ଖାଇବା ପିଇବାରେ ହିଁ ଲୁଚି ରହିଅଛି ମହାଦେବଙ୍କୁ ପ୍ରସନ୍ନ କରିବାର ଉପାୟ, ଜାଣନ୍ତୁ କେଉଁଥିରୁ ମିଳିଥାଏ କେମିତି ବରଦାନ

ଭଗବାନ ଶିବଙ୍କୁ ଭୋଲେ ଭଣ୍ଡାରି କୁହାଯାଏ । ଭକ୍ତ ଗୋଟିଏ ପାତ୍ରରେ ପାଣି ବି ଚଢାଇ ଦିଅନ୍ତି ତେବେ ଭଗବାନ ଶିବ ପ୍ରସନ୍ନ ହୋଇଯାନ୍ତି । ମହାଦେବଙ୍କୁ ଯିଏ ବି ନିଜ ଶ୍ରଦ୍ଧାର ସହିତ ଧ୍ୟାନ କରି ତାଙ୍କୁ ଯେ କୌଣସି ଜିନିଷ ଚଢାଇ ଥାନ୍ତି ତେବେ ତାହାର ସବୁ ମନୋକାମନା ପୂରଣ ହୋଇଯାଏ । ଆପଣଙ୍କୁ ଏହା ଜଣା ନଥିବ କି ଅପାନଙ୍କର ଘରେ ଥିବା ଅନାଜ ଏବଂ ଖାଇବା ପିଇବା ଜିନିଷରେ ହିଁ ଭଗବାନ ଶିବଙ୍କୁ ପ୍ରସନ୍ନ କରିବାର ଉପାୟ ଲୁଚି ଅଛି ।

ଚାଉଳ

ଶିବମହାପୁରାଣରେ କୁହାଯାଇଛି କି ଶିବଲିଙ୍ଗ ଉପରେ ଧଳା ଚାଉଳ ଚଢାଇବା ଦ୍ଵାରା ବ୍ୟକ୍ତିକୁ ଧନଲାଭ ହୋଇଥାଏ । ସୋମବାର ଦିନ ଗୋଟିଏ ମୁଠା ଚାଉଳ ଶିବଙ୍କ ଉପରେ ଚଢାନ୍ତୁ ଏବଂ ପୁଣି ଏହାକୁ ଏକ ଗରିବକୁ ଦାନ କରି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଅପାର ଧନ ସମ୍ପଦ ମିଳିବ ।

ଯଅ

ଆମେ ଜୀବନରେ ପ୍ରାୟତଃ ସେହି ସବୁ ସମସ୍ୟା ଦ୍ଵାରା ଘେରି ରହିଥାଉ ଯାହା ଆମ ଦ୍ଵାରା ହୋଇ ନଥାଏ । କେତେ ଥର ପ୍ରୟାସ କରିବା ପରେ ବି ଆମେ ସେହି ସବୁ ସମସ୍ୟାରୁ ବାହାରି ପାରୁ ନାହୁଁ, କେତେ ଥର ଏହା ଏକ ଦୋଷ କାରଣରୁ ହୋଇଥାଏ । ଏହଭଳି ଦୋଷକୁ କମ କରିବା ପାଇଁ ଶିବଲଙ୍ଗ ଉପରେ ଯଅ ଚଢାନ୍ତୁ ।

ଗହମ

ଯଦି ଆପଣଙ୍କର ବାହାଘରକୁ ଲମ୍ବା ସମୟ ହୋଇ ଯାଇଛି ଏବଂ ଆପଣଙ୍କୁ ସନ୍ତାନର ସୁଖ ମିଳି ନାହିଁ ତେବେ ଶିବଲିଙ୍ଗ ଉପରେ ଗହମ ଚଢାଇବା ଦ୍ଵାରା ଆପଣଙ୍କୁ ସନ୍ତାନର ସୁଖ ପ୍ରାପ୍ତି ହୋଇଥାଏ । ଶିବଲିଙ୍ଗ ଉପରେ ଗହମ ଚଢାଇବା ଦ୍ଵାରା ବୌଧିକ ସ୍ତରରେ ବିକାଶ ବି ହୋଇଥାଏ ।

ପାଣି

ଶିବଲିଙ୍ଗ ଉପରେ ପାଣି ଚଢାଇବା ଦ୍ଵାରା ସନ୍ତାନ ସୁଖ ମିଳିଥାଏ ଏବଂ ଶରୀରର ବି ନିରୋଗ ରହିଥାଏ । ପାଣି ଚଢାଇବା ଦ୍ଵାରା ଶିବ ପ୍ରସନ୍ନ ହୋଇଥାନ୍ତି ।

ଦହି

ଶିବଲିଙ୍ଗ ଉପରେ ପଞ୍ଚାମୃତ ଚଢାଇ ଯାଇଥାଏ, କିନ୍ତୁ ଯେଉଁ ବ୍ୟକ୍ତି ଶିବଲିଙ୍ଗ ଉପରେ ଦହି ଚଢାଏ ତେବେ ତାହାର ସମାଜରେ ମାନ ସମ୍ମାନ ବଢିଥାଏ ।

ଘିଅ

ଗାଈର ଶୁଦ୍ଧ ଦେଶୀ ଘିଅ ବହୁତ ମହତ୍ଵପୂର୍ଣ ବୋଲି କୁହାଯାଏ । ଶିବଲିଙ୍ଗ ଉପରେ ଦେଶୀ ଘିଅ ଚଢାଇବା ଦ୍ଵାରା ଆପଣଙ୍କୁ ଶାରୀରିକ ଶକ୍ତି ମିଳିଥାଏ ।

ଚିନି ମିଶ୍ରିତ କ୍ଷୀର

ଶିବଲିଙ୍ଗ ଉପରେ କ୍ଷୀର ଚଢାଇବା ଦ୍ଵାରା ବହୁତ ଶୁଭ ହୋଇଥାଏ । ଶିବଲିଙ୍ଗର ଅଭିଷେକ କରୁଥିବା ସମୟରେ ଯଦି ଆପଣ କ୍ଷୀରରେ ଅଳ୍ପ ଚିନି ମିଶାଇ ଶିବଙ୍କୁ ଅର୍ପଣ କରିବେ ତେବେ ଆପଣଙ୍କୁ ସମସ୍ତ ଭୌତିକ ସୁଖ ମିଳିବ । ଆଗକୁ ଏମିତି ସୁନ୍ଦର ପୋସ୍ତ ସବୁ ପାଇବା ପାଇଁ ପେଜକୁ ଲାଇକ କରିବେ ।