କିଛି ଦେଶରେ ଅଛି ଏମିତି ଅଜବ ଗଜବ ଆଇନ, ଚୁଇଙ୍ଗମ ଖାଇଲେ ବି ଆପଣଙ୍କୁ…

ସମାଜକୁ ସଠିକ ରୂପରେ ସଞ୍ଚାଳନ କରିବା ପାଇଁ କଡା ଆଇନ ର ଆବଶ୍ୟକତା ଅଟେ । ଯଦି ଉଚିତ ପ୍ରଶାସନ ନାହିଁ ତେବେ ଏହା ସ୍ଵାଭାବିକ ଅଟେ କି ସମାଜରେ ସମସ୍ୟା ବଢିବ । କିନ୍ତୁ କଣ ଆପଣ କେବେ ଚିନ୍ତା କରିଛନ୍ତି କି ଯଦି ଉତ୍ପୀଡ଼ନକୁ ଶେଷ କରିବାର ସେହି ଆଇନ ହିଁ ଯଦି ଏକ ସମସ୍ୟା ହୋଇଯାଏ ତେବେ କଣ ହେବ ! ଦୁନିଆରେ ଏମିତି କିଛି ଦେଶ ଅଛି ଯେଉଁମାନଙ୍କ ଆଇନ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଆପଣ ପ୍ରାୟତଃ ମଦ, ସିଗାରେଟ, ତମ୍ବାକୁ, ପାନ ମସଲା ଇତ୍ୟାଦି ଜିନିଷ ଉପରେ ପ୍ରତିବନ୍ଧକ ଲଗାଯାଇଥାଏ ବୋଲି ଶୁଣିଥିବେ । କିନ୍ତୁ କଣ ଆପଣ କେବେ ଚ୍ୟୁଇଂ ଗମ ଉପରେ ପ୍ରତିବନ୍ଧକ ଲାଗିଥିବା ବିଷୟରେ ଶୁଣିଛନ୍ତି ? କିନ୍ତୁ ସିଙ୍ଗାପୁରରେ ୨୦୦୪ରେ ଏହା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ଆଇନ ପଛରେ ସରକାରଙ୍କର ତର୍କ ଏହା ଅଟେ କି ଏହା ସ୍ଵଛତା ପାଇଁ ସମସ୍ୟା ଉତ୍ପନ୍ନ କରୁଛି ।

ଏତିକି ନୁହେଁ ଆପଣ ଦେଶ ବାହାରୁ ବି ଚିଉଇଂ ଗମ ଆଣି ପାରିବେ ନାହିଁ । ଯଦି ଆପଣଙ୍କ ପାଖରେ ଏକ ଚୋବାଇବା ପାଇଁ ଗମ ଅଛି, ତେବେ ଆପଣଙ୍କୁ ହୱାଈ ଅଡ୍ଡାକୁ ନିଆଯାଇଥାଏ ।

ପିଲାମାନେ ଆପଣଙ୍କର ଅଟନ୍ତି ତଥାପି ବି ଆପଣ ତାଙ୍କର ନାମ ନିଜ ଇଚ୍ଛା ଅନୁସାରେ ରଖି ପାରିବେ ନାହିଁ । ଏଥିପାଇଁ ସରକାର ଠିକ କରିବେ କି ଆପଣ କଣ ନାମ ରଖିବେ ନିଜ ପିଲାମାନଙ୍କର ? ଏହି ଅଜବ ଗଜବ ଆଇନ ଡେନମାର୍କର ଅଟେ ।

ଡେନମାର୍କରେ ଆପଣ ନିଜ ପିଲାମାନଙ୍କର ନାମ ନିଜ ସମ୍ପତିର କାଗଜପତ୍ରରେ ବି ରଖି ପାରିବେ ନାହିଁ । ଏଥିପାଇଁ ସରକାରଙ୍କ ଦ୍ଵାରା ୭୦୦୦ ନାମର ଏକ ସୂଚୀ ଆପଣଙ୍କୁ ପ୍ରଦାନ କରାଯିବ । ଯେଉଁଥିରୁ ଆପଣଙ୍କୁ ଏକ ନାମ ବାଛିବାର ଅଛି ।

ଆପଣଙ୍କୁ ନିଜର ପିଲାମାନଙ୍କର ନାମ ଏହିଭଳି ଦେବାର ଅଛି ଯାହାକୁ ସେ ବୁଝି ପାରୁଥିବ । ଯଦି ଆପଣ ନିଜ ପସନ୍ଦର ନାମ ରଖିବାକୁ ଚାହୁଁଛନ୍ତି ଓ ସେହି ନାମଟି ସୁଚିରେ ନାହିଁ, ତେବେ ଆପଣଙ୍କୁ ସେହି ନାମ ଚର୍ଚ ଓ ସରକାରଙ୍କ ଆଗରେ ପ୍ରସ୍ତୁତ କରିବାକୁ ହେବ ।

ଚାଲିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ଏହି ଦେଶରେ ଆପଣ ଏହାକୁ କରି ପାରିବେ ନାହିଁ । ବାସ୍ତବରେ ୨୦୧୪ରେ ଅହିୟାର ଅଧ୍ୟକ୍ଷ ଜଗିଂଗ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହି ବିଶେଷ ଆଇନ ପଛରେ, ତାଙ୍କର ତର୍କ ଥିଲା କି ଲୋକମାନେ ଅସାମାଜିକ ଗତିବିଧି ଗୁଡିକ କରିବା ପାଇଁ ଜଗିଂଗ କରିବାକୁ ଚାହାଁନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।