ଖରାପ କିଡନୀକୁ ପୁରାପୁରି ଠିକ କରିଦେବ ଏହି ଗଛ, ହେବ ନାହିଁ ଏବେ କିଡନୀ ରୋଗୀଙ୍କର ଟ୍ରାଂସପ୍ଲାଂଟ, ଜାଣନ୍ତୁ କେମିତି ଓ ସେଆର କରନ୍ତୁ ସମସ୍ତଙ୍କ ସହିତ

ଦୁନିଆରେ ଏମିତି ବହୁତ ଗଛ ଅଛି ଯାହାର କି ବଡ ରୁ ବଡ ରୋଗକୁ ବି ଠିକ କରିଦେବାର ସାମର୍ଥ୍ୟ ଅଛି । ଆୟୁର୍ବେଦରେ ପୁନର୍ନବା ଗଛର ଗୁଣକୁ ଅଧ୍ୟୟନ କରି ଭାରତୀୟ ବୈଜ୍ଞାନିକମାନେ ଏଥିରୁ ନୀରୀ କେଏଫଟୀ ନାମକ ଔଷଧ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ କିଡନୀର ରୋଗ ଠିକ ହୋଇ ପାରିବ । କିଡନୀରେ କ୍ଷତିଗ୍ରସ୍ତ କୋଶିକା ଗୁଡିକୁ ପୁଣି ଥରେ ସ୍ଵସ୍ଥ ହୋଇଥାଏ ଏବଂ ଏହା ସହିତ ସଂକ୍ରମଣର ଆଶଙ୍କା ବି ଏହା ଦ୍ଵାରା କେତେ ଗୁଣା କମ ହୋଇଥାଏ । ଯଦି କାହାକୁ ଏହିଭଳି ରୋଗ ଅଛି ତେବେ ସେମାନଙ୍କୁ ଏହାକୁ ନିଶ୍ଚିତ ପଢିବା ଦରକାର ।

ଖରାପ କିଡନୀକୁ ବିଲକୁଲ ଠିକ କରିଦେବ ଏହି ଗଛ

କିଛି ସମୟ ପୂର୍ବରୁ ହିଁ ପୁସ୍ତିକା ଇଂଡୋ ଆମେରିକନ ଜର୍ନଲ ଅଫ ଫର୍ମାସ୍ଯୁଟିକଲ ରିସର୍ଚରେ ପ୍ରକାଶିତ ଏକ ରିସର୍ଚ ରିପୋର୍ଟରେ କୁହାଯାଇଛି, ପୁନର୍ନବାରେ ଗୋରୁଖୁ, ବରୁଣ, ପତ୍ଥରପୁରା, ପାଷାଣଭେଦ, କମଲ କକଡୀ ଭଳି ବୁଟୀ ଗୁଡିକ ମିଶାଇ ତିଆରି କରାଯାଇଥିବା ଔଷଧ ନୀରୀ କେଏଫଟୀ କିଡନୀରେ କ୍ରିଏଟିନିନ ୟୂରିୟା ଏବଂ ପ୍ରୋଟୀନକୁ ନିୟନ୍ତ୍ରିତ କରିଥାଏ ।

କିଡନୀରେ କ୍ଷତିଗ୍ରସ୍ତ କୋଶିକାକୁ ସୁସ୍ଥ କରିବା ଛଡା ହୀମୋଗ୍ଲୋବିନକୁ ବି ବଢାଇ ଥାଏ । ବନାରସର ହିନ୍ଦୁ ବିଶ୍ଵବିଦ୍ୟାଳୟର (ବୀଏଚୟୂ)ର ପ୍ରଫେସର ଡା. କେ. ଏ. ଦ୍ୱିବେଦୀଙ୍କର କହିବା ଅଟେ କି ରୋଗର ପରିଚୟ ସମୟ ଭିତରେ ହେବା ଦ୍ଵାରା କିଡନୀକୁ ଠିକ କରାଯାଇ ପାରିବ । କିଛି ସମୟ ପୂର୍ବରୁ ହିଁ ବୀଏଚୟୂରେ ହୋଇଥିବା ସୋଧରେ ଜଣା ପଡିଛି କି କିଡନୀ ସମ୍ବନ୍ଧିତ ରୋଗ ନୀରୀ କେଏଫଟୀ କରଗାର ପ୍ରମାଣିତ ହୋଇଛି ।

ଆୟୁଷ ମନ୍ତ୍ରାଳୟର ଏକ ବରିଷ୍ଠ ଅଧିକାରୀ ଅନୁସାରେ, ଗତ ମାସରେ ହିଁ କେନ୍ଦ୍ର ସରକାର ଆୟୁଷ ମନ୍ତ୍ରାଳୟକୁ ଦେଶ ସାରା ପାଖାପାଖି ୧୨ ହଜାର ହେଲ୍ଥ ଏଂଡ ୱେଲନେସ ସେଣ୍ଟରର ସ୍ଥାପନା କରିବା ପାଇଁ ଦାୟିତ୍ଵ ଦେଇଛନ୍ତି । ଏହି କେନ୍ଦ୍ରରେ ଆୟୁଷ ପଦ୍ଧତି ଜରିଆରେ ଉପଚାର କରାଯିବ ଏବଂ ଏଠି ବର୍ଷ ୨୦୨୧ ପର୍ଯ୍ୟନ୍ତ କିଡନୀର କେବଳ ଯାଞ୍ଚ କରାଯିବ ନାହିଁ ନୀରୀ କେଏଫଟୀ ଭଳି ଔଷଧ ଦ୍ଵାରା ବି ଉପଚାର କରାଯିବ । ସେ ଏହା ବି କହିଛନ୍ତି କି କିଡନୀର ରୋଗକୁ ଚିହ୍ନଟ କରିବା ପାଇଁ ଯାଞ୍ଚ କରିବାର ସୁବିଧା ସମସ୍ତ ବ୍ୟକ୍ତିଙ୍କୁ ବିନା ଟଙ୍କାରେ ଉପଲବ୍ଧ କରାଯିବ ।

କିଡନୀ ରୋଗୀଙ୍କର ବଢୁଛି ସଂଖ୍ୟା

ଏମ୍ସର ନେଫ୍ରୋଲଜୀ ବିଭାଗାଧ୍ଯକ୍ଷ ଡା. ଏସ.କେ. ଅଗ୍ରୱାଲ କୁହନ୍ତି କି ସବୁଦିନ ଏଠି ୨୦୦ କିଡନୀ ରୋଗୀ ଓପୀଡୀରେ ଆସିଥାନ୍ତି ଏବଂ ଯେଉଁଥିରେ ୭୦ % ରୋଗୀଙ୍କର କିଡନୀ ଫେଲ ହୋଇଥିବାର ରିପୋର୍ଟ ଆସିଥାଏ । ତାଙ୍କର ଡାୟଲିସିସ କରାଯାଇଥାଏ ଏବଂ ଟ୍ରାଂସପ୍ଲାଂଟ ଏହାର ସ୍ଥାୟୀ ସମାଧାନ ଅଟେ । ଟ୍ରାଂସପ୍ଲାଂଟ ହେବାର ଥିବା ରୋଗୀଙ୍କର ସଂଖ୍ୟା ବହୁତ ଅଧିକ ଅଟେ । ହେଲେ ଏହି ଆୟୁର୍ବେଦିକ ଚିକତ୍ସା ରେ ଏହାକୁ ନାହୁତ କମ କରାଯାଇ ପାରିବ । ପୋଷ୍ଟଟିକୁ ସମସ୍ତଙ୍କ ସହିତ ସେଆର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି ।