କେଏଲ ରାହୁଲଙ୍କ ସହିତ ଡେଟରେ ଯିବାକୁ ଚାହୁଁଛନ୍ତି, ୨୨ ବର୍ଷର ଏହି ସୁନ୍ଦରୀ ଝିଅ, ଦେଖନ୍ତୁ କିଏ

ଭାରତୀୟ ଟିମରେ ଗୋଟିଏରୁ ବଳି ଗୋଟିଏ ହ୍ୟାଣ୍ଡସମ କ୍ରିକେଟର ଅଛନ୍ତି । ସେଥିପାଇଁ ଟିମ ଇଣ୍ଡିଆର କ୍ରିକେଟରଙ୍କ ଉପରେ ଲକ୍ଷ ଲକ୍ଷ ଝିଅମାନେ ଫିଦା ହୋଇଥାନ୍ତି । ଏତିକି ନୁହେଁ ଭାରତୀୟ ଖେଳାଳିଙ୍କ ଉପରେ ବଲୀଉଡର ଅଭିନେତ୍ରୀଙ୍କ ସହିତ ବିଦେଶୀ ଝିଅମାନେ ବି ଫିଦା ହୋଇଥାନ୍ତି । କହିବାକୁ ଗଲେ ବର୍ତ୍ତମାନ ହିଁ ଏକ ସୁନ୍ଦର ଝିଅ ଭାରତୀୟ କ୍ରିକେଟର ଉପରେ ଫିଦା ହୋଇ ଯାଇଛି ।

ଏହି ଭାରତୀୟ କ୍ରିକେଟର ଆଉ କେହି ନୁହନ୍ତି, ଲକ୍ଷ ଲକ୍ଷ ହୃଦୟରେ ରାଜ କରୁଥିବା କ୍ରିକେଟର କେଏଲ ରାହୁଲ ଅଟନ୍ତି । କେଏଲ ରାହୁଲଙ୍କ ଗଣନା ଭାରତର ସବୁଠୁ ହ୍ୟାଣ୍ଡସମ ଓ ଷ୍ଟାଇଲିଷ୍ଟ କ୍ରିକେଟରଙ୍କ ମଧ୍ୟରେ କରାଯାଇଥାଏ । ନିଜର ଜବରଦସ୍ତ ବ୍ୟାଟିଙ୍ଗ ଦ୍ଵାରା ବୋଲରମାନଙ୍କୁ ନିଜ ଆଗରେ ମୁଣ୍ଡ ତଳକୁ କରିବାକୁ ବାଧ୍ୟ କରୁଥିବା କେଏଲ ରାହୁଲଙ୍କ ଉପରେ ଲକ୍ଷ ଲକ୍ଷ ଝିଅମାନେ ଫିଦା ଅଟନ୍ତି ।

ବର୍ତ୍ତମାନ ହିଁ ଜଣେ ଟିକ ଟକ ଷ୍ଟାର ବି କେଏଲ ରାହୁଲଙ୍କ ଦିବାନି ହୋଇଯାଇଛନ୍ତି । ଏହି ଟିକ ଟକ ଷ୍ଟାର ଆଉ କେହି ନୁହନ୍ତି ବରଂ ସେ ଜଣେ ଜଣା ଶୁଣା ଟିକ ଟକ ଷ୍ଟାର ନିଶା ଅଟନ୍ତି । ନିଶା ବହୁତ ସୁନ୍ଦର ଓ ଗ୍ଲାମରସ ଅଟନ୍ତି । ଗୋଟିଏ ଇଣ୍ଟରଭିୟୁରେ ନିଶାଙ୍କୁ ଯେତେବେଳେ ପଚରାଗଲା କି ସେ କେଉଁ କ୍ରିକେଟରଙ୍କ ସହିତ ଡେଟରେ ଯିବାକୁ ଚାହୁଁଛନ୍ତି ।

ଏହି ପ୍ରଶ୍ନର ଜବାବରେ ନିଶା କହିଲେ କି ସେ ୱିକେଟକିପର ଓ ବ୍ୟାଟ୍ସମ୍ୟାନ କେଏଲ ରାହୁଲଙ୍କ ସହିତ ଡେଟରେ ଯିବାକୁ ଚାହିଁବେ । ନିଶା ଆଗକୁ କହିଲେ କି ସେ କେଏଲ ରାହୁଲଙ୍କୁ ବହୁତ ପସନ୍ଦ କରନ୍ତି । ଏତିକି ନୁହେଁ ସେ କେଏଲ ରାହୁଲଙ୍କ ସହିତ କିଛି ସମୟ ବି ବିତାଇବାକୁ ଚାହାନ୍ତି । ନିଶା ବି ସୋସିଆଲ ମିଡିଆରେ ବହୁତ ପପୁଲାର ଅଟନ୍ତି । ତାଙ୍କର ଭିଡିଓ ଅପ୍ଲୋଡ ହେବା ମାତ୍ରେ ହିଁ ଲକ୍ଷ ଲକ୍ଷ ଲାଇକ ମିଳିବା ଆରମ୍ଭ ହୋଇଯାଏ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।