Interesting GK Questions: କେଉଁ ସ୍ତ୍ରୀ ଲୋକ ମାତ୍ର 9 ବର୍ଷ ବୟସରେ ମା’ ହୋଇଥିଲା ?

ସାଧାରଣ ଜ୍ଞାନ ଆହରଣ କରିବା ଜୀବନରେ ଅନେକ କ୍ଷେତ୍ରରେ କାର୍ଯ୍ୟରେ ଆସିଥାଏ । ପାଠପଢା ଠାରୁ ନେଇ ଚାକିରି କ୍ଷେତ୍ର ପର୍ଯ୍ୟନ୍ତ ଅନେକ ସମୟରେ ସଠିକ ସାଧାରଣ ଜ୍ଞାନ ଆମକୁ ଆଗକୁ ବଢିବାରେ ସହାୟତା କରିଥାଏ । ସେଥିପାଇଁ ପ୍ରତ୍ଯେକ ବ୍ୟକ୍ତିଙ୍କୁ କିଛି ନା କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ଜାଣିବା ନିହାତି ଆବଶ୍ୟକ । ଆପଣଙ୍କ ସାଧାରଣ ଜ୍ଞାନକୁ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନୋତ୍ତର ନେଇ ଆସିଛୁ । ଚାଲନ୍ତୁ ଆରମ୍ଭ କରିବା ।

୧- ଏମିତି କେଉଁ ଦେଶ ଅଛି ଯେଉଁଠି ଗୋଟିଏ ବି କ୍ଷେତ ନାହିଁ ?

ଉ: ସିଙ୍ଗାପୁର

୨- କେଉଁ ଗ୍ରହରେ ଅର୍ଥାତ କେଉଁ ପ୍ଲାନେଟରେ ଗୋଟିଏ ଦିନ ଗୋଟିଏ ବର୍ଷ ସହ ସମାନ ହୋଇଥାଏ ?

ଉ: ଶୁକ୍ର ଗ୍ରହ

୩- ଜାଆଁଳା ଆମେ ଭାଇ ଭଉଣୀ, ମୁଗ ବିରି କୋଳଥ ଖାଉ ଚଟକିନି, ଏହା କଣ ?

ଉ: ଚକି

୪- ଗରମ ହେଲେ ସେ ବଞ୍ଚି ଯାଏ କିନ୍ତୁ ପବନ ହେଲେ ସେ ମରିଯାଏ, ତାହା କଣ ?

ଉ: ଝାଳ

୫- ବିଶ୍ଵର ସର୍ବ ବୃହତ ମହା କାବ୍ୟର ନାମ କଣ ?

ଉ: ମହାଭାରତ

୬- ଭାରତର ପ୍ରଥମ ମହିଳା ରାଜ୍ୟପାଳ କିଏ ଥିଲେ ?

ଉ: ସରୋଜିନୀ ନାଇଡୁ

୭- ବିଶ୍ଵର ସବୁଠାରୁ ଲମ୍ବା ନଦୀର ନାମ କଣ ?

ଉ: ନୀଳ ନଦୀ

୮- କାହାକୁ ଦ୍ଵିତୀୟ ବୁଦ୍ଧ ବୋଲି କୁହାଯାଏ ?

ଉ: ପଦ୍ମ ସମ୍ଭବ ନାମକ ଜଣେ ବ୍ୟକ୍ତିଙ୍କୁ

୯- କ୍ଷୀର ସମୁଦ୍ରରେ କରେ ମୁଁ ବାସ, ଦେଖନ୍ତିନି ମୋତେ କେହି, ସମୁଦ୍ର ମନ୍ଥନ ହୋଇଲେ ଶେଷ, ମୋ ରୂପେ ଦେଖିବୁ ତୁହି । ଏହାର ଉତ୍ତର କଣ ?

ଉ: ଲହୁଣୀ

୧୦- ବିଶ୍ବରେ ଭାରତକୁ ଛାଡି ଆଉ କେଉଁ ଦେଶର ଅଗଷ୍ଟ ୧୫ ତାରିଖ ଦିନ ସ୍ଵାଧୀନତା ଦିବସ ପାଳନ କରାଯାଏ ?

ଉ: ଦକ୍ଷିଣ କୋରିଆ

୧୧- ତାହା କେଉଁ ଜିନିଷ ଯାହାକୁ ଯେତେ ଖାଇଲେ ମଧ୍ୟ ପେଟ ପୁରେ ନାହିଁ ?

ଉ: ରାଣ

୧୨- ଗଛଟି ଲଣ୍ଡା, ତା ଇପାରେ ବସି ଅଛି ଫକୀର ପଣ୍ଡା ?

ଉ: ଚୁଲି ଉପରେ ହାଣ୍ଡି

୧୩- ଏମିତି ଏକ ନାମ କୁହ ଯେଉଁଥିରେ ତାଲା ଏବଂ ଚାବି ଦୁଇଟି ଯାକ ରହିଛି ?

ଉ: ଲକି (lock + key)

୧୪- ଗାଈ କ୍ଷୀର ଦିଏ କୁକୁଡା ଅଣ୍ଡା ଦିଏ, କିନ୍ତୁ ସେ କିଏ ଯିଏ ଦୁଇଟି ଯାକ ଦିଏ ?

ଉ: ଦୋକାନୀ

୧୫- ଓଡିଶାର ସବୁଠାରୁ ବଡ ୱାଟର ପାର୍କର ନାଁ କଣ ?

ଉ: କୁରାଙ୍ଗ

୧୬- ଓଡିଶାର ସବୁଠୁ ବଡ ଦୈନିକ ସମ୍ବାଦ ପତ୍ରର ନାମ କଣ ?

ଉ: ସମ୍ବାଦ

୧୭- ଭାରତର ସବୁଠୁ ବଡ ପାଗଳଖାନା କେଉଁଠି ଅବସ୍ଥିତ ?

ଉ: ଆଗ୍ରା

୧୮- ରାଷ୍ଟ୍ର ଗୀତାର ଆରମ୍ଭ ପ୍ରଥମେ କେଉଁ ଦେଶରେ ହୋଇଥିଲା ?

ଉ: ଜାପାନ

୧୯- କେଉଁ ଦେଶର ସବୁଠୁ ଅଧିକ ମାଛ ଅଛନ୍ତି ?

ଉ: ଭାରତ

୨୦- କେଉଁ ସ୍ତ୍ରୀ ଲୋକ ମାତ୍ର ୯ ବର୍ଷ ବୟସରେ ମା ହୋଇଥିଲେ ?

ଉ: କଲମ୍ବିଆର ଅତନାଡୁ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଏହିଭଳି ସାଧାରଣ ଜ୍ଞାନ ସମ୍ବଳିତ ପ୍ରଶ୍ନୋତ୍ତର ପଢିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।