କେଉଁ ଫଳ ପାଚିଲେ ତା’ର ନାମ ବଦଳି ଯାଏ ? ଏହା ସହିତ ଆହୁରି ୨୦ଟି Gk Questions & Answers

ପୃଥିବୀରେ ପ୍ରତିଦିନ ଏତେ ସବୁ ଘ-ଟ-ଣା ଘ-ଟି-ଥା-ଏ ଓ ଏତେ ଜାଣିବା ବିଷୟ ରହିଛି ଯେ ସେ ସବୁକୁ ଏକା ଠାରେ ମନେ ରଖିବା ଯେକୌଣସି ସାଧାରଣ ଲୋକ ପକ୍ଷେ ଅସବମ୍ଭବ ଅଟେ । ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନ ଏବଂ ଉତ୍ତର ନେଇ ଆସିଛୁ ଯାହା ଯେକୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ଠାରୁ ଆରମ୍ଭ କରି ଚାକିରି ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ସବୁଠି ଅଧିକାଂଶ ସମୟରେ ପଚରା ଯାଏ । ଏହି ପ୍ରଶ୍ନ ଗୁଡିକର ଉତ୍ତର ଜାଣିଥିଲେ ଇଣ୍ଟରଭ୍ୟୁ ବେଳେ ଆପଣଙ୍କ ସମସ୍ଯା ନିଶ୍ଚିତ ଭାବେ କମ୍ ହୋଇଯିବ ।

୧- କେଉଁ ଜୀବ ଜନ୍ମଗ୍ରହଣ କଲାବେଳେ ତା’ ମାଆ ପାଖରେ ନଥାଏ ?

ଉ: କଇଁଛ

୨- କେଉଁ ଗଛରେ ମଣିଷ ଚଢିପାରେ ନାହିଁ ?

ଉ: କଦଳୀ ଗଛ

୩- କେଉଁ ଭିଟାମିନ ଖାଇଲେ ଘା’ ଶୁଖିଯାଏ ?

ଉ: ଭିଟାମିନ-K

୪- କେଉଁ ଦେଶ ପ୍ରଥମେ ଚନ୍ଦ୍ର ଗ୍ରହରେ ଜଳ ଆବିଷ୍କାର କରିଥିଲା ?

ଉ: ଭାରତ

୫- ଭାରତର କେଉଁ ରାଜ୍ୟରେ ପ୍ରଥମେ ଟାକ୍ସି ସେବା ଲାଗୁ ହୋଇଥିଲା ?

ଉ: ବାଙ୍ଗାଲୋର

୬- କେଉଁ ପକ୍ଷୀ ଗଛରେ କେବେ ବସେ ନାହିଁ ?

ଉ: ଟିଟାନି

୭- କେଉଁ ଭିଟାମିନ ଖାଇଲେ ଆମର ତ୍ଵଚା ଓ କେଶ ଭଲ ରହିଥାଏ ?

ଉ: ଭିଟାମିନ-A

୮- କୈଳାଶ ପର୍ବତ କେଉଁଠାରେ ଅବସ୍ଥିତ ?

ଉ: ତିବ୍ବତ, ଚୀନ

୯- କେଉଁ ଦେଶର ଲୋକେ ଇସ୍ରାଏଲ ଦେଶକୁ ଯାଇପାରିବେ ନାହିଁ ?

ଉ: ପାକିସ୍ତାନ

୧୦- ନରେନ୍ଦ୍ର ମୋଦୀଙ୍କର ସବୁଠୁ ପ୍ରିୟ ଖାଦ୍ଯ କଣ ?

ଉ: ଢୋକଲା

୧୧- କେଉଁ ପଶୁର ଆଖି ୩୬୦॰ ରେ ଦେଖିପାରେ ?

ଉ: ଛେଳି

୧୨- ଦୁନିଆର ସବୁଠୁ ଲମ୍ବା ରେଲୱେ ପ୍ଲାଟଫର୍ମ ଷ୍ଟେସନ କେଉଁଠାରେ ଅବସ୍ଥିତ ?

ଉ: ଗୋରଖପୁର

୧୩- ଅନ୍ତଃରାଷ୍ଟ୍ରୀୟ ମହିଳା ଦିବସ କେବେ ପାଳନ କରାଯାଏ ?

ଉ: ୮ ମାର୍ଚ୍ଚ

୧୪- କେଉଁ ଦେଶ ଗୋଟିଏ ଫୁଲର ନାମ ମୋଦୀ ରଖିଛି ?

ଉ: ଇସ୍ରାଏଲ

୧୫- ଭାରତରେ ସର୍ବପ୍ରଥମେ କାହାର ଆଧାରକାର୍ଡ ବନିଥିଲା ?

ଉ: ସଞ୍ଜନା ସୋନବାନେ

୧୬- କେଉଁଠାରେ ସର୍ବପ୍ରଥମେ ଇଣ୍ଟରନେଟର ବ୍ୟବହାର କରା ଯାଇଥିଲା ?

ଉ: ଆମେରିକାରେ

୧୭- ଘଡିର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉ: ଭାରତ

୧୮- ବିଶ୍ଵର କେଉଁ ଦେଶରେ ଗୋଟିଏ ହେଲେ ବି କ୍ଷେତ ନାହିଁ ?

ଉ: ସିଙ୍ଗାପୁର

୧୯- ନୂଆ ୧୦ ଟଙ୍କିଆ ନୋଟ୍ ରେ କେଉଁ ମନ୍ଦିରର ଫଟୋ ଛପାଯାଇଛି ?

ଉ: କୋଣାର୍କର ସୂର୍ଯ୍ୟମନ୍ଦିର

୨୦- କେଉଁ ଫଳ ପାଚିଲେ ତା’ର ନାମ ବଦଳି ଯାଏ ?

ଉ: ନଡିଆ (ପୂର୍ବାବସ୍ଥାକୁ ପଇଡ କୁହାଯାଏ)

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।