ନିଜ ପୋଷା କୁକୁରକୁ ବଞ୍ଚାଇବା ପାଇଁ ଦେଖନ୍ତୁ କେମିତି ଭାଲୁ ସହିତ ଲଢିଲା ଏହି ଝିଅ, ଦେଖନ୍ତୁ ଲାଇଭ Video

ମଣିଷ ନିଜର ସୁଖ ସୁବିଧା ପାଇଁ କିଛି ଭି କରିବାକୂ ପ୍ରସ୍ତୁତ ଅଛି ଯଦି ଆମେ ଦେଖିବାକୁ ଯିବା ତାହେଲ ବୋଧେ ହୁଏ ଆମେ ଅଧିକାରୁ ଅଧିକା ଜଙ୍ଗଲ ନଷ୍ଟ କରିସାରିଚେ ।

ତେବେ ଏହି ପରିସ୍ଥିତିରେ କିଛି ଅଭାବନୀୟ ଘଟଣା ମଧ୍ୟ ଘଟିଛି । ଯାହା ଆମେ ଦେଖିବାକୁ ଓ ଶୁଣିବା ପାଇଁ ପାଇଛୁ ଅନେକ ଥର । ତେବେ ଆଉ ଏକ ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଛି କି ଗୋଟେ ଝିଅ କିଭଳି ନିଜ କୁକୁର ମାନଙ୍କୁ ବଞ୍ଚାଇବା ପାଇଁ କିଛି ଭି କରିବା ପାଇଁ ଆସିଛି । ଏଭଳି କି ସେ ଏକ ଭାଲୁ ପାଖକୁ ଯାଇକି ତା କୁକୁର ମାନଙ୍କୁ ବଞ୍ଚାଇଛି । ଏହା ପ୍ରଥମେ ଟିକ ଟକ ରେ ଭାଇରାଲ ହୋଇଥିଲା ଏହା ପରେ ଏହା ଅନ୍ୟ ଗଣ ମାଧ୍ୟମରେ ସବୁ ଆଡେ ଦେଖାଯାଇଛି ।

ଏକ ଭାଲୁ ତାର ଦୁଇଟି ଛୁଆ ସହ ଏକ କାନ୍ଥରେ ଚାଲିକି ଯାଉଥିବା ସମୟରେ ସେହି ଘରର କିଛି କୁକୁର ତାକୁ ଅଟକେଇବା ପାଇଁ ଆସିଥିଲେ । ସେମାନେ ବଗିଚାରେ ଥିବା ସମୟରେ ଭାଲୁ ଓ ତା ଛୁଆକୁ ଦେଖିକି ପଳେଈ ଆସିଇଥିଲେ ଭୁକିକି । ଯେତେବେଳେ କୁକୁର ମାନେ ଭୁକିବା ଆରମ୍ଭ କରିଥିଲେ ସେତେବେଳେ ଏହି ଭାଲୁ ଛୁଆ ମାନେ ଡରିକି ପଳେଇବା ସମୟରେ କୁକୁର ମାନେ ସେମାନଙ୍କୁ ଗୋଡେଇ ଥିଲେ ।

ଏହି ସମୟରେ ମା ଭାଲୁ ନିଜ ପିଲାର ରକ୍ଷା ପାଇଁ ସେହିଠାରେ ରହି ଯାଇଥିଲା । ତା ଆଡକୁ ଆସୁଥିବା କୁକୁରକୁ ସେ ଝାମ୍ପି ନେବା ପାଇଁ ଚେଷ୍ଟା କରିଥିଲା । ମାତ୍ର କୁକୁରଟି ବଞ୍ଚି ଯାଇଥିଲା । ଏହି ସମୟରେ ସେ ଅନ୍ୟ ଏକ କୁକୁରକୁ ଆ-କ୍ର-ମ-ଣ କରିବା ପାଇଁ ଯାଉଥିବା ସମୟରେ ଏକ ଝିଅ ଘର ଭିତରୁ ଦଉଡି ଆସେ ଓ ସେହି ଭାଲୁ ଆଡକୁ ଯାଇ ତାକୁ ଠେଲି ଦେଉଛି । ଏହା ସତରେ ଆଶ୍ଚର୍ଯ୍ୟ ଜନକ କଳା ଭଳି ଘଟଣା ।

କାରଣ ହିଂ-ସ୍ର ପଶୁ ଜିଏକି ପୋଷା ଭି ହୋଇନି ତା ଆଗକୁ ଚାଲି ଯିବା ଖୁବ ସାହାସର ବିଷୟ ଅଟେ । ଏହି ଘଟଣା ଘଟିଛି କାଲିଫର୍ନିଆ ରେ । ସେ ଝିଅଟି ର ନାମ ହେଉଛି “ହେଲି” । ସେ ନିଜ କୁକୁର ମାନଙ୍କୁ ବଞ୍ଚାଇବା ପରେ ବଗିଚାର ଆଖ ପାଖ ଦେଖିଥିଲା କି ସବୁ କୁକୁର ଠିକ ଭାବେ ଅଛନ୍ତି କି ନାଇ ।

ସେ ଏକ ଚାନେଲ ମାଧ୍ୟମରେ କହିଥିଲେ କି ଯେତେବେଳେ ସେ ନିଜ କୁକୁର ମାନଙ୍କୁ ଦେଖିଥିଲେ ବିପଦରେ ଯତେ ଜଲ୍ଦି ସମ୍ବବ ସେ ସେହି ଜାଗାକୁ ଦଉଡିକି ଯାଇଥିଲେ । ଆମେ ଯଦି ଭଲ କରି ଦେଖିବା ତାହେଲେ ସେ ଭାଲୁ ଟି ଦୂରରେ ନୁହେଁ ବରଂ ପାଖରେ ଥିଲା ଏଭଳିକି ତା ମୁଣ୍ଡ ମଧ୍ୟ ଦେଖା ଯାଉଥିଲା ବାଡ ପାଖରେ ।

ହେଲିଙ୍କ ମତରେ ତାଙ୍କ ପରିବାର4 ଓ ସେ ଅନେକ ସମୟରେ ଏହି ଭଳି ଜଙ୍ଗଲି ପଶୁ ଦେଖିବାକୁ ପାନ୍ତି ଫେବୃୟାରି ମାସରେ । ଏହା ପ୍ରାୟ ୩ ଥର ରୁ ଅଧିକ ଥର ହୋଇ ଥାଏ କି ସେମାନେ ଖୁବ ନିକଟରେ ବୁଲନ୍ତି ମାତ୍ର ତାହା ଜନବସତି କିମ୍ବା କିଛି ଦୂରରେ । ଏତେ ପାଖରେ ସେ ପ୍ରଥମ ଥର ଦେଖିଥିଲେ ଏକ ଜଙ୍ଗଲି ଭାଲୁକୁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ