ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭିତରୁ କିଏ ଆପଣଙ୍କ ଫେବରେଟ ! ୱାସିମ ଜାଫର ଦେଲେ ଏମିତି ଉତ୍ତର

ବସିମ ଜାଫର ଜଣେ ହେଉଛନ୍ତି ଭାରତୀୟ ଖେଳାଳି ଅଟନ୍ତି । ସେ ସୋସିଆଲ ମିଡିଆରେ ବହୁତ ସମୟ ଧରି ରାହୁଛନ୍ତି । ଯେହେତୁ ସେ ପ୍ରାୟ ସବୁ ସମୟରେ ରାହୁଛନ୍ତି ତେଣୁ ତାଙ୍କର ଥିବା ଚାହିତା ଲୋକ ମାନେ ମଧ୍ୟ ସୋସିଆଲ ମିଡିଆରେ ଆକଟିବ ରହୁଛନ୍ତି । ଯାହା ଦ୍ଵାରା ତାଙ୍କର ଥିବା ଚାହିତା ଲୋକ ମାନେ ତାଙ୍କୁ ବହୁତ ପ୍ରକାରର ପ୍ରଶ୍ନ ପଚାରି ଥାନ୍ତି । ଏହି ପରି ଭାବରେ ତାଙ୍କୁ ଜଣେ ଲୋକ ଏକ ପ୍ରଶ୍ନ ପଚାରି ଥିଲେ । ତାଙ୍କୁ ଏକ ଚାହିତା ବିରାଟ କୋହଳି ଓ ରୋହିତ ଶର୍ମାଙ୍କ ବିଷୟରେ ଯଦି ତାଙ୍କୁ ଜଣଙ୍କୁ ଚୟନ କରିବାକୁ ହୁଏ ତେବେ ସେ କାହାକୁ ଚୟନ କରିବେ ବୋଲି ପଚାରି ଥିଲେ ।

ଏହି କଥା ପଚାରିବା ଥିବା ବ୍ୟକ୍ତିର ନାମ ଥିଲା ଗୋବିନ୍ଦ ଖାଇରେ । ସେ ଏହି କଥା ଟୁଇଟ କରି ପଚାରିଥିବା ଜଣା ପଡିଛି । ଏହି ଭଳି ପ୍ରଶ୍ନକୁ ବହୁତ ଲୋକେ ତାଙ୍କର ପ୍ରଶଂସା କରୁଛନ୍ତି । ସେ ତାଙ୍କୁ କିଛି ଏହିପରି ପ୍ରଶ୍ନ ପଚାରି ଥିଲେ ଯାହାକୁ ଉତ୍ତରରେ ସେ ବହୁତ ମଜାଦାର ଉତ୍ତର ଦେଇଥିଲେ ।

ସେ ଏପରି କିଛି ଉତ୍ତର ଦେଲେ ଯାହାକି କୋହିଲିଙ୍କ ଚାହିତାଙ୍କୁ ମଧ୍ୟ ଭଲ ପାଇବେ, ଠିକ ଲାଗିବ ଓ ରୋହିତଙ୍କ ଚାହିତାକୁ ମଧ୍ୟ ଠିକ ଲାଗିବ । ସେ କହିଲେ କି ଦୁହେଁ ଦୁଇ ଜଣ ନିଜ ଭିତରେ ଭଲ ବୁଝାମଣା ହେତୁ ସେମାନେ ବହୁତ ଭଲ ଖେଳନ୍ତି । ସେମାନେ ଯଦି ଦୁଇଜଣ ଏକା ସାଙ୍ଗ ହୋଇ ଖେଳିବେ ତେବେ ବହୁତ ଭଲରେ ଖେଳିବେ । ଯେଉଁ ସମୟରେ ଏହି ଉତ୍ତର ଦେଇଥିଲେ ସମସ୍ଥେ ବହୁତ ଖୁସି ଥିଲେ ଓ କିଛି ଲୋକ ଏହାକୁ ବହୁତ ପ୍ରଶଂସା କରିଛନ୍ତି ।

କହିବାକୁ ଗଲେ ଏହି ଉତ୍ତରକୁ ବହୁତ ଲୋକେ ଲାଇକ କରିଛନ୍ତି । ପାଖା ପାଖି ୧୫୦୦୦ ଲୋକ ଏହାକୁ ଲାଇକ କରିଛନ୍ତି ଓ ୯୩୭ ଜଣ ଲୋକେ ଏହି ବିଷୟରେ କିଛି ନା କିଛି କଥା ଲୋକ କହିଛନ୍ତି । ଏବଂ ଆଉ କିଛି ଲୋକେ ଏହାକୁ ଅନ୍ୟତ୍ର ମଧ୍ୟ କହିଛନ୍ତି ଓ ରିଟୁଇଟ ମଧ୍ୟ କରିଛନ୍ତି । ଲୋକଙ୍କର ଏପରି ମନକୁ ପାଇଲା ଯାହାକି ଲୋକ ମାନେ ଏହି କଥାରେ ତାଙ୍କୁ ବହୁତ ଭଲ ଉତ୍ତର ଦେଇଥିବା କହିଲେ ।

ଆଉ ଏକ ବ୍ୟକ୍ତି ବହୁତ ମଜାଦାର ଉତ୍ତରରେ କହିଲେ କି ତମେ ଧୋନୀ ଭଳି ଖେଳିବ ଓ କହିଲେ ଖେଲୋ ଦିମାଗ ସେ । ସେ ଧୋନୀଙ୍କ ଫୋଟୋ ଦେଇ ବହୁତ ଭଲ କଥା କହିଥିଲେ ଓ ଭଲରେ ଖେଳିବାକୁ ଚେଷ୍ଟା କର । ତାଙ୍କର କହିବା କଥା ଅନୁସାରେ ଆପଣ ଦେଇଥିବା ଉତ୍ତର ବହୁତ ଭାବି ଚିନ୍ତି ଉତ୍ତର ଦେଇଛନ୍ତି । ଏହା ଦେଖି ଲୋକେ ବହୁତ ପସନ୍ଦ ମଧ୍ୟ କରିଛନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।