20 ଦିନ ପରେ ଜଣାପଡିଲା ସତ, ଦେଖନ୍ତୁ କ୍ରାଇମବ୍ରାଞ୍ଚ ଅଧିକାରୀ Soumya ଙ୍କ ବାପାଙ୍କୁ କଣ ଜବାବ ଦେଲେ

ପାରଳାଖେମୁଣ୍ଡି ACF ସୌମ୍ଯ ରଞ୍ଜନଙ୍କ ମୃ-ତ୍ୟୁ-କୁ ଦୀର୍ଘ ୭୫ ଦିନ ଉପରେ ବିତିଗଲାଣି । ଆରମ୍ଭରୁ ଏପର୍ଯ୍ୟନ୍ତ ସେଇ ଗୋଟିଏ କଥା ଶୁଣିବାକୁ ମିଳୁଛି । ତ-ଦ-ନ୍ତ ଚାଲିଛି ତ-ଦ-ନ୍ତ ପରେ ଜଣାପଡିବ ଏବଂ ଉପରୁ ଅର୍ଡର ଆସିଲେ ଆମେ ଏମିତି କରିବୁ ସେମିତି କରିବୁ । ପୋଲିସ ଆରମ୍ଭରୁ ତ-ଦ-ନ୍ତ କରି ଅନେକ ସମୟ ନଷ୍ଟ କରିବା ସହ ଅନେକ ପ୍ରମାଣ ତଥ୍ୟ ନଷ୍ଟ କରିବା ପରେ ଏବେ କ୍ରା-ଇ-ମ-ବ୍ରା-ଞ୍ଚ ମଧ୍ୟ ସେହିଭଳି ଦେଖାଣିଆ ଏବଂ ବେପରୁଆ ତ-ଦ-ନ୍ତ ଚଳେଇଛି । କଣ ପାଇଁ ସୌମ୍ୟଙ୍କୁ ଏ ଯାଏଁ ମିଳି ପାରୁନାହିଁ ନ୍ୟାୟ ?

ଏତେ ତ-ଦ-ନ୍ତ କରି ମଧ୍ୟ ସେହି ପ୍ରଥମ ପ୍ରଶ୍ନରେ ଅଟକି ରହିଛି ତଦନ୍ତ । ଏବେ ଯାଏଁ ସୁଦ୍ଧା ସୌମ୍ୟଙ୍କ ଦେହରେ ନି-ଆଁ କିପରି ଲାଗିଲା କହି ପାରୁନାହିଁ ପୋଲିସ । କେବଳ ଡିବିରି ନି-ଆଁ-ରେ କଣ ସୌମ୍ଯଙ୍କ ଶରୀର ୯୦ ପ୍ରତିଶତ ଜ-ଳି-ଗ-ଲା ? ଆଉ ତାଙ୍କ ପତ୍ନୀ ବିଦ୍ୟାଭାରତୀ ଏକାଘରେ ରହି ମଧ୍ୟ କେମିତି କିଛି ଜାଣି ପାରିଲେ ନାହିଁ ? ତାଙ୍କୁ କଣ ପାଇଁ ଗି-ର-ଫ କରୁନାହିଁ ପୋ-ଲି-ସ ? ଘରର ପାରିପାର୍ଶ୍ଵିକ ସ୍ଥିତି ଦେଖିଲେ ମଧ୍ୟ ସେହି ସ୍ଥାନରେ ଏମିତି କିଛି ଘ-ଟି-ଥି-ବ ବୋଲି ସ-ନ୍ଦେ-ହ ହେଉଛି ।

ତେବେ ପୁଅ ପାଇଁ ନ୍ୟା-ୟ ନପାଇ ଅ-ତି-ଷ୍ଠ ହୋଇ ପଡିଲେଣି ସୌମ୍ୟଙ୍କ ଘରଲୋକେ । ଏବେ ପୁଣି ଠାରେ ସୌମ୍ୟଙ୍କ ବାପା ଏବଂ ଭାଇ କ୍ରା-ଇ-ମ-ବ୍ରା-ଞ୍ଚ-ର ଦ୍ଵାରସ୍ଥ ହୋଇଛନ୍ତି ଓ ତାଙ୍କୁ ଶୀଘ୍ର ନ୍ୟା-ୟ ମିଳୁ ବୋଲି ସେମାନଙ୍କ ଆଗରେ ଗୁହାରି କରିଛନ୍ତି । ତେବେ ବର୍ତ୍ତମାନ ସେମାନଙ୍କୁ ୯୦ ଦିନର ମୋହଲତ ମାଗିଛନ୍ତି କ୍ରା-ଇ-ମ-ବ୍ରା-ଞ୍ଚ । ଏଠି ପ୍ରଶ୍ନ ଉଠୁଛି ଏହି ୯୦ ଦିନର ମୋହଲତ କଥା କ୍ରା-ଇ-ମ-ବ୍ରା-ଞ୍ଚ ପୂର୍ବରୁ କଣ ପାଇଁ କହୁ ନଥିଲା ? ସୌମ୍ୟଙ୍କ ବାପା ଏବଂ ଭାଇ ତାଙ୍କ ପାଖେ ଗୁହାରି କରିବାକୁ ଆସିବା ପରେ ହିଁ ସେମାନେ କାହିଁକି କହିଲେ ?

ଏମିତି ହଠାତ କେଉଁଠାରୁ ତାଙ୍କୁ ଏହି ଅର୍ଡର ମିଳିଗଲା ? ସତରେ ୯୦ ଦିନ ଭିତରେ ଏମାନେ କିଛି କରିବେ ନା କେବଳ ସମୟ ଗଡେଇବା ପାଇଁ ଏହା ଏକ ନୂଆ ଚାଲ ? ଏହା ତ କେବଳ ସମୟ କହିବ । ତେବେ ଦେଖାଯାଉ ସୌମ୍ୟଙ୍କୁ ଆସନ୍ତା ୯୦ ଦିନ ମଧ୍ୟରେ କ୍ରା-ଇ-ମ-ବ୍ରା-ଞ୍ଚ ନ୍ୟା-ୟ ଦେଇ ପାରୁଛି କି ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।