ଖତନା ଠାରୁ ବହୁତ ଖତରନାକ ହେଲା ଏହି ଝିଅ ସହିତ, ଜାଣିଲେ ଆପଣଙ୍କର ରୁମ ଟାଙ୍କୁରି ଉଠିବ

ଆଜି ଆମେ ଆପଣଙ୍କୁ ଏକ ଏମିତି ପ୍ରଥା ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବରକୁ ପଢିବାପରେ ଆପଣ ନିଜେ ହିଁ ବୁଝିଯିବେ କି ଲୋକମାନେ କେମିତି ପ୍ରଥା ଓ ଧର୍ମ ନାମରେ ମାନବିକତାକୁ ଲଜ୍ଜିତ କରୁଛନ୍ତି । ଆପଣଙ୍କୁ ଯେଉଁ ପ୍ରଥା ବିଷୟରେ କହିବାକୁ ଯାଉଛୁ ତାହା ପୁରୁଷ ଓ ମହିଳା ଦୁଇ ଜଣଙ୍କ ସହିତ କରାଯାଏ । କହିଦେଉଛୁ କି ଏହି ପ୍ରଥାର ନାମ ‘ଖତନା’ ଅଟେ ।

କିଛି ଅଞ୍ଚଳରେ ଏହି ପ୍ରଥା ଚାଲିଛି । ଆପଣଙ୍କୁ କହିଦେଉଛୁ କି ମୁସ୍ଲିମ ଧର୍ମରେ ଯେତେବେଳେ ଏକ ଛୋଟ ଶିଶୁର ବୟସ ୫ ବର୍ଷରୁ ୮ ବର୍ଷ ପର୍ଯ୍ୟନ୍ତ ହୋଇଯାଏ, ତେବେ ସେହି ସମୟରେ ନିଷ୍ପତ୍ତି ନିଆଯାଏ କି ତାହାର ଗୁପ୍ତାଙ୍ଗର ଏକ ଅଂଶ କାଟି ଦିଆଯିବ । କହିବାକୁ ଗଲେ ଏହି ପ୍ରଥାକୁ କରିବା ସମୟରେ କେତେ କଷ୍ଟ ହୋଇଥାଏ ଏହାର ଅନ୍ଦାଜ ଲଗାଇବା ବି ବହୁତ କଷ୍ଟକର ଅଟେ ।

ଆଜି ଆମେ ଯେଉଁ ଖବର ବିଷୟରେ କହିବାକୁ ଯାଉଛୁ ତାହା ଏହି ପ୍ରଥା ‘ଖତନା’ ଠାରୁ ଆହୁରି ଭୟଙ୍କର ଅଟେ । କହିଦେଉଛୁ କି ଏହି ଖବରଟି ମାନବେଲପାଡ଼ା ବିରାର ମୁମ୍ବାଇରୁ ଆସୁଛି । ଯେଉଁଠି ଗୋଟିଏ ୧୧ ବର୍ଷର ଝିଅକୁ ଜର ହୋଇଥିଲା । ଯେଉଁ କାରଣରୁ ତାହାର ଅବସ୍ଥା ବହୁତ ଖରାପ ଥିଲା ।

କିନ୍ତୁ ପିଲାଟିର ମା’ ତାହାର ଚିକିଶ୍ଚା କରିବା ପରିବର୍ତ୍ତେ ତାହାର ଦୁଇ ଭଉଣୀଙ୍କୁ ଡାକିଲା ଓ ତାଙ୍କୁ କହିଲା କି ଆମର ଝିଅ ଭଗବାନଙ୍କର ଦୂତ ଅଟେ । ଏହା ଶୁଣି ଦୁଇ ଭଉଣୀ ସେହି ଛୋଟ ଝିଅ ଉପରେ ସିନ୍ଦୁର ଓ ହଳଦୀ ଢାଳିଲେ । ଏହା ପରେ ପିଲାଟିର ମା’ ଯନ୍ତ୍ରଣାରେ କାନ୍ଦୁଥିବା ପିଲାଟିର ପେଟ ଉପରେ ଯାଇ ବସିଲା । ଏହାକୁ ଦେଖି ଦୁଇ ଭଉଣୀଙ୍କୁ ଲାଗିଲା କି ତାଙ୍କର ମା’ ନିଜ ଭଉଣୀ ଦେହରୁ ଭୂତ ବାହାର କରୁଛନ୍ତି ।

ଏହା ପରେ ଦୁଇ ଭଉଣୀ କିଛି ବୁଝି ନ ପାରି ସେହି ଛୋଟ ଝିଅଟିର ମୁହଁ ଓ ତାହାର ପ୍ରାଇବେଟ ପାର୍ଟରେ ନିଜର ହାତ ଭର୍ତ୍ତି କଲେ, ଯାହା ଦ୍ଵାରା ତା ଭିତରେ ଥିବା ଭୂତ ବାହାରିଯିବ । ଏହାକୁ ସହି ନ ପାରି ଛୋଟ ପିଲାଟି ଚିତ୍କାର କରୁଥିଲା । କିନ୍ତୁ ତଥାପି ଦୁଇ ଜଣଙ୍କ ଉପରେ କୌଣସି ପ୍ରଭାବ ପଡିଲା ନାହିଁ । ସମସ୍ତେ ମିଶି ଲଗାତାର ଛୋଟ ଝିଅଟି ଉପରେ ଅତ୍ୟାଚାର କରୁଥିଲେ ।

ଖବର ଅନୁସାରେ ତାହାର ପିତା ଓ ଭାଇ ବି ଆଗକୁ ଆସିଥିଲେ, କିନ୍ତୁ ପିଲାଟିର ମା’ ତାଙ୍କୁ ମନା କରିଦେଲେ । ଲଗାତାର ପିଲାଟି ସହ ଅତ୍ୟାଚାର କରିବା ପରେ ପିଲାଟି ଶାନ୍ତ ହୋଇଗଲା । ଏହା ପରେ ଯେତେବେଳ ତାହାକୁ ହସ୍ପିଟାଲ ନିଆଗଲା, ତେବେ ସେଠାରେ ତାହାକୁ ମୃତ ଘୋଷିତ କରାଗଲା ।

କିନ୍ତୁ ବର୍ତ୍ତମାନ ଶୁଣିବାକୁ ମିଳୁଛି କି ପୋଲିସ ପିଲାଟିର ମା’ ଭଉଣୀ ଓ ତାହାର ପିତାକୁ ପିଲାଟିର ହତ୍ୟା କରିବା ଦୋଷରେ ଗିରଫ୍ କରି ନେଇଛନ୍ତି ।