କେଉଁ ପଶୁ ପାଣି ପିଇବା ମାତ୍ରେ ହିଁ ମରି ଯାଇଥାଏ

କହିବାକୁ ଗଲେ ସମସ୍ତେ ନିଜ ଜୀବନରେ କୌଣସି ନା କୌଣସି ପ୍ରତିଯୋଗୀତା ପରୀକ୍ଷାରେ ଭାଗ ନେଇଥାନ୍ତି ଓ ଭବିଷ୍ୟତରେ ଭାଗ ନେବା ପାଇଁ ପ୍ରସ୍ତୁତି ବି କରିଥାନ୍ତି । ଏହି ଆଧାରରେ ପ୍ରତିଯୋଗୀତା ପରୀକ୍ଷାରେ ପଚରାଯାଇଥିବା ସାଧାରଣଜ୍ଞାନର କିଛି ପ୍ରଶ୍ନ ଓ ତାହର ଉତ୍ତର ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଏହି ସବୁ ମହତ୍ଵପୂର୍ଣ୍ଣ ପ୍ରଶ୍ନ ସବୁ ପ୍ରତିଯୋଗୀତା ପରୀକ୍ଷାରେ ଯେମିତି କି IAS, RAS, SSC, Railway ଭଳି ଅନ୍ୟ କେତେକ ପରୀକ୍ଷାରେ ବି ଆସିଥାଏ । ଯାହାକି ଆପଣଙ୍କ ପାଇଁ ବହୁତ ମହତ୍ଵପୂର୍ଣ୍ଣ ହୋଇଥାଏ ।

ପ୍ରଶ୍ନ :- ମନୁଷ୍ୟ ସର୍ବ ପ୍ରଥମେ କେଉଁ ଧାତୁକୁ ପ୍ରୟୋଗ କରିଥିଲା ?

ଉତ୍ତର :- ତମ୍ବା

ପ୍ରଶ୍ନ :- ପୃଥିବୀ ଉପରେ କେତୋଟି ମହାସାଗର ଅଛି ?

ଉତ୍ତର :- ୫ ଟି ମହାସାଗର

ପ୍ରଶ୍ନ :- କେଉଁ ସବୁ ରଙ୍ଗକୁ ମିଶାଇବା ଦ୍ଵାରା ଧଳା ରଙ୍ଗ ହୋଇଥାଏ ?

ଉତ୍ତର :- ନାଲି, ରଙ୍ଗ, ନୀଳ ଏହି ତିନୋଟି ରଙ୍ଗକୁ ଏକା ସହିତ ମିକ୍ସ କରିବା ଦ୍ଵାରା ଧଳା ରଙ୍ଗ ହୋଇଥାଏ ।

ପ୍ରଶ୍ନ :- ଭାରତରେ କେତୋଟି ପ୍ରମୁଖ ଭାଷା କୁହାଯାଇଥାଏ ?

ଉତ୍ତର :- ୨୨ ଟି ପ୍ରମୁଖ ଭାଷା

ପ୍ରଶ୍ନ :- କେଉଁ ପଶୁ ପାଣି ପିଇବା ମାତ୍ରେ ହିଁ ମୃତ୍ୟୁ ବରଣ କରିଥାଏ ?

ଉତ୍ତର :- କଙ୍ଗାରୁ ମୂଷା