କିଡନୀ ଫେଲ ହେବା ପୂର୍ବରୁ ଦେଖାଦେଇଥାଏ ଏହି ସବୁ ସଙ୍କେତ, ଭୁଲରେ ବି ବେଖାତିର କରନ୍ତୁ ନାହିଁ – ଜାଣନ୍ତୁ ଓ ଶେୟାର କରନ୍ତୁ ସମସ୍ତଙ୍କ ସହିତ

ମଣିଷ ଜୀବନରେ କେହି ଜାଣେନା କେତେ ରୋଗ ଅଛି । ଏହି ସବୁ ରୋଗର ପ୍ରକୃତ କାରଣ ହୋଇଥାଏ ଠିକ ଭାବରେ ଖାଦ୍ୟ ପେୟ ନହେବା ଓ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନନେବା । ଜଣାଇ ଦେଉଛୁ ସ୍ଵାସ୍ଥ୍ୟର ଯତ୍ନ ନନେବା ବହୁତ ଭୟାନକ ହୋଇପାରେ । ଏମିତିରେ ଆମେ ଆଜି ଆପଣମାନଙ୍କ ପାଇଁ କିଡନୀ ସହିତ ସମ୍ପୃକ୍ତ ସୂଚନା ଆଣି ଆସିଛୁ, ଯାହାକୁ ଜାଣିଲେ ଆପଣଙ୍କୁ ସାହାର୍ଯ୍ୟ ମିଳିପାରେ ।

Image courtesy: Google

ଜଣାଇ ଦେଉଛୁ କି କିଡନୀ ଶରୀରର ଏକ ମହତ୍ତ୍ୱପୂର୍ଣ୍ଣ ଭାଗ ଅଟେ, ଯେଉଁଥିରୁ ଗୋଟିଏ ଖରାପ ହୋଇଗଲେ ମଧ୍ୟ ମଣିଷ ବଞ୍ଚିପାରେ କିନ୍ତୁ ଆପଣଙ୍କୁ ଯଦି ଏହାର ଲକ୍ଷଣ ଦେଖାଦିଏ ତେବେ ଡକ୍ଟର ସହିତ ନିଶ୍ଚୟ ସମ୍ପର୍କ କରିବା ଆବଶ୍ୟକ କାରଣ କିଡନୀ ଖରାପ ହେଲେ ଆପଣ ଧୀରେ ଧୀରେ ମୃତ୍ୟୁ ଆଡକୁ ଗତି କରନ୍ତି । ଏମିତିରେ ଆପଣଙ୍କୁ ଜଣା ଥିବା ଆବଶ୍ୟକ କି କିଡନୀ ଫେଲର ଲକ୍ଷଣ ସବୁ କଣ । ତେବେ ଚାଲନ୍ତୁ ଜାଣିବା ତାହା କଣ?

କିଡନୀ ଫେଲ ହେବାର ଲକ୍ଷଣ

ଏମିତି ତ କିଡନୀ ଫେଲ ହେବାର ବହୁତ ଲକ୍ଷଣ ଥାଏ, କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏମିତିକା ଲକ୍ଷଣ ବିଷୟରେ ଜଣାଇବୁ, ଯାହାକୁ ଆପଣ ସହଜରେ ଜାଣି ପାରିବେ ଓ ସାବଧାନ ମଧ୍ୟ ହୋଇପାରିବେ ।

୧ । ପରିଶ୍ରାରେ ଫେଣ ଆସିବା

 

କିଡନୀ ଫେଲ ହେବାର ସବୁଠୁ ବଡ ଲକ୍ଷଣ ଏହି ହୋଇଥାଏ । ଆଜ୍ଞା ହଁ , ଯଦି ଆପଣଙ୍କ ପରିଶ୍ରାରେ ଫେଣ ଆସୁଛି ତେବେ ଆପଣ ଡେରି ନ କରି ଡାକ୍ତରଙ୍କୁ ସାକ୍ଷାତ କରନ୍ତୁ ଯାହା ଦ୍ଵାରା ସବୁ ସମସ୍ୟାର ସମାଧାନ ହୋଇ ପାରିବ ନତୁବା ଆପଣଙ୍କୁ ଏହାର ବହୁତ ବଡ ମୂଲ୍ୟ ଦେବାକୁ ପଡିବ ।

୨ । ଶରୀରର କୌଣସି ଅଂଶ ଫୁଲିଯିବା

Image courtesy: Google

ଯଦି ଆପପଣଙ୍କ ଶରୀରର କୌଣସି ଅଂଶ ଫୁଲିଯାଉଥାଏ ତେବେ ଆପଣଙ୍କୁ ସାବଧାନ ହୋଇଯିବା ଆବଶ୍ୟକ । କୁହାଯାଏ କି କିଡନୀ ଫେଲ ହୋଇଗଲେ ସର୍ବପ୍ରଥମେ ରକ୍ତ ଖରାପ ହୋଇଯାଏ, ଯାହା କାରଣରୁ ଆପଣଙ୍କ ଶରୀର ଫୁଲିବାକୁ ଲାଗେ । ଏମିତିରେ ଆପଣଙ୍କୁ ଡାକ୍ତର ସହିତ ସାକ୍ଷାତ କରିବା ଆବଶ୍ୟକ ।

୩ । ଥକିଯିବା

Image courtesy: Google

ଯଦି ଆପଣଙ୍କୁ କୌଣସି କାମ ନକରି ମଧ୍ୟ ଥକି ଯାଉଛନ୍ତି, ତେବେ ଏହି ଲକ୍ଷଣ ଭୟାନକ ହୋଇପାରେ । ଆଜ୍ଞା ହଁ, ଶରୀର ଥକିଯିବା ଆପଣଙ୍କୁ ଏହି ସୂଚନା ଦେଇଥାଏ କି ଆପଣ କୌଣସି ବଡ ରୋଗର ଶିକାର ହେବାକୁ ଯାଉଛନ୍ତି ।

୪ । ସବୁବେଳେ ଥଣ୍ଡା ଲାଗିବା

Image courtesy: Google

ଆପଣଙ୍କୁ କହି ରଖୁଚୁ କି କିଡନୀ ଖରାପ ହେବା କାରଣରୁ ଯେଉଁ ଅନିମିଆ ରୋଗ ହୋଇଥାଏ, ସେଥିରେ ଗରମ ପରିବେଶରେ ମଧ୍ୟ ଥଣ୍ଡା ଲାଗିଥାଏ । ଏମିତିରେ ଯଦି ଆପଣଙ୍କୁ ବି ଥଣ୍ଡା ଲାଗୁଛି, ତେବେ ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ ।

୫ । ପରିଶ୍ରାରେ ରକ୍ତ ପଡିବା

Image courtesy: Google

ପରିଶ୍ରାରେ କୌଣସି ପ୍ରକାରର ପରିବର୍ତ୍ତନ କିଡନୀ ଖରାପ ହୋଇଥିବାର ସଙ୍କେତ ଦେଇଥାଏ । ଯଦି ଆପଣଙ୍କ ପରିଶ୍ରାରେ କୌଣସି ପରିବର୍ତ୍ତନ ଆସୁଛି ତେବେ ଡାକ୍ତର ପରାମର୍ଶ କରନ୍ତୁ । ଏହା ବି କହି ରଖୁଚୁ କି ପରିଶ୍ରାରେ ରକ୍ତ ପଡିବା ସଙ୍କେତ ଦିଏ କି ଆପଣଙ୍କ କିଡନୀ ପୁରା ଖରାପ ହେବାକୁ ଲାଗିଲାଣି ।

ଏହା ସବୁ ବ୍ୟତୀତ ଯଦି ପରିଶ୍ରା କରୁଥିବା ସମୟରେ ଆପଣଙ୍କୁ କଷ୍ଟ ହୋଇଥାଏ ତେବେ ମଧ୍ୟ ଏହା କିଡନୀ ଖରାପ ହେବାର ସଙ୍କେତ ଦେଇଥାଏ । ଡାକ୍ତର ବି ପରାମର୍ଶ ଦିଅନ୍ତି କି ପରିସ୍ରା କରିବା ସମୟରେ କୌଣସି ପ୍ରକାରର କଷ୍ଟ ହେଉଥିଲେ ଏଥିପାଇଁ ଚେକଅପ କରିବା ବହୁତ ଜରୁରୀ ଅଟେ । ସଚେତନତା ପାଇଁ ଏହି ଆର୍ଟିକିଲ ଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଆମ ପେଜକୁ ଲାଇକ କରିବାକୁ ଭୁଲିବେନି ।