Kidney ଖରାପ ହେବା ପୂର୍ବରୁ ଶରୀର ଦେଇଥାଏ ଏହି 6ଟି ସଂକେତ, ଜାଣି ନପାରିଲେ ଯାଇ ପାରେ ଜୀବନ

ବନ୍ଧୁଗଣ ମଣିଷ ଜୀବନରେ କେତେବେଳେ କେଉଁ ରୋଗ ଆସିଥାଏ ତାହା ସେ ନିଜେ ଜାଣି ପାରେ ନାହିଁ । ଏହାର ମୁଖ୍ୟ କାରଣ ହେଉଛି ନିୟମିତ ଖାଦ୍ଯରେ ପରିବର୍ତ୍ତନ ଓ ନିଜର ସ୍ଵାସ୍ଥ୍ୟର ଠିକ ଭାବେ ଯତ୍ନ ନ ନେବା । ଶରୀରର ପ୍ରତେକ ଅଙ୍ଗର ମହତ ଭିମିକା ରହିଛି । ସେହିପରି କିଡନୀ ଆମ ଶରୀରୀ ର ଏକ ଗୁରୁତ୍ଵ ପୂର୍ଣ୍ଣ ଅଙ୍ଗ ଅଟେ । କିଡନୀ ରେ କୌଣସି ପ୍ରକାରର ସମସ୍ଯା ଦେଖାଗଲେ ଭବିଷ୍ୟତରେ ଆମକୁ ବିଭିନ୍ନ ସମସ୍ୟାର ସମୁଖିନ୍ନ ହେବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ କହିବୁ କିଡନୀ ଖରାପ ହେବା ପୂର୍ବରୁ କେଉଁ କେଉଁ ସଂକେତ ମିଳିଥାଏ ।

1- ହାଇ ବ୍ଲଡ଼ ପ୍ରେସର ହେଉଛି କିଡନୀ ଖରାପ ହେବାର ପ୍ରଥମ ସଂକେତ ଅଟେ । ଯଦି 30 ବର୍ଷ ରୁ କମ ବୟସର ବ୍ୟକ୍ତିଙ୍କୁ ବ୍ଲଡ଼ ପ୍ରେସର ସମସ୍ଯା ରହୁଛି ତେବେ ଏହି ବୟସରେ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।

2- ପରିସ୍ରାରେ ଫେଣ ପଡୁଛି ତେବେ କିଡନୀ ଖରାପ ହେବାର ଲକ୍ଷଣ ହୋଇଥାଏ । ତେଣୁ ଏମିତି ସମସ୍ଯା ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରି ନେବା ଆଉଚିତ ।

3- କିଡନୀ ଖରାପ ହେବାର ତୃତୀୟ ସଂକେତ ହେଲା ଶରୀରର କୌଣସି ଅଙ୍ଗ ଫୁଲିଯିବା । କୁହାଯାଏ କିଡନୀ ଫେଲ ହେଲେ ଶରୀରରେ ରକ୍ତ ଖରାପ ହୋଇଯାଏ । ଯାହା ଫଳରେ ଶରୀର ଫୁଲିବାରେ ଲାଗିଥାଏ ।

4- ଶୀଘ୍ର ଥକିଯିବା କିଡନୀ ଫେଲ ହେବାର ଚତୁର୍ଥ ଲକ୍ଷଣ ଅଟେ । ଯଦି କୌଣସି ବ୍ୟକ୍ତି କିଛି କମ ନ କରି ଜଲ୍ଦି ଥକି ଯାଉଛନ୍ତି ତେବେ ଏହା କିଡନୀ ଖରାପ ହେବାର ଲକ୍ଷଣ ଅଟେ ।

5- କିଡନୀ ଖରାପ ହେବାର ପଞ୍ଚମ ସଂକେତ ହେଉଛି ସବୁବେଳେ ଥଣ୍ଡା ଲାଗି ରହିବା । ଏମିତି କ୍ଷେତ୍ରରେ ଗରମ ପରିବେଶ ମଧ୍ୟ ସବୁବେଳେ ଥଣ୍ଡା ଲାଗିଥାଏ । ତେବେ ତୁରନ୍ତ ଏହାରା ଚିକିତ୍ସା କରାନ୍ତୁ ।

6- ପରିସ୍ରା ରେ ରକ୍ତ ପଡିବା ମଧ୍ୟ କିଡନୀ ଫେଲ ହେବାର ମୁଖ୍ୟ କାରଣ ଅଟେ । ପରିସ୍ରା ରେ ପରିବର୍ତ୍ତନ ହେବା କାରଣରୁ କିଡନୀ ଖରାପ ହୋଇଥାଏ । ତେଣୁ ତୁରନ୍ତ ଡାକ୍ତର ଙ୍କ ସହ ପରାମର୍ଶ କରି ଏହାର ଚିକିତ୍ସା କରାନ୍ତୁ । ତେବେ କିଡନୀ ଖରାପ ହେବାର ଏହି ସବୁ ଲକ୍ଷଣ ହୋଇଥାଏ ।

ଏହା ଆପଣଙ୍କ ସହ ହେଉଥିଲେ ନିଶ୍ଚୟ ଏହାର ପ୍ରତିକାର କରି ନିଅନ୍ତୁ । ଶେଷରେ ଏତିକି କହିବୁ କିଡନୀ କୁ ସଂପୂର୍ଣ୍ଣ ସୁସ୍ଥ ରଖିବା ପାଇଁ ପ୍ରତେକ ଦିନ କଞ୍ଚା ପିଆଜର ସେବନ କରିବା ଉଚିତ । ଏହା ଦ୍ଵାରା କିଡନୀ ଦୀର୍ଘ ଦିନ ଯାଏଁ ସୁସ୍ଥ ରହି ପାରିବ ।

ତେବେ ଆଶା କରୁଛୁ ଆପଣ ମାନେ ନିଶ୍ଚୟ ଜାଣି ସାରିଥିବେ କିଡନୀ କେଉଁ କେଉଁ କାରଣ ପାଇଁ ଖରାପ ହୋଇଥାଏ । ତେଣୁ ଏଥିପ୍ରତି ନିଶ୍ଚୟ ସତର୍କ ରୁହନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।