କେଉଁ ରୋଗ ହେଲେ ମଣିଷର ରକ୍ତର ରଙ୍ଗ ସବୁଜ ହୋଇଯାଏ ? ଏହା ସହ ଆହୁରି 20 Interesting GK ପ୍ରଶ୍ନୋତ୍ତର

ଆଜିକାଲି ଅନେକ ପ୍ରତିଯୋଗୀତା ମୂଳକ ପରୀକ୍ଷା ତଥା ଇଣ୍ଟରଭ୍ୟୁ ମାନଙ୍କରେ ସାଧାରଣ ଜ୍ଞାନ ସମ୍ବଳିତ ପ୍ରଶ୍ନ ସବୁ ପଚରା ଯାଉଛି । ତେଣୁ ଅନ୍ୟ ସବୁ ବିଷୟର ଜ୍ଞାନ ସହିତ ସାଧାରଣ ଜ୍ଞାନ ମଧ୍ୟ ଭଲ ରହିବା ଉଚିତ । କାରଣ ଅନେକ ସମୟରେ ଏକ ସାଧାରଣ ପ୍ରଶ୍ନର ଉତ୍ତର ଦେଇ ନପାରି ଆବେଦକଙ୍କ ଅଳ୍ପକେ ଚାକିରି ହାତଛଡା ହୋଇଯାଏ । ଆଜି ଆମେ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ନେଇ ଆସିଛୁ ଯାହା ଆଜକାଲି ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ଅଧିକ ପଚରା ଯାଉଛି ।

୧- ବ୍ଯାଙ୍କକୁ ଓଡିଆରେ କଣ କୁହନ୍ତି ?

ଉ: ଅଧିକୋଷ

୨- ମାଛ କାହା ଦ୍ଵାରା ନିଃଶ୍ଵାସ ନିଅନ୍ତି ?

ଉ: ଗାଲି ଦ୍ଵାରା

୩- ମହଲର ସହର କାହାକୁ କୁହାଯାଏ ?

ଉ: କଲିକତାକୁ

୪- ବ୍ଯାଙ୍କରେ ନୋଟ ଜାରି କରିଥିବା ପ୍ରଥମ ଦେଶ କିଏ ଥିଲା ?

ଉ: ସ୍ଵିଡେନ

୫- ବିଶ୍ଵର ସବୁଠୁ ଗଭୀର ହ୍ରଦର ନାମ କଣ ?

ଉ: ବୈକାଲ ହ୍ରଦ

୬- ସଂସଦର ଉଚ୍ଚ ସଦନକୁ କଣ କୁହାଯାଏ ?

ଉ: ରାଜ୍ୟସଭା

୭- ଭାରତର ସବୁଠୁ ବଡ ମସଜିଦ କଣ ଅଟେ ?

ଉ: ଜାମା ମସଜିଦ

୮- ସବୁଠୁ ଭୟାନକ ପିମ୍ପୁଡିର ନାମ କଣ ?

ଉ: ବୁଲଡଗ୍

୯- ପର୍ବର ନଗର କାହାକୁ କୁହାଯାଏ ?

ଉ: ମଦୁରାଇ

୧୦- ଭାରତର ପ୍ରଥମ ରାଜକୀୟ ଫିଲ୍ମ କଣ ଥିଲା ?

ଉ: ରାଜା ହରିଶଚନ୍ଦ୍ର

୧୧- କାହାକୁ ଭାରତର ସେକ୍ସପିୟର କୁହାଯାଏ ?

ଉ: କାଳୀ ଦାସ

୧୨- କେଉଁ ଦେଶରେ ଗୋଟିଏ ବି ଫାଇଭ ଷ୍ଟାର ବା ପଞ୍ଚତାରକା ହୋଟେଲ ନାହିଁ ?

ଉ: ମେକ୍ସିକୋ

୧୩- ପୂର୍ଣ୍ଣ ସ୍ଵରାଜର ନାମ କିଏ ଦେଇଥିଲେ ?

ଉ: ଜବାହାରଲାଲ ନେହେରୁ

୧୪- ଭାରତର ପ୍ରଥମ ଟିଭି ସିରିଏଲ କଣ ଥିଲା ?

ଉ: ହମ୍ ଲୋଗ

୧୫- ଗୋଟିଏ ଆମ୍ବ ଗଛ ତଳେ ଅନ୍ଧ, ମୂକ, ଛୋଟା ଆଉ କାଲା ବସିଛନ୍ତି, ଆମ୍ବ ପଡିଲେ ପ୍ରଥମେ କିଏ ଉଠେଇବ ?

ଉ: ମୂକ

୧୬- ଝିଅ ମାନଙ୍କର କେଉଁ ଜିନିଷକୁ ସମସ୍ତେ ଦେଖି ପାରନ୍ତି କିନ୍ତୁ କେହିବି ସ୍ପର୍ଶ କରିପାରନ୍ତି ନାହିଁ ?

ଉ: ସଂସ୍କାର ଓ ସମ୍ମାନ

୧୭- କେଉଁ ଭାରତୀୟ ନଦୀ ଉପତ୍ୟକାରୁ ମାଂସାହାରୀ ଡାଏନୋସୋର ଜୀବାଶ୍ମ ମିଳିଥିଲା ?

ଉ: ନର୍ମଦା ନଦୀ

୧୮- ନର୍ମଦା ନଦୀ ଉପତ୍ୟକାରୁ ମିଳିଥିବା ମାଂସାହାରୀ ଡାଏନୋସୋର ଜୀବାଶ୍ମର ନାମ କଣ ଦିଆ ଯାଇଥିଲା ?

ଉ: ରାଜାସୌରସ

୧୯- କେଉଁ ଦେଶର ଜାତୀୟ ପତାକା ବିଶ୍ଵର ସବୁଠାରୁ ପୁରାତନ ସମୟରୁ ଲଗାତାର ପ୍ରୟୋଗ ହୋଇ ଆସୁଛି ?

ଉ: ଡେନମାର୍କ

୨୦- କେଉଁ ରୋଗ ହେଲେ ମଣିଷର ରକ୍ତର ରଙ୍ଗ ସବୁଜ ହୋଇଯାଏ ?

ଉ: ସଲ୍ଫହିମୋଗ୍ଲୋବିନେମିଆ (sulfhemoglobinemia)

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।