Odia GK Q&A: କିଏ ପ୍ରଥମେ ଗୀତ ଶୁଣାଏ ଆଉ ତା’ପରେ ଆକ୍ରମଣ କରେ ?

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ଆଜିକାଲି ଏକ ସାଧାରଣ ଚାକିରି ଇଣ୍ଟରଭ୍ୟୁରେ ମଧ୍ୟ ଏହିସବୁ ପ୍ରଶ୍ନ ପଚାରି ଦେଉଛନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

୧- ଯେତେବେଳେ ଗୋଟିଏ ଝିଅ ନଇଁକି ମୁଣ୍ଡିଆ ମାରେ ତେବେ ତା’ର କଣ ଦେଖାଯାଏ ?

ଉ: ସଂସ୍କାର

୨- ୨୦୨୧ ଜନଗଣନା ଅନୁସାରେ ଓଡିଶାର ଲୋକସଂଖ୍ୟା କେତେ ?

ଉ: ୪,୧୯,୪୭,୩୫୮

୩- ଓଡିଶାର ଉତ୍ତର ପୁର୍ବରେ କେଉଁ ରାଜ୍ୟ ଅବସ୍ଥିତ ?

ଉ: ପଶ୍ଚିମବଙ୍ଗ

୪- ଓଡିଶାର ଉତ୍ତରରେ କେଉଁ ରାଜ୍ୟ ଅବସ୍ଥିତ ?

ଉ: ଝାଡଖଣ୍ଡ

୫- ୨୧୦୨୧ ଜନଗଣନା ଅନୁସାରେ ଓଡିଶାରେ ପୁରୁଷ ସଂଖ୍ୟା କେତେ ?

ଉ: ୨,୧୨,୦୧,୬୭୮

୬- ଭାରତର ଜନସଂଖ୍ୟା ଦୃଷ୍ଟିରୁ ଓଡିଶାର ସ୍ଥାନ କେତେ ?

ଉ: ଏକାଦଶ

୭- ଓଡିଶାର ସମୁଦାୟ ଗ୍ରାମ ପଞ୍ଚାୟତ ସଂଖ୍ୟା କେତେ ?

ଉ: ୬୨୦୯

୯- ଓଡିଶାର ସହର ସଂଖ୍ୟା କେତେ ?

ଉ: ୨୨୩

୧୦- ଓଡିଶାର ଶେଷ ସ୍ଵାଧୀନ ସମ୍ରାଟ କିଏ ଥିଲେ ?

ଉ: ମୁକୁନ୍ଦ ଦେବ

୧୧- ଓଡିଶାର ବିଧାନସଭାର ପ୍ରଥମ ବାଚସ୍ପତି କିଏ ଥିଲେ ?

ଉ: ମୁକୁନ୍ଦ ପ୍ରସାଦ ଦାସ

୧୨- ଚିପିଲିମା ବିଦ୍ୟୁତ ଉତ୍ପାଦନ କେନ୍ଦ୍ର କେଉଁ ଜିଲ୍ଲାରେ ଅବସ୍ଥିତ ?

ଉ: ସମ୍ବଲପୁର

୧୩- କେଉଁ ଜୀବ ତିନି ବର୍ଷ ପର୍ଯ୍ୟନ୍ତ ଶୋଇ ରୁହେ ?

ଉ: ଗେଣ୍ଡା

୧୪- ରାଜା ସାନ୍ତନୁଙ୍କ ରାଣୀଙ୍କ ନାମ କଣ ଥିଲା ?

ଉ: ଗଙ୍ଗା

୧୫- ପ୍ରଥମ ଓଡିଆ ରଙ୍ଗୀନ ଚଳଚ୍ଚିତ୍ରର ନାମ କଣ ଅଟେ ?

ଉ: ଗପ ହେଲେ ବି ସତ

୧୬- କେଉଁ ଫଳର ଚୋପା ନାହିଁ କି ମଞ୍ଜି ନାହିଁ ?

ଉ: ତୁତ କୋଳି

୧୭- ଓଡିଶାର ପ୍ରଥମ ମହିଳା ପି.ଏଚ.ଡି କିଏ ଥିଲେ ?

ଉ: ଶୈଳବାଳା ଦାସ

୧୮- ଓଡିଶାର ପ୍ରଥମ ମହିଳା ସାମ୍ବାଦିକ କିଏ ଥିଲେ ?

ଉ: ପଦ୍ମାଳୟା ଦାସ

୧୯- ହୀରାକୁଦ ଓଡିଶାର କେଉଁ ଜିଲ୍ଲାରେ ଅବସ୍ଥିତ ?

ଉ: ସମ୍ବଲପୁର

୨୦- କିଏ ପ୍ରଥମେ ଗୀତ ଶୁଣାଏ ଆଉ ତା’ପରେ ଆକ୍ରମଣ କରେ ?

ଉ: ମଶା, ପ୍ରଥମେ ଗୁଣୁଗୁଣୁ ଗୀତ ଗାଏ ପରେ ଆକ୍ରମଣ କରେ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏହିପରି ସାଧାରଣ ଜ୍ଞାନ ସମ୍ବନ୍ଧିତ ପ୍ରଶ୍ନୋତ୍ତର ପଢିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।