ଏହି ଝିଅ ସହିତ କିଛି ଏମିତି କରିଲା ବାଘ, ଅଟକି ଗଲା ଲୋକମାନଙ୍କ ନିଶ୍ଵାସ, ଦେଖନ୍ତୁ ଭିଡିଓ

ଆଜିକାଲି ସୋସିଆଲ ମିଡିଆର ଜମାନା ଅଟେ ଓ ଏଠି ସବୁଦିନ କିଛି ନା କିଛି ଭିଡିଓ ସାମ୍ନାକୁ ଆସିଥାଏ । ଏହି ସବୁ ଭିଡିଓ ମଧ୍ୟରେ ଏମିତି କିଛି ଭିଡିଓ ଅଛି ଯାହା ବହୁତ ଭୟାନକ ବି ଅଟେ । ଆଜି ବି ଏକ ଏମିତି ଭିଡିଓ ସାମ୍ନାକୁ ଆସିଛି । ଆପଣମାନେ ଏହି ଭିଡିଓରେ ଦେଖି ପାରିବେ କି ଗୋଟିଏ ଯୁବତୀ ବାଘକୁ ଖାଇବାକୁ ଦେବାକୁ ଯାଇଥିଲା, କିନ୍ତୁ ବାଘ କିଛି ଏମିତି କରିଲା କି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ରହିଗଲେ ।

କହିଦେଉଛୁ କି ଏହି ଘଟଣା ରୁଷର ରାଜଧାନୀ ମସ୍କୋ ର ଏକ ଚିଡିଆଘରର ଅଟେ । ଯେଉଁଠି ଏକ ଯୁବତୀ ବାଘକୁ ଖାଇବାକୁ ଦେବାକୁ ଯାଇଥିଲା କିନ୍ତୁ ଗୋଟିଏ ବାଘ ତାହା ଉପରେ ଆକ୍ରମଣ କରିଦେଲା । କୁହାଯାଉଛି କି ଏହି ଯୁବତୀଟି ସେଠିକାର କର୍ମଚାରୀ ଅଟେ । ଯେଉଁ କାରଣରୁ ସେ ବାଘକୁ ଖାଇବାକୁ ଦେବାକୁ ଯାଇଥିଲା ।

କିନ୍ତୁ ଖାଦ୍ୟ ଦେଇ ସାରିବା ପରେ ଯେମିତି ହିଁ ସେ ଫେରୁଥିଲା ସେହି ସମୟରେ ବାଘ ତାହା ଉପରେ ପଛରୁ ଆକ୍ରମଣ କରିଦେଲା । ଏହା ପରେ ସେହି ଯୁବତୀକୁ ଆଘାତ ବି ଲାଗିଲା ଓ ତାହାର ଅବସ୍ଥା ବହୁତ ଗମ୍ଭୀର ହୋଇଗଲା । ସେହି ଦୃଶ୍ୟକୁ ଦେଖୁଥିବା ଲୋକମାନଙ୍କର କହିବାର ଅଟେ କି ବାଘ ଆକ୍ରମଣ କରିବା ପରେ ସେହି ମହିଳାକୁ ଟାଣି ଟାଣି ନିଜ ବାଡ ଭିତରକୁ ନେଇ ଗଲା ।

ଏହି ଘଟଣା ସମୟରେ ସେହି ଜୁ ର କୌଣସି ବି କର୍ମଚାରୀ ନ ଥିଲେ । କିନ୍ତୁ ଯୁବତୀର ଆବାଜ ଶୁଣି ସେଠି ବୁଲିବାକୁ ଆସିଥିବା ଲୋକମାନେ ବାଘ ଉପରେ ପଥର, ଚଉକି ଭଳି ଜିନିଷ ଫୋପାଡିବାକୁ ଲାଗିଲା । ଏହା ପରେ ବାଘ ସେହି ଯୁବତୀକୁ ଛାଡି ନିଜ ବାଡ ଆଡକୁ ଦଉଡି ଚାଲିଗଲା । ଯୁବତୀ ସେହି ସମୟରେ ବାଡରୁ ବାହାରି ଚାଲି ଆସିଲା ଓ ଆସିବା ମାତ୍ରେ ହିଁ ସେ ବେହୋସ ହୋଇ ପଡିଗଲା ।

ଏହା ପରେ ସେହି ଯୁବତୀକୁ ହସ୍ପିଟାଲରେ ଭର୍ତ୍ତି କରାଗଲା । କହିଦେଉଛୁ କି ଯୁବତୀର ଚେହେରା, ବେକ ଓ ଦୁଇ ହାତରେ ବହୁତ ଆଘାତ ଲାଗିଛି ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।