ଏମିତି କେଉଁ ଜାଗା ଅଛି ଯେଉଁଠିକୁ 105 ଜଣ ଲୋକ ଯାଆନ୍ତି, କିନ୍ତୁ 109 ଜଣ ଲୋକ ଫେରନ୍ତି ? ଏହା ସହିତ ଆହୁରି 25 Gk Questions & Answers

ଭାରତରେ ପ୍ରତିବର୍ଷ ଅନେକ ବିଦ୍ୟାର୍ଥୀ UPSC, IPS, IAS ପରୀକ୍ଷା ପାଇଁ ପ୍ରସ୍ତୁତି କରନ୍ତି । ଅନେକ ସମୟରେ ପିଲା ପରୀକ୍ଷାରେ ଉତ୍ତମ ନମ୍ବର ରଖି ପାସ୍ କରିବା ପରେ ମଧ୍ୟ ସାଧାରଣ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ଆମେ ଆପଣଙ୍କ ପାଇଁ ଏହିପରି କେତୋଟି ସାଧାରଣ ପ୍ରଶ୍ନ ଏବଂ ଉତ୍ତର ନେଇ ଆସିଛୁ ଯାହା ଆପଣଙ୍କ ପାଇଁ ଖୁବ ଉପଯୋଗୀ ହେବ ।

୧- କେଉଁ ଜୀବ କେବେ ମଧ୍ୟ ନିଜ ମା କୁ ଦେଖେ ନାହିଁ ?

ଉ: ବିଛା

୨- ଦୁନିଆର ସବୁଠୁ ବଡ ଅଣ୍ଡା କେଉଁ ପକ୍ଷୀ ଦେଇଥାଏ ?

ଉ: ଓଷ୍ଟ୍ରିଚ

୩- କେଉଁ ପକ୍ଷୀ ନିଜ ଜୀବନକାଳ ମଧ୍ୟରେ କେବେ ମଧ୍ୟ ଗଛରେ ବସେ ନାହିଁ ?

ଉ: ଟାଇଟାନି ନାମକ ପକ୍ଷୀ

୪- କେଉଁ ଜୀବ ଜୀବନରେ କେବେ ମଧ୍ୟ ଶୁଏ ନାହିଁ ?

ଉ: ବୁଲଫ୍ରଗ

୫- ମନୁଷ୍ୟ ୨୪ ଘଣ୍ଟାରେ ପାଖାପାଖି କେତେ ଥର ନିଃଶ୍ଵାସ ନେଇଥାଏ ?

ଉ: ୧୮ ରୁ ୩୦ ହଜାର ଥର

୬- ବିଶ୍ଵର କେଉଁ ଦେଶରେ ଗୋଟିଏ ହେଲେ ବି ନଦୀ ନାହିଁ ?

ଉ: ସାଉଦି ଆରବ

୭- କେଉଁ ପ୍ରାଣୀ ନରରୁ ନାରୀ ବନି ଯାଇପାରେ ?

ଉ: ଝିଟିପିଟି ଏବଂ ଅକ୍ଟୋପସ

୮- ବିଶ୍ଵର କେଉଁ ଦେଶରେ କପଡା ଉପରେ ଖବରକାଗଜ ଛପାଯାଏ ?

ଉ- ସ୍ପେନ

୯- ଭାରତର ସବୁଠୁ ମହଙ୍ଗା ଫିଲ୍ମ କେଉଁଟି ଅଟେ ?

ଉ: ବାହୁବଳୀ-୨

୧୦- ମଣିଷର ମୁହଁରେ କେତୋଟି ଦାନ୍ତ ରହିଥାଏ ?

ଉ: ଏହାର ଉତ୍ତର ଆପଣ ଆମକୁ କମେଣ୍ଟ କରି ଜଣାନ୍ତୁ ।

୧୧- କେଉଁ ରାଜ୍ୟରେ ପୁଅ ଏବଂ ଝିଅ ଏକାସାଥିରେ ବୁଲି ପାରିବେ ନାହିଁ ?

ଉ: ମିଜୋରାମ

୧୨- କେଉଁ ଜୀବନ ମନୁଷ୍ୟର ସବୁଠୁ ବଡ ଶତ୍ରୁ ଅଟେ ?

ଉ: ମଶା

୧୩- ବିଶ୍ଵର ସବୁଠୁ ତେଜ ଦୌଡାଳି କିଏ ?

ଉ: ସେନ ବୋଲ୍ଟ

୧୪- ଦୁନିଆର ସବୁଠୁ ଛୋଟ ଦେଶ କେଉଁଟି ଅଟେ ?

ଉ: ଭେଟିକାନ ସିଟି

୧୫- କେଉଁ ଦେଶରେ ଗୋଟିଏ ବି ପିଲାଙ୍କ ଜନ୍ମ ହୋଇ ନଥାଏ ?

ଉ: ଭେଟିକାନ ସିଟିରେ

୧୬- କେଉଁ ମାଛ ସବୁଠୁ ବୁଦ୍ଧିମାନ ଅଟେ ?

ଉ: ଡଲଫିନ

୧୭- ଗଛରେ ଫଳୁଥିବା ଦୁନିଆର ସବୁଠୁ ବଡ ଫଳ କଣ ଅଟେ ?

ଉ: ପଣସ

୧୮- ଆଗ୍ରାର ତାଜମହଲ ଭାରତର କେଉଁ ରାଜ୍ୟରେ ଅବସ୍ଥିତ ଅଟେ ?

ଉ: ଉତ୍ତର ପ୍ରଦେଶ

୧୯- ରାମ ଭଗବାନଙ୍କ ପିତାଜୀଙ୍କ ନାମ କଣ ଅଟେ ?

ଉ: ଦଶରଥ

୨୦- ମୁକେଶ ଅମ୍ବାନୀଙ୍କ ଜନ୍ମ କେଉଁଠାରେ ହୋଇଥିଲା ?

ଉ: ୟମନ ରେ

୨୧- ମନୁଷ୍ୟ ଶରୀରରେ ସମୁଦାୟ କେତୋଟି ହାଡ ରହିଛି ?

ଉ: ୨୦୬ଟି

୨୨- କେଉଁ ଦେଶର ଲୋକେ ନିଜର ଫଟୋ କ୍ଲିକ କରିପାରିବେ ନାହିଁ ?

ଉ: ତୁର୍କମେନିସ୍ତାନ

୨୩- ଦୁନିଆର କେଉଁ ଦେଶରେ ଇଣ୍ଟରନେଟର ସ୍ପିଡ ସବୁଠୁ ଅଧିକ ହୋଇଥାଏ ?

ଉ: ଦକ୍ଷିଣ କୋରିଆ

୨୪- ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେତେ ଯାଏ ପାଠ ପଢିଛନ୍ତି ?

ଉ: ଗ୍ରାଜୁଏସନ

୨୫- ଏମିତି କେଉଁ ଜାଗା ଅଛି ଯେଉଁଠିକୁ ୧୦୫ ଜଣ ଲୋକ ଯାଆନ୍ତି, କିନ୍ତୁ ୧୦୯ ଜଣ ଲୋକ ଫେରନ୍ତି ?

ଉ: ବିବାହ

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ