କ୍ଷୀର ସହିତ ମିଶାଇ ଖାଇ ନିଅନ୍ତୁ ଏହି 1 ଜିନିଷ , 99 % ଆଣ୍ଠୁ ଗଣ୍ଠି ବିନ୍ଧା (Joint pain, knee pain) ଭଲ ହୋଇଯିବ- Health Tips

ଆଜିକାଲିର ଏହି ବ୍ୟସ୍ତ ବହୁଳ ଜୀବନରେ ମନୁଷ୍ୟ ନିଜର ଆଧୁନିକ ଜୀବନ ଶୈଳୀ ଦ୍ୱାରା ବହୁତ ପ୍ରକାରର ରୋଗରେ ପୀଡିତ ଥାଏ । ନିଜ ଶରୀରର ଠିକ ଭାବରେ ଯତ୍ନ ନେବାକୁ ସମୟ ପାଏ ନାହିଁ । ଆଜିକାଲି ସମୟରେ ମମନୁଷ୍ୟ ଆଧୁନିକ ଜୀବନ ଶୈଳୀକୁ ଆଦରି ବହୁତ ସମୟରେ ଫାଷ୍ଟ ଫୁଡ଼ ଖାଦ୍ୟ ଗ୍ରହଣ କରିଥାଏ । ଏହାଫଳରେ ଶରୀରକୁ ଠିକ ଭାବରେ ପୋଷାକ ମିଳିନଥାଏ ଯାହା ଫଳରେ ତାକୁ ଅଳସୁଆ ,ଥକା ପଣ , ହାଡ଼ ସମ୍ବନ୍ଧୀୟ ସମସ୍ୟା , ଆହୁରି ଅନେକ ଗମ୍ଭୀରରୁ ଗମ୍ଭୀର ରୋଗରେ ପୀଡିତ ହୋଇଥାଏ ।

ଯାହାର କି କୋୖଣସି ଚିକିତ୍ସା ହୋଇପାରେ ନାହିଁ ଓ ଶେଷରେ ମନୁଷ୍ୟ ମୃତ୍ୟୁ ମୁଖରେ ପଡିଥାଏ । ତେବେ ଆଜି ଆସନ୍ତୁ ଆମେ ଏପରି ୩ଟି ଜିନିଷ ବିଷୟରେ ଜାଣିବା ଯାହାକୁ କି କ୍ଷୀରରେ ପକାଇ ଖାଇବା ଦ୍ୱାରା ମନୁଷ୍ୟ ୧୦୦ ବର୍ଷ ପର୍ଯ୍ୟନ୍ତ ଶକ୍ତିଶାଳୀ ହୋଇରହିଥାଏ ।

ଅର୍ଥାତ ତାର ଶରୀରକୁ କୌଣସି ରୋଗ ଜୀବାଣୁ ଆକ୍ରମଣ କରି ପାରେ ନାହିଁ  । ଏହି ତିନୋଟି ଜିନିଷ ହେଲା ମାଖାନା , ଖସ ଖସ ଓ ମିଶ୍ରି । ଏହି ତିନୋଟି ଜିନିଷ କୁ କ୍ଷୀରରେ ମିଶାଇ ପିଇବା ଦ୍ୱାରା ଗମ୍ଭୀର ଗମ୍ଭୀର ରୋଗ ଭଲ ହୋଇଥାଏ । ପ୍ରକୃତ କଥା ହେଲା ଆମେ ଆମ ଶରୀରକୁ ଶକ୍ତିଶାଳୀ ବା ନିରୋଗ ରଖିବା ପାଇଁ ଆମେ ବହୁତ ପ୍ରକାରର ଔଷଧ ଖାଇଥାଉ କିନ୍ତୁ ଏହି ଔଷଧ ଦ୍ୱାରା ଆମ ଶରୀର ଶକ୍ତି ଶାଳୀ ହେବା ଅପେକ୍ଷା ଭିତରୁ କମଜୋର ହୋଇଯାଏ ।

ଆୟୁର ବେଦ ଅନୁସାରେ ସବୁ ମନୁଷ୍ୟ ନିଜେ ଜଣେ ଡାକ୍ତର ହୋଇପାରିବେ କାହିଁକିନା କୌଣସି ରୋଗ ହେଲେ ଏହାର ଉପଚାର କିପରି କରିହେବ ଜାଣିବା ଦ୍ୱାରା ଆପଣ ଏହାର ଉପଚାର କରି ଡାକ୍ତର ହୋଇପାରିବେ । କିନ୍ତୁ ଆମକୁ ଜଣା ନଥାଏ କି କିପରି କେଉଁ ରୋଗର ଉପଚାର କରିବେ । ସାଧାରଣ ଭାବରେ ଆମେ ଘରେ ରହି କାମ କରିଥାଉ ସେଠି ପାଇଁ ଆମକୁ ଥକା ଲାଗେ ଓ ଘରେ ରହିବା ଦ୍ୱାରା ଆମ ଉପରେ ଖରା ପଡେ ନାହିଁ , ଗ ଶରୀରରେ ଖରା ପଡିଲେ ଶରୀରକୁ ଶକ୍ତି ମିଳିଥାଏ । କିନ୍ତୁ ଆଜି ଆମେ ଯେଉଁ ପାନୀୟ ବିଷୟରେ କହିବୁ ଏହାକୁ ସବୁ ଦିନ ଗ୍ରହଣ କଲେ ଶରୀରକୁ ବହୁତ ଶକ୍ତି ମିଳିବ ଶରୀରକୁ ଫୁର୍ତୀ ମିଳିବ କାର୍ଯ୍ୟ କରିବା ପାଇଁ ।

ପ୍ରଥମ ଉପାଦାନଟି ହେଲା ମାଖାନା ଏହା ପଦ୍ମ ଫୁଲରୁ ମିଳିଥାଏ । ମାଖାନାରେ କ୍ୟାଲସିୟମ ଥାଏ ଏହା ଦ୍ୱାରା ଆମ ହାଡ଼ ମଜବୁତ ହୋଇଥାଏ । ଓଜନ କମାଇଥାଏ , ଉଚ୍ଚ ରକ୍ତଚାପ କୁ କାମ କରିଥାଏ । କିଡ୍ନୀକୁ ନିରୋଗୀ ରଖିଥାଏ , କୋଷ୍ଠକାଠିନ୍ୟକୁ ଭଲ କରିଥାଏ , କ୍ୟାନ୍ସର ଭଳି ରୋଗକୁ ଭଲ କରିଥାଏ କାହିଁକି ନା ଏଥିରେ ଏଣ୍ଟି ଅକ୍ସିଡେଣ୍ଟ ଭରପୁର ମାତ୍ର ରେ ଥାଏ ।ଏହା ଆମ ଆଣ୍ଠୁ ଗଣ୍ଠି ରୋଗ , ଗର୍ଭ ଧାରଣ ସମସ୍ୟାକୁ ଠିକ କରିଥାଏ ।

ଦ୍ଵିତୀୟ ଉପାଦାନଟି ହେଲା ଖସଖସ । ଏଥିରେ ପ୍ରଚୁର ମାତ୍ର ରେ ଆଇରନ ଥାଏ ଏହାଦ୍ୱାରା ଆମ ଶରୀରରେ ରକ୍ତ ତିଆରି ହୋଇଥାଏ । ଶରୀରରେ ରକ୍ତର ଅଭାବ ଦ୍ୱାରା ଚୁଟି ଝଡେ଼ ,ଦୃଷ୍ଟି ଶକ୍ତି କମଜୋର ହୋଇଥାଏ । ରକ୍ତ ଚାପି , ମୁଣ୍ଡ ବିନ୍ଧା , ମୁଣ୍ଡ ବୁଲାଇବା ଓ ଆଳସୁଆ ଲାଗିବା ଏହି ପରି ବହୁତ ବିମାରି ହୋଇଥାଏ । ଏଥିପାଇଁ ଖସ ଖସ ବ୍ୟବହାର ଦ୍ୱାରା ରକ୍ତ ହୀନତା ଦୂର ହୋଇଥାଏ ।

ଖସ ଖସ ରେ ପୋଟାସୀୟମ , ମ୍ୟାଗ୍ନେସିୟମ , ଜିଙ୍କ ଇତ୍ୟାଦି ଥାଏ ଏହା ଦ୍ୱାରା ଶରୀରର ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ହୋଇଥାଏ । ତୃତୀୟ ଉପାଦାନଟି ହେଲା ମିଶ୍ରି । ମିଶ୍ରି ଥଣ୍ଡା ହୋଇଥାଏ । ଏହା ପିତା ନାଶ କରିଥାଏ । ସବୁ ରୋଗ ପିତ ଦ୍ୱାରା ହୋଇଥାଏ ଯଥା ଥାଇରଏଡ଼ , ଡାଇବେଟିସ , ଚର୍ମ ରୋଗ , କାଛୁ କୁଣ୍ଡିଆ , ଏକଜିମା ,ଜଣ୍ଡିସ ଇତ୍ୟାଦି ରୋଗ ହୋଇଥାଏ । ଏହି ସବୁ ସାଂଘାତିକ ରୋଗ ଭଲ କରିବା ପାଇଁ ଆପଣ ଏହି ଉପଚାରକୁ କିପରି ପ୍ରସ୍ତୁତ କରି ସେବନ କରିବେ ଆସନ୍ତୁ ଜାଣିବା ।

କରେଇ ଗରମ କରି ସେଥିରେ ଦୁଇ ଚାମଚ ଘିଅ ଦେଇ ସେଥିରେ ଖସ ଖସ କୁ ପକାଇ ଗୋଳାଇ ସେଥିରେ ଗୋଟିଏ ଗ୍ଲାସ କ୍ଷୀର ତା ସହିତ କିଛି ମାଖାନା ପକାଇ ଭଲ ଭାବରେ ଫୁଟାନ୍ତୁ । ଏହି ମିଶ୍ରଣକୁ ଥଣ୍ଡା କରି ପିଇବା ଦ୍ୱାରା ଶରୀର ଶକ୍ତିଶାଳୀ ହେବା ଦ୍ୱାରା ଶରୀରକୁ ନିରୋଗ ରଖିଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।