IAS Interview Questions: କେଉଁ ପ୍ରାଣୀ ଅଣ୍ଡିରା ହେଲେ ବି ଛୁଆ ଜନ୍ମ କରିଥାଏ ? ଏହାସହ ଜାଣନ୍ତୁ ଆହୁରି 20 Q&A

ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।

୧- କାହାର ଚାରୋଟି ଗୋଡ ଓ ଦୁଇଟି ହାତ ଥାଏ ହେଲେ ସେ ଚାଲିପାରେ ନାହିଁ କି ତା’ର ମୁଣ୍ଡ ନଥାଏ ?

ଉ: ଚୌକି ।

୨- ପାଣି ପିଇବା ପରେ ସେ ମରିଯାଏ, ତାହା କଣ ?

ଉ: ଶୋଷ ।

୩- କେଉଁ ଖାଦ୍ଯ ପଦାର୍ଥ କେବେବି ଖରାପ ହୁଏ ନାହିଁ ?

ଉ: ମହୁ ।

୪- ନାଲି ରଙ୍ଗର ହାତୀ କେଉଁ ଦେଶରେ ଅଛନ୍ତି ?

ଉ: କେନିଆ ରେ ।

୫- ପୁଅ ଝିଅକୁ ନାଁ ପଚାରିଲା, ଝିଅ କହିଲା ପିତାଙ୍କ ଠାରୁ ପୂର୍ବେ ଓ ମାତାଙ୍କ ପରେ ଯାହା ଲାଗିଥାଏ ତାହା ମୋର ନାଁ । ଏବେ କହିଲା ଦେଖି ସେ ଝିଅର ନାଁ କଣ ?

ଉ: ଶ୍ରୀଦେବୀ ।

୬- ଘର ଭିତରେ ଆମେ ପ୍ରତିଦିନ ଆଉ ଏକ ଘର ବନେଇ ତାକୁ ଭାଙ୍ଗିଥାଉ, ସେ ଘର କେଉଁଥିରେ ତିଆରି ?

ଉ: ମଶାରୀ ।

୭- କେଉଁ ରୁମ୍ ରେ ଆମେ ଶୋଇ ନଥାଉ ?

ଉ: ବାଥରୁମ୍ ।

୮- କେଉଁ କିଆରେ କଣ୍ଟା ନଥାଏ ?

ଉ: ତକିଆ ରେ ।

୯- କେଉଁ ଶିଟ୍ କୁ ଆମେ ଗାଡିରେ ବ୍ୟବହାର କରିପାରିବା ନାହିଁ ହେଲେ ବିଛଣା କରି ଶୋଇପାରିବା ?

ଉ: ବେଡସିଟ୍ ।

୧୦- କେଉଁ ବୋର୍ଡ, ସେଣ୍ଟର ନୁହେଁ ?

ଉ: ଇଲେକ୍ଟ୍ରିକ ବୋର୍ଡ ।

୧୧- ଗୋଟିଏ ଗଛରେ ଗୋଟିଏ ଫୁଲ, ପରିବାର ଯାକ ତାକୁ ଖାଉ, ତାହା କଣ ?

ଉ: ଫୁଲକୋବି ।

୧୨- କେଉଁ ଗଛର ଫୁଲ ରାତିରେ ଫୁଟେ ଆଉ ରାତିରେ ହିଁ ଝଡିଯାଏ ?

ଉ: ଡିମିରି ଫୁଲ ।

୧୩- ଚାରି ଅକ୍ଷରର ନାମ ମୋହର, ଚାରୋଟି ଅକ୍ଷରେ ହର୍ସେଇକାର, କହିଲ ଦେଖି ନାମ ମୋହର ?

ଉ: ଝିଟିପିଟି ।

୧୪- କାହାକୁ ନଧରି ମଧ୍ୟ ଭାଙ୍ଗି ହୁଏ ?

ଉ: ପ୍ରତିଜ୍ଞା ।

୧୫- ମୁଁ ନଥିଲେ କେହି ଉପରକୁ ଚଢି ପାରିବେ ନାହିଁ ?

ଉ: ସିଡି ବା ନିଶୁଣି ।

୧୬- କେଉଁ ପ୍ରାଣୀ ଅଣ୍ଡିରା ହେଲେ ବି ଛୁଆ ଜନ୍ମ କରିଥାଏ ?

ଉ: ସାମୁଦ୍ରିକ ଘୋଡା ଅଣ୍ଡିରା ହେଲେ ବି ଛୁଆ ଜନ୍ମ କରିଥାଏ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।