ଖୁସି ହେଲେ ଶନିଦେବ, ଆଜି ରାତି ୧୨ଟା ଠାରୁ ଏହି ୫ଟି ରାଶି ର ଖୋଲିଯିବ ଭାଗ୍ୟ, ମିଳିବ ବଡ଼ ଖୁସି ଖବର..

ଶନିଦେବ ହେଉଛନ୍ତି ସୂର୍ଯ୍ୟ ଦେବ ଙ୍କ ପୁତ୍ର । ଶନି ଙ୍କୁ ନ୍ୟାୟର ଦେବତା ମଧ୍ୟ କୁହାଯାଏ । ଆଜି ଆମେ କହିବାକୁ ଯାଉଛୁ କିଛି ଏମିତି ରାଶି ବାବଦରେ ଯାହା ଉପରେ କି ଭଗବାନ ଶନି ଙ୍କ ଦ୍ରୁଷ୍ଟି ସର୍ବଦା ରହିଥାଏ । ଏମିତି ରେ ତ ଶନି ନିଜର ସମସ୍ତ ଭକ୍ତ ଉପରେ ବିଶେଷ କୃପା ବନେଇଥାନ୍ତି । କିନ୍ତୁ ଏହି ୪ଟି ରାଶି ଉପରେ ଶନି ନିଜର କୃପା ବର୍ଷେଇବା ସହ ସେମାନଙ୍କ ଉପରେ ନିଜର କୃପାଦୃଷ୍ଟି ବନେଇରଖିଥାନ୍ତି । ଭଗବାନ ଶନି ଙ୍କ କୃପା ରୁ ଏହି ରାଶି ର ଭାଗ୍ୟ ଚମକିବା ସହିତ ସେମାନଙ୍କ ଲାଭ ହୋଇଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଦେଵ ଙ୍କ କୃପା ରୁ ଏହି ରାଶି ମାନଙ୍କ ଭାଗ୍ୟ ରେ ଅଶେଷ କୃପା ସୁଖ ଶାନ୍ତି ସହ ଧନ ମଧ୍ୟ ଆସିବ । ଆଉ ଧନ ସମ୍ବନ୍ଧ ସମସ୍ତ ସମସ୍ୟା ଦୂର ହେବ । ଚାଲନ୍ତୁ ଜାଣିବା କେଉଁ ରାଶି ଗୁଡିକ ଉପରେ ଭଗବାନ ଶନି ଙ୍କ କୃପା ବଜାୟ ରହିଥାଏ ।

ମେଷ

 

ମେଷ ରାଶିର ଦୁଃଖ ର ଦିନ ଶେଷ ହେଲା । ଏହି ରାଶି ର କପାଳ ରେ ଆଜିଠୁ ଶନିଦେଵ ଙ୍କ କୃପା ବର୍ଷିବ, ଯାହା ଫଳରେ ଏମାନେ ଜୀବନ ରେ ବହୁତ ସଫଳତା ପାଇବେ । ବେପାରୀ ମାନଙ୍କ ର ଧନ ଲାଭ ହୋଇପାରେ, ଆପଣଙ୍କୁ ଧନ କମେଇବାର ନୂଆ ନୂଆ ରାସ୍ତା ମାନ ଦେଖାଯିବ । ପରିବାର ରେ ସୁଖ ଶାନ୍ତି ବଜାୟ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଆଜି ରାତି ଠାରୁ ଆପଣଙ୍କ ଜୀବନ ବଦଳି ଯିବ, ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

ସିଂହ

 

ଏହି ରାଶି ର ଲୋକ ମାନଙ୍କ ଉପରେ ଶନି ଙ୍କ କୃପା ରୁ କାର୍ଯ୍ୟ କ୍ଷେତ୍ର ରେ ଅପାର ସଫଳତା ବଜାୟ ରହିବ । ଏହି ରାଶି ର ଲୋକମାନଙ୍କ ର ପ୍ରବଳ ବେପାର ହବ ଆଉ ଲାଭ ହେବାର ଯୋଗ ମଧ୍ୟ ବନୁଛି । ବ୍ୟବସାୟ ଆଉ ଚାକିରୀ କରୁଥିବା ଲୋକଙ୍କର ପ୍ରମୋସନ ହବ, ସମାଜ କ୍ଷେତ୍ର ରେ ଆପଣଙ୍କ ସମୃଦ୍ଧି ହବ ତା ସହିତ ଆପଣ ନିଜର ପୁରୁଣା ରୋଗ ରୁ ମୁକ୍ତି ପାଇବେ । ଘର ପରିବାର ରେ ସୁଖ ବନିରହିବ ।

କୁମ୍ଭ

 

ଏହିରାଶି ଉପରେ ମଧ୍ୟ ଶନି ଙ୍କ ପ୍ରବଳ କୃପା ବର୍ଷିଛି । ଏହିକରଣ ରୁ ଅପଣ ମାନେ ନିଜ ଜୀବନ ରେ ବହୁତ ପରିବର୍ତ୍ତନ ଦେଖିବାକୁ ପାଇବେ । ଜ୍ୟୋତିଷ ମାନଙ୍କ ମତ ରେ କୁମ୍ଭ ରାଶି ର ସବୁ ଲୋକଙ୍କ ଉପରେ ଧନ ସମ୍ପତ୍ତି ଗତ ସବୁ ସମସ୍ୟା ଦୂର ହେଇଯିବ । ଛାତ୍ର ମାନଙ୍କ ଜୀବନ ରେ ସଫଳତା ଆସିବ । ଆପଣଙ୍କୁ ହଠାତ ଧନ ଲାଭ ମଧ୍ୟ ହୋଇପାରେ ।

ମୀନ

ଏହିରାଶି ର ଲୋକମାନେ ବେପାର ରେ ଲାଭ ପାଇବେ । ଚାକିରୀ କରୁଥିବା ଲୋକଙ୍କର ଦରମା ରେ ବୃଦ୍ଧି ହବ । ଆପଣଙ୍କ ଆଗକୁ ଆସୁଥିବା ସମୟ ବହୁତ ଭଲ ରହିବା ସହିତ ଆପଣଙ୍କୁ ଆକଶ୍ମୀତ ଧନ ଲାଭ ହୋଇପାରେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ସମୟ ବହୁତ ଶୁଭ ରହିବ । ସବୁ କାମ ରେ ଅପାର ସଫଳତା ମିଳିବ । ଦାମ୍ପତ୍ୟ ଜୀବନ ରେ ମଧୁରତା ରହିବ ଏବଂ ଶନିଦେବ ଙ୍କ କୃପା ରୁ ଆପଣଙ୍କ ଆର୍ଥିକ ସ୍ଥିତି ବହୁତ ମଜବୁତ ରହିବ । ଘର ପରିବାର ରେ ଖୁସି ବନିରହିବ । ଏହି ଶନିବାର ଏକ ଦୀପ ଶନି ଦେବଙ୍କ ନାମରେ ଜଳାନ୍ତୁ ।