ନଦୀ କୂଳରେ ବୁଲୁଥୁବା ସମୟରେ କୁମ୍ଭୀର ଏମିତି କଲା ଆ-କ୍ର-ମ-ଣ, ଦେଖନ୍ତୁ Shocking Viral Video

ଜୀ-ବ-ନ ଅପ୍ରତ୍ୟାଶିତ ଅଟେ । କେତେବେଳେ କେଉଁ ମୁହୂର୍ତ୍ତରେ କାହାର ଜୀ-ବ-ନ ଚା-ଲି-ଯା-ଏ, କିଛି ବୁଝି ହୁଏ ନାହିଁ । ଏହାର ଏକ ଜ୍ୱ-ଳ-ନ୍ତ ଉଦାହରଣ ଏକ ଭା-ଇ-ରା-ଲ୍ ଭି-ଡ଼ି-ଓରେ ଦେଖିବାକୁ ମିଳିଛି ।

ନଦୀ କୂଳରେ ଆରାମରେ ବୁଲୁଥିବା କୁକୁର ଟି ଜାଣି ପାରି ନ ଥିଲା ତା ଆଡ଼େ ମୃ-ତ୍ୟୁ ମା-ଡି ଆସୁଛି ବୋଲି । ନଦୀ ଭିତରେ ଥିବା ଏକ ଭ-ୟ-ଙ୍କ-ର କୁମ୍ଭୀରର ହ-ଠା-ତ୍ ଆ-କ୍ର-ମ-ଣ-ରେ ଚାଲି ଯାଇଥିଲା ତାର ଜୀ-ବ-ନ । ଘ-ଟ-ଣା-ଟି ରାଜସ୍ଥାନ ଜିଲ୍ଲାର ଚମ୍ବଲ ନଦୀ ଉପକୂଳର ଅଟେ । ନଦୀ କୂଳରେ ଏକ ବୁଲା କୁକୁର ନି-ର୍ଭ-ୟ-ରେ ବୁଲୁଥିଲା । ନଦୀ କୂଳରେ ପୋ-କ ଜୋ-କ ଖୋଜି ଖା-ଇ-ବା ସହ ପାଣି ପିଇବାକୁ ନଦୀ ପାଖକୁ ଯାଇଥିଲା ।

ତେବେ କୁକୁର ଟି ଜାଣି ପାରି ନ ଥିଲା ଦୂରରୁ ଏକ କୁମ୍ଭୀର ଧୀରେ ଧୀରେ ତା ଆଡ଼େ ମା-ଡି ଆସୁଛି ବୋଲି । କୁମ୍ଭୀର ଟି ଧୀରେ ଧୀରେ କୁକୁର ଆଡ଼କୁ ମା-ଡି ଆସି ହ-ଠା-ତ୍ ନଦୀ କୁଳରୁ କୁକୁରକୁ ଝା-ମ୍ପି ନେଇଥିଲା । ଅତ୍ୟନ୍ତ ହୃ-ଦ-ୟ ବି-ଦା-ର-କ ଥିଲା ଏହି ଦୃଶ୍ୟ । ଦେଖୁ ଦେଖୁ ଅଳ୍ପ କେତୋଟି ମୁହୂର୍ତ୍ତରେ କୁକୁର ନିଜ ପ୍ରା-ଣ ହ-ରା-ଇ-ଥି-ଲା ।

ତେବେ ଏହି ସମ୍ପୂର୍ଣ୍ଣ ଘ-ଟ-ଣା-କୁ ଅଳ୍ପ ଦୂରରୁ ଦେଖୁଥିବା କିଛି ଯୁବକ ଭି-ଡି-ଓ କରିଥିଲେ । ଏହି ଘ-ଟ-ଣା-ଟି ଅପରାହ୍ନ ସାଢେ଼ ତିନି ଟା ବେଳେ ଘ-ଟି-ଥି-ଲା ଓ ଏହା କୋଟା ପାଖରେ ଥିବା ରାୱତଭାଟା ର ବୋଲି କୁହା ଯାଉଛି । ତେବେ ଭି-ଡି-ଓ ରୁ ସ୍ପଷ୍ଟ ହେଉଛି ଯେ ନଦୀ କୂଳରେ ଏପରି ବୁଲା ବୁଲି କରିବା କେତେ ବି-ପ-ଦ-ଜ-ନ-କ ଅଟେ ।

ଏହା ହେତୁ ନିମିଷକେ ନିରୀହ କୁକୁର ଟି କୁମ୍ଭୀର ର ଖାଦ୍ୟ ଭାବେ ଶି-କା-ର ହୋଇଛି । ତେବେ କୁମ୍ଭୀର ଟି ପାଣି ଭିତରେ କୁକୁର ଆଡ଼କୁ ମା-ଡି ଆସୁଥିବା ଦୃଶ୍ୟ ଏବଂ କୁକୁରକୁ ଝା-ମ୍ପି ନେବା ଦୃଶ୍ୟ ଅତ୍ୟନ୍ତ ଲୋମ ହର୍ଷକ ଅଟେ ।

ଆପଣ ମଧ୍ୟ କେଉଁ ନଦୀ କୂଳରେ ଏପରି ବୁଲିବା ଆଗରୁ ସା-ବ-ଧା-ନ ରୁହନ୍ତୁ । ଏହି ଘ-ଟ-ଣା-କୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘ-ଟ-ଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ