Interesting GK Q&A”: ଖାଦ୍ଯ ଖାଇବାପରେ କଣ ଖାଇଲେ ମଣିଷ ର ମୃତ୍ୟୁ ହେବାର ସମ୍ଭାବନା ରହିଥାଏ ?

ଆଜିର ପ୍ରତିଯୋଗୀତା ମୂଳକ ଯୁଗରେ ଯୁବପିଢିଙ୍କ ମଧ୍ୟରେ ସାମାନ୍ଯ ଜ୍ଞାନ ରହିବା ଅତ୍ୟନ୍ତ ଜରୁରୀ । ଆଜିକାଲି ଯେକୌଣସି ସରକାରୀ ଓ ବେସରକାରୀ ଚାକିରି ପାଇବାକୁ ହେଲେ ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ । ଏପରିକି ବେପାର କରୁଥିବା ବ୍ୟକ୍ତିଙ୍କର ମଧ୍ୟ ସାଧାରଣ ଜ୍ଞାନ ଥିବା ଅତ୍ୟନ୍ତ ଜରୁରୀ ହୋଇଗଲାଣି । ଏଭଳି ସ୍ଥଳେ ଆପଣଙ୍କ ସାଧାରଣ ଜ୍ଞାନ ପରୀକ୍ଷା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ।

1- ମାଉଣ୍ଟ ଏଭରେଷ୍ଟ କେଉଁ ଦେଶରେ ଅବସ୍ଥିତ ?

ଉ: ନେପାଳରେ ।

2- କେଉଁ ପଶୁକୁ ସବୁ ଜିନିଷ ଦ୍ଵିଗୁଣା ଦେଖା ଯାଇଥାଏ ?

ଉ: ହାତୀ କୁ ।

3- ବିଶ୍ଵ ର ପ୍ରଥମ ନୋଟ କେଉଁ ଦେଶରେ ତିଆରି ହୋଇଥିଲା ?

ଉ: ଚୀନ ।

4- ଭାରତରେ ଆଧାରକାର୍ଡ ର ବୈଧତା କେତେ ଦିନ ପର୍ଯ୍ୟନ୍ତ ହୋଇଥାଏ ?

ଉ: ଆଜୀବନ ।

5- ଭାରତରେ ସବୁଠୁ ଅଧିକ କେଉଁ ଫସଲ ଚାଷ କରାଯାଏ ?

ଉ: ଚାଉଳ ।

6- ସୌରମଣ୍ଡଳ ରେ ଥିବା ଗ୍ରହଙ୍କ ମଧ୍ୟରୁ କେଉଁ ଗ୍ରହ ସବୁଠୁ ଗରମ ଅଟେ ?

ଉ: ଶୁକ୍ର ଗ୍ରହ ।

7- କେଉଁ ନଦୀ ବୃଦ୍ଧ ଗଙ୍ଗା ନାମରେ ଜଣାଶୁଣା ?

ଉ: ଗୋଦାବରୀ ।

8- କଳା ପତାକା କାହାର ପ୍ରତୀକ ବୋଲି ମାନାଯାଏ ?

ଉ: ବିରୋଧ ର ପ୍ରତୀକ ।

9- ପୃଥିବୀ ଦିବସ କେବେ ପାଳନ କରାଯାଏ ?

ଉ: 22 ଏପ୍ରିଲ ।

10- କେଉଁ ସହରକୁ ରାଜସ୍ଥାନ ର ହୃଦୟ କୁହାଯାଏ ?

ଉ: ଆଜମେର ।

11- କମ୍ପ୍ୟୁଟର ର ସବୁଠୁ ମହତ୍ବପୂର୍ଣ୍ଣ ପାର୍ଟ କେଉଁଟି ?

ଉ: CPU ଯାହାକୁ କମ୍ପ୍ୟୁଟର ର ବ୍ରେନ କୁହାଯାଏ ।

12- କେଉଁ ରାଜ୍ୟ ସବୁଠୁ ଅଧିକ କାଜୁ ଉତ୍ପାଦନ କରେ ?

ଉ: କେରଳ ।

13- ଭାରତର କେଉଁ ରାଜ୍ୟରେ ଗହମ ଚାଷ କରାଯାଏ ନାହିଁ ?

ଉ: ତାମିଲନାଡୁ ।

14- କେଉଁ ସହରକୁ ସ୍ଵପ୍ନ ର ସହର ବୋଲି କୁହାଯାଏ ?

ଉ: ମୁମ୍ବାଇ ।

15- କେଉଁ ଜୀବ ର କାନ ନଥାଏ ?

ଉ: ପିମ୍ପୁଡି ।

16- ମହାରଣା ପ୍ରତାପଙ୍କ ଜନ୍ମ କେଉଁଠାରେ ହୋଇଥିଲା ?

ଉ: କୁମ୍ଭଲଗଡ ରେ ।

17- କେଉଁ ଦେଶରେ ସବୁଠୁ ଅଧିକ ଆଳୁ ଚାଷ ହୋଇଥାଏ ?

ଉ: ଋଷ ଦେଶରେ ।

18- ବିଶ୍ବରେ କେଉଁ ଦେଶ ପାଖରେ ଅବୁଠୁ ଅଧିକ ପାଣି ରହିଛି ?

ଉ: ବ୍ରାଜିଲ ।

19- କେଉଁ ଗ୍ରହକୁ ପୃଥିବୀର ଜାଆଁଳା ଭଉଣୀ ବୋଲି କୁହାଯାଏ ?

ଉ: ଶୁକ୍ର ଗ୍ରହ ।

20- ଖାଦ୍ଯ ଖାଇବାପରେ କଣ ଖାଇଲେ ମଣିଷ ର ମୃତ୍ୟୁ ହେବାର ସମ୍ଭାବନା ରହିଥାଏ ?

ଉ: ସେଓ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।