କିନ୍ନରଙ୍କୁ କହି ଦିଅନ୍ତୁ ବାସ ଏହି ୨ଟି ଶବ୍ଦ, ପୁରା ହେବ ସବୁ ଇଛା, ହେଇଯିବେ ମାଲାମାଲ

ଭାରତରେ ବିଭିନ୍ନ ଧର୍ମର ଲୋକ ବସବାସ କରନ୍ତି । କାରଣ ଭାରତ ବର୍ଷରେ ସବୁ ପର୍ବ ପର୍ବାଣୀ ରୀତିନୀତି ସହ ଧୁମଧାମରେ ମଧ୍ୟ ପାଳନ କରାଯାଏ ଏବଂ ଏହି ସବୁ ପର୍ବରେ ବିଭିନ୍ନ ଲୋକ ଚାନ୍ଦା ଆଦାୟ କରିବାକୁ ଆସିଥାନ୍ତି । ସେମାନଙ୍କ ମଧ୍ୟରୁ କିନ୍ନର ମାନଙ୍କ ଭୂମିକା ଅନ୍ୟତମ । ଏମାନେ କେବଳ ପର୍ବପର୍ବାଣୀ ରେ ନୁହେଁ ଘରେ ଯଦି ନୂଆ ବାହାଘର କିମ୍ବା ଛୁଆଟିଏ ଜନ୍ମ ହୋଇଥାଏ ତେବେ ଏମାନେ ଆସିଥାନ୍ତି କିଛି ପଇସା ନେବା ସହ ଆଶୀର୍ବାଦ ମଧ୍ୟ ଦେଇଥାନ୍ତି ।

ଏବଂ ଏହା ମଧ୍ୟ ମନା ଯାଇଥାଏ କି ଏମାନଙ୍କ ଆଶିର୍ବାଦ ବହୁତ ଲାଭଦାୟକ ହୋଇଥାଏ । ଆମ ସମସ୍ତଙ୍କ ପାଖକୁ କିନ୍ନର ମାନେ କେବଳ ଟଙ୍କା ପାଇଁ ଆସନ୍ତି ତାହା ନୁହଁ ସେମାନେ ଏମିତି ଅନେକ ପରିସ୍ଥିତିରେ ଟଙ୍କା ନ ନେଇ ଆଶିର୍ବାଦ କରି ଚାଲି ଯାଇ ଥାଆନ୍ତି ।

ଯଦି ଆପଣ କିନ୍ନରଙ୍କ ମନ ପସନ୍ଦ ହେଲା ଭଳି ଟଙ୍କା ଦେବେ ତେବେ ସେ ଖୁସିରେ ଯେଉଁ ଆଶିର୍ବାଦ ଦେବେ ତାହାର ପ୍ରଭାବ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିଦେବ । କିନ୍ତୁ ଯଦି ସେ ଆଶିର୍ବାଦ ବଦଳରେ ଅଭିଶାପ ଦେଇଦିଅନ୍ତି ତେବେ ଆପଣ ପୁରା ବର୍ବାଦ ହୋଇଯିବେ ।

ଯେତେବେଳେ ଆପଣଙ୍କୁ କିନ୍ନର ମାନେ ଟଙ୍କା ମଗୁଥିବେ ଆପଣ ନିଶ୍ଚୟ ତାଙ୍କୁ ଆପଣଙ୍କ ସକ୍ଷମ ହିସାବରେ କିଛି ନା କିଛି ଟଙ୍କା ଦେଉଥିବେ । ସେତିକି ବେଳେ ଯଦି ଆପଣ ଏହି ୨ ଶବ୍ଦ ଯାହାକି ଯାଦୁ ଭଳି କାମ କରିବ ତାକୁ ଯଦି କହି ଦିଅନ୍ତି ତେବେ ଆପଣଙ୍କର ଭାଗ୍ୟ ପରିବର୍ତ୍ତନ ହେବାରୁ କେହି ବି ରୋକି ପାରିବେ ନାହିଁ । ଆପଣଙ୍କର ଧନ ଓ ସମ୍ପତି ଆସିବାରେ ସୂଚନା ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହି ଦୁଇ ଶବ୍ଦ ବିଷୟରେ ।

ମନେ ରଖନ୍ତୁ କେବେ ଯଦି କେହି କିନ୍ନର ଆପଣଙ୍କ ଅଫିସ୍, ଘର କିମ୍ବା ଦୋକାନକୁ ଆସନ୍ତି ପାଉଣା ନେବା ପାଇଁ ତେବେ ଆପଣ ତାଙ୍କୁ ଟଙ୍କା ଦେଲା ପରେ କହିବେ “ପୁଣି ଆସିବେ” । ଏହା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ତେବେ ଆପଣମାନଙ୍କ ମଧ୍ୟରୁ କେହି କେବେ କହିଛନ୍ତି କି ଯଦି କହି ନାହାନ୍ତି ତେବେ ଥରେ କହି କି ଦେଖନ୍ତୁ ଆପଣଙ୍କ ଭାଗ୍ୟର ପରିବର୍ତ୍ତନ କିପରି ହେଉଛି ।

ଯଦି ଆପଣ ଏପରି କିନ୍ନର ମାନଙ୍କୁ ଟଙ୍କା ଦେଲା ପରେ କହିବେ ତେବେ ସେମାନେ ଭାବିବେ ଆପଣ ତାଙ୍କୁ ମନରୁ ଖୁସି ହୋଇ ଦେଉଛନ୍ତି । ତେବେ ସେମାନେ ପୁରା ଆତ୍ମାର ସହ ଆପଣଙ୍କୁ ଆଶିର୍ବାଦ ଦେବେ । ମନରୁ ଦେଇଥିବା ଆଶିର୍ବାଦ କେବେ ବୃଥା ଯାଏ ନାହିଁ ଏବଂ ଏମାନଙ୍କ ପାଖରେ ଐଶ୍ୱରୀୟ ଶକ୍ତି ଥିବା ଯୋଗୁଁ ଏମାନଙ୍କ ଆଶିର୍ବାଦ ଫଳପ୍ରଦ ହୋଇଥାଏ । ଯଦି ଆପଣ କିନ୍ନର ମାନଙ୍କୁ ଟଙ୍କା ଦେଉଛନ୍ତି ତେବେ ଏହି ୨ ଶବ୍ଦ ନିଶ୍ଚୟ କୁହନ୍ତୁ ।

ଯଦି ଆପଣଙ୍କୁ ଆମ ଲେଖାଟି ପସନ୍ଦ ଆସିଲା ତେବେ ଆପଣ କମେଣ୍ଟ ରେ ଆମକୁ ନିଶ୍ଚୟ ଜଣାନ୍ତୁ । ଆଗକୁ ଆମର ଏହିଭଳି ଆର୍ଟିକିଲ ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତି । ଏହି ପୋଷ୍ଟ କୁ ଆପଣ ଆପଣଙ୍କ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଜୟ ଜଗନ୍ନାଥ ।