ମୃତ୍ୟୁର କିଛି ସେକେଣ୍ଡ ପୂର୍ବରୁ ନିଆ ହୋଇଥିଲା ଏହିସବୁ ଫଟୋ, ଶେଷ ଫଟୋ ଟି ସବୁଠୁ ଅଧିକ ଭୟାନକ

ମୃତ୍ୟୁ ଏକ ଶବ୍ଦ ନୁହେଁ, ହିନ୍ଦୁ ଧର୍ମର ମହାଭାରତ ଗ୍ରନ୍ଥ ଅନୁସାରେ ମୃତ୍ୟୁ ହେଉଛନ୍ତି ଏକ ମଙ୍ଗଳକାରୀ ଦେବୀ । ସାମାନ୍ୟ ଭାଷାରେ କୌଣସି ଜୀବନ୍ତ ପ୍ରାଣୀର ଅନ୍ତକୁ ମୃତ୍ୟୁ କୁହାଯାଏ । ମୃତ୍ୟୁ ସାମାନ୍ୟତଃ ବୃଦ୍ଧାବସ୍ଥା, ଲାଳସା, ମୋହ, ରୋଗ ଓ କୁପୋଷଣର ପରିଣାମ ସ୍ୱରୂପ ହୋଇଥାଏ । ମୃତ୍ୟୁର ୧୦୧ ଟି ସ୍ୱରୂପ ରହିଥାଏ, ହେଲେ ମୁଖ୍ୟ ୮ ପ୍ରକାରର ରହିଥାଏ । ଯେଉଁଥିରେ ବୃଦ୍ଧାବସ୍ତାସ୍ଥା, ରୋଗ, ଦୁର୍ଘଟଣା, ଆକସ୍ମିକ ଆଘାତ, ଶୋକ, ଚିନ୍ତା ଓ ଲାଳସା ମୃତ୍ୟୁର ମୁଖ୍ୟ ରୂପ ଅଟେ ।

ଆଜିକାଲି ଦୁନିଆରେ ଲୋକମାନେ ସୋସିଆଲ ମିଡିଆରେ ଫଟୋ ସେୟାର କରୁଛନ୍ତି । ଏହି ସବୁ ଫଟୋକୁ ପୁରା ଦୁନିଆର ଲୋକମାନେ ଦେଖିଥାନ୍ତି । ଆଜି ଆମେ ଏହିପରି କିଛି ଫଟୋ ଦେଖାଇବୁ ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ହେଲେ ଏହି ଫଟୋରେ ଏକ ଖାସ କଥା ଏହା ଅଟେ କି, ଏହି ଫଟୋ ମୃତ୍ୟୁର କିଛି ସେକେଣ୍ଡ ପୂର୍ବରୁ ହିଁ ଉଠାଯାଇଥିଲା ।


୧. ରୁସର ପାବେଲ କାଶିନ ୧୬ ମହଲା ବିଶିଷ୍ଟ ବିଲଡିଙ୍ଗର କଣରେ ଷ୍ଟଣ୍ଟ ଦେଖାଉଥିଲେ । ସେଠାରେ ସେ ନିଜର ସନ୍ତୁଳନକୁ ହରାଇଥିଲେ ଓ ବିଲଡିଙ୍ଗରୁ ତଳକୁ ଖସି ପଡିଥିଲେ । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଫଟୋ ତାଙ୍କ ମୃତ୍ୟୁର କିଛି ସେକେଣ୍ଡ ପୂର୍ବରୁ ଉଠା ଯାଇଥିଲା ।


୨. ଏହି ଫଟୋ ହେଉଛି ଭିକ୍ଟର ବ୍ୟାରିୟୋଙ୍କର । ସେ ଜଣେ ଫେମସ ବୁଲ୍ ଫାଇଟର ଥିଲେ । ସବୁବେଳ ପରି ସେ ମଇଦାନରେ ଗୋଟିଏ ଷଣ୍ଢ ସହ ଲଢୁଥିଲେ । ଯାହାଫଳରେ ଷଣ୍ଢ ତାଙ୍କର ମୃତ୍ୟୁ କରିଥିଲା । ଏହି ଫଟୋଟି ହେଉଛି ତାଙ୍କ ମୃତ୍ୟୁର କିଛି ସମୟ ପୂର୍ବର ।


୩. ଏହି ଫଟୋ ହେଉଛି ତୀର୍ଥଯାତ୍ରାକୁ ଯାଉଥିବା ଶିଖ ମାନଙ୍କର । ଏମାନେ ଶିଖ ଧର୍ମର ପବିତ୍ର ସ୍ଥାନ ହେମକୁଣ୍ଡ ସାହେବଙ୍କ ଦର୍ଶନ କରିବା ପାଇଁ ଯାଉଥିଲେ । ହେଲେ ଦୁର୍ଭାଗ୍ୟବଶତଃ ସେମାନଙ୍କର ଆକ୍ସିଡେଣ୍ଟ ହୋଇଯାଇଥିଲା । ଏହି ସେଲ୍ଫି ଆକ୍ସିଡେଣ୍ଟର କିଛି ସମୟ ପୂର୍ବରୁ ଉଠା ଯାଇଥିଲା ।


୪. ଏହି ଫଟୋରେ ଦେଖାଯାଉଥିବା ଲୋକ ହେଉଛନ୍ତି ୩୧ ବର୍ଷର ରିସର୍ଚର ଡେବିଡ । ସେ ଥିଲେ ଜଣେ ଜ୍ଵାଳାମୁଖୀ ରିସର୍ଚର । ସବୁବେଳେ ପରି ସେ ନିଜର କାମ କରୁଥିଲେ । ହେଲେ ଜ୍ଵାଳାମୁଖୀ ଫାଟିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଫଟୋ ଜ୍ଵାଳାମୁଖୀ ଫାଟିବାର କିଛି ସମୟ ପୂର୍ବରୁ ଉଠା ଯାଇଥିଲା ।