାରଣ ଯେତେ ଆୟ କଲେ ମଧ୍ୟ କୌଣସି ସଞ୍ଚୟ ହେଉନାହିଁ । ଆଜି ଚାଲନ୍ତୁ ଜାଣିବା ସେହି ଲବଙ୍ଗର ଉପାୟ ବିଷୟରେ ଯାହାକୁ ବ୍ୟବହାର କରି ଆପଣ ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ସହ କୌଣସି ସମସ୍ୟା ଆପଣଙ୍କର ହୋଇନଥାଏ ।

ଆପଣମାନେ ଜାଣିଥିବେ କି ଆମ ହିନ୍ଦୁ ଧର୍ମରେ ଲବଙ୍ଗକୁ ଏକ ମସଲା ଓ ଖାଇବା ରୂପରେ ଆମେ ବ୍ୟବହାର କରିଥାଉ । ଏହାର ବ୍ୟବହାର ରେ ଖାଦ୍ୟ ସ୍ଵାଦିଷ୍ଟ ହେବା ଦ୍ୱାରା କିଛି ଭିନ୍ନ ଗୁଣ ମଧ୍ୟ ଯୋଡି ହୋଇରହିଥାଏ । ଏହି ଲବଙ୍ଗ ମଧ୍ୟ ଏକ ଔଷଧି ରୂପରେ କାର୍ଯ୍ୟ କରିଥାଏ ।

ତେବେ ଉପାୟଟି ହେଉଛି ଆପଣ ଦୁଇଟି କର୍ପୂର ଓ ଲବଙ୍ଗକୁ ଏକ ପାତ୍ରରେ ଏକତ୍ର ନିଅନ୍ତୁ ଓ ଯେତେବେଳେ ଆପଣ ଆପଣଙ୍କ ଘରର ପୂଜା କରୁଥିବେ ଠିକ ସେହି ସମୟରେ ଏହି ଲବଙ୍ଗ ଓ କର୍ପୁରକୁ ଜଳାଇ ଦିଅନ୍ତୁ । ଏହାକରିବା ଦ୍ୱାରା ଆପଣଙ୍କ ସବୁ ଅସୁବିଧା ଯଥା ଟଙ୍କାର ଅଭାବ, ଅଧା ରହିଯାଇଥିବା କାମ ଓ ପରିବାରରେ ଅଶାନ୍ତି ଦୂର ହୋଇଯିବ ।

ଆଉ ଏକ ଉପାୟ ବିଷୟରେ ଆସନ୍ତୁ ଜାଣିବା ,ଶନିବାର ଦିନ ଆପଣ 5ଟି ଲବଙ୍ଗକୁ ନିଅନ୍ତୁ ଓ ଚାରୋଟି ଲବଙ୍ଗକୁ ଚାରିଦିଗକୁ ଫିଙ୍ଗି ଦିଅନ୍ତୁ ଓ ଆଉ ଗୋଟିଏ ଲବଙ୍ଗକୁ ନିଜର ମୁଣ୍ଡ ଉପରକୁ କିମ୍ବା ଛାତ ଉପରକୁ ଫିଙ୍ଗି ଦିଅନ୍ତୁ ଏପରି କରିବା ଦ୍ୱାରା ଆପଣଙ୍କର ସବୁ ସମସ୍ୟା ଦୂର ହେବାସହ ଆପଣଙ୍କର ସବୁ କରଜ ଓ ଉଦ୍ଧାର ର ସମସ୍ୟା ଦୂର ହୋଇଯିବ । ଏହାଥିଲା ଲବଙ୍ଗ ର କିଛି ଉପାୟ ଯାହାକୁ ଆପଣ ବ୍ୟବହାର କରି ନିଜ ଜୀବନରେ ପରିବର୍ତ୍ତନ ଆଣିପାରିବେ ।