Gk Questions & Answers- କୁହନ୍ତୁ ସେ କିଏ ? ଯିଏ ଘରୁ ବାହାରିଲା ପରେ ମୁଣ୍ଡ ଗଦେଇ ମରିଥାଏ ?

ପିଲା ଦିନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆପଣମାନେ ନିଜ ଜୀବନରେ ବହୁତ ବଡ ବଡ ପରୀକ୍ଷା ଦେଇଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ପରୀକ୍ଷା ବିଷୟରେ କହିବୁ ଯାହାର ନାମ ଆଇଏଏସ ପରୀକ୍ଷା ଅଟେ । ଏହି ପରୀକ୍ଷା ହେଉଛି ଦେଶର ସବୁଠାରୁ କଠିନ ପରୀକ୍ଷା ଅଟେ । ଏହି ପରୀକ୍ଷାରେ ପାସ କରିବା ବହୁତ କଠିନ ହୋଇଥାଏ । ଏହି ପରୀକ୍ଷାରେ କେବଳ ଆପଣଙ୍କ ଜ୍ଞାନର ପରୀକ୍ଷା ହୋଇ ନ ଥାଏ, ଜ୍ଞାନ ସହିତ ଆପଣଙ୍କ ବ୍ୟକ୍ତିତ୍ବର ବି ପରୀକ୍ଷା ହୋଇଥାଏ ।

ଆଜି ଆମେ ଆପଣଙ୍କୁ ଆଇଏଏସ ପରୀକ୍ଷାର କିଛି କଷ୍ଟକର ପ୍ରଶ୍ନ ଓ ସେହି ପ୍ରଶ୍ନ ପାଇଁ ଦିଆଯାଇଥିବା ଉତ୍ତର ବିଷୟରେ କହିବାକୁ ଯାଉଛୁ । ତେବେ ଚାଳନ୍ତୁ ଜାଣିବା ସେହି ପ୍ରଶ୍ନ ଓ ଉତ୍ତର ଗୁଡିକ ବିଷୟରେ ।

୧ – ଏମିତି କେଉଁ ପ୍ରଶ୍ନ ଅଛି ଯାହାର ଉତ୍ତର ସବୁବେଳେ ବଦଳୀ ଥାଏ ?

ଉତ୍ତର – ସମୟ କେତେ ହେଲା ।

୨ – ଏମିତି ସେ କେଉଁ ଜିନିଷ ଯିଏ ସମୁଦ୍ରରେ ଜନ୍ମ ହୋଇ ଆପଣଙ୍କର ଘରେ ରୁହେ ?


ଉତ୍ତର – ଲୁଣ

୩ – କୁହନ୍ତୁ , ଆମ ଶରୀରର ସେ କେଉଁ ଅଙ୍ଗ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବଢ଼ିନଥାଏ ?

ଉତ୍ତର – ଆଖିର କାନିଆଁ

୪ – ୧୦୦ରୁ ୧୦ ଆପଣ କେତେ ଥର ହଟାଇ ପାରିବେ ?

ଉତ୍ତର – ଏକ ଥର

୫ – ସେ ସବୁ ଜିନିଷକୁ ଓଲଟାଇ ଦିଏ ହେଲେ ସେ ନିଜକୁ ହଲାଇ ପାରେନା , ସେ କିଏ ?

ଉତ୍ତର – ଆଇନା

୬ – ସେ କିଏ ଯିଏ ତାର ଘରୁ ବାହାରକୁ ବାହାରିଲା ପରେ ମୁଣ୍ଡ ଗଡେଇ ମମରିଥାଏ ?

ଉତ୍ତର –  ଦିଆସିଲି କାଠି

୭ – ଗୋଟିଏ କାଠିର ଶୁଣ କାହାଣୀ ଭାରି ରହିଛି ସେଥିରେ ମିଠା ପାଣି ?

ଉତ୍ତର – ଆଖୁ

୮ – ସେ କିଏ ଯିଏ ଆପଣଙ୍କର ନାକ ଉପରେ ବସିକି କାନକୁ ଧରିଥାଏ ?

ଉତ୍ତର – ଚଷମା

୯ – ଏମିତି ସେ କେଉଁ ଜିନିଷ ଯାହାକୁ ଆମେ ଆମର ଜୀବନ କାଳ ଭିତରେ ୨ ଆଗଣାରେ ମିଳିଥାଏ ହେଲେ ୩ ଥର କୁ ଆମକୁ ମାଗଣାରେ ମିଳିନଥାଏ ?

ଉତ୍ତର – ଦାନ୍ତ

୧୦ – ଗୋଟିଏ ମଶା ମୁହଁରେ କେତୋଟି ଦାନ୍ତ ଥାଏ ?

ଉତ୍ତର – ୪୭ ଟି

ଆଶକରୁଛୁ ଆମର ଏହି ମେଜେଦାର ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।