Odia Interesting Gk- ଏମିତି କେଉଁ ପରିବା ଅଛି ଯେଉଁଥିରେ ଦେଶ, ଭାଷା ଓ ଜିଲ୍ଲା ତିନୋଟିର ନାମ ରହିଛି ? କଣ ଆପଣ ଜାଣିଛନ୍ତି ?

ରାଜ୍ୟ ସରକାର ବର୍ତ୍ତମାନ ସରକାରୀ ଚାକିରି ଆବେଦନ ପାଇଁ ବୟସ ସୀମା ବୃଦ୍ଧି କରି ଦେଇଛନ୍ତି । ଆସନ୍ତା ତିନି ବର୍ଷ ମଧ୍ୟରେ ସରକାର ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନଙ୍କୁ ଏଥିପାଇଁ ଅନେକ ସୁଯୋଗ ପ୍ରାପ୍ତ ହେବାକୁ ଯାଉଛି । ତେବେ ଏଥିପାଇଁ ଅନ୍ଯାନ୍ଯ ଜ୍ଞାନ ସହ ସଠିକ ସାଧାରଣ ଜ୍ଞାନ ରହିଥିବା ମଧ୍ୟ ନିହାତି ଆବଶ୍ୟକ । ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ସମ୍ବନ୍ଧିତ ପ୍ରଶ୍ନୋତ୍ତର ନେଇ ଆସିଛୁ ଯାହା ଆପଣଙ୍କୁ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ନିଶ୍ଚୟ ସହଯୋଗ କରିବ ।

୧- କେଉଁ ପଶୁ ନିଜ କାନ ବାଟେ ବି ଦେଖିପାରେ ?

ଉ: ବାଦୁଡି

୨- ସ୍ଵାଧୀନତା ସମୟରେ ଭାରତର ଜନସଂଖ୍ୟା କେତେ ଥିଲା ?

ଉ: ୩୩ କୋଟି

୩- କେବେ ଭାରତର ରାଜଧାନୀ କଲିକତାରୁ ଦିଲ୍ଲୀରେ ହୋଇଥିଲା ?

ଉ: ୧୯୧୧ ମସିହାରେ

୪- ସମୁଦାୟ କେତୋଟି ଦେଶ ସହ ଭାରତର ସୀମା ସଲଗ୍ନ ରହିଛି ?

ଉ: ୭ଟି

୫- ଭାରତର କେଉଁ ରାଜ୍ୟ ଚନ୍ଦନ କାଠ ପାଇଁ ପ୍ରସିଦ୍ଧ ?

ଉ: କର୍ଣ୍ଣାଟକ

୬- କେଉଁ ନଦୀକୂଳରେ ତାଜମହଲ ନିର୍ମାଣ କରାଯାଇଛି ?

ଉ: ଯମୁନା ନଦୀ

୭- ଭାରତରେ କେଉଁ ସମୟରେ ଫାଶୀ ଦଣ୍ଡ ଦିଆଯାଏ ?

ଉ: ସୂର୍ଯ୍ୟ ଉଦୟ ହେବା ପୂର୍ବରୁ

୮- କେଉଁ ଶାସକ ଭାରତରେ ଡାକ ପ୍ରଥାର ପ୍ରଚଳନ କରିଥିଲେ ?

ଉ: ଶେରଶାହ ସୂରୀ

୯- ଭାରତର ଲୋକେ ସବୁଠୁ ଅଧିକ କେଉଁ ପରିବା ଖାଆନ୍ତି ?

ଉ: ଆଳୁ

୧୦- କେଉଁ ପଶୁର କ୍ଷୀର ପାନ କରିବା ଦ୍ଵାରା ବୁଦ୍ଧି ତେଜ ହୋଇଥାଏ ?

ଉ: ଗାଈ କ୍ଷୀର

୧୧- କେଉଁ ଦେଶରେ ଉଡାଜାହାଜର ଆବିଷ୍କାର ହୋଇଥିଲା ?

ଉ: ଆମେରିକା

୧୨- ମାନବ ଶରୀରର ସବୁଠାରୁ ଲାମ୍ବା କୋଷିକା କେଉଁଟି ?

ଉ: ତନ୍ତ୍ରିକା

୧୩- ମନୁଷ୍ୟ ହୃଦୟର ଓଜନ କେତେ ?

ଉ: ୩୧୦ ଗ୍ରାମ

୧୪- କେଉଁଠାରେ ଚାଉଳ ରାନ୍ଧିବାକୁ ସବୁଠୁ ଅଧିକ ସମୟ ଲାଗିଥାଏ ?

ଉ: ମାଉଣ୍ଟ ଏଭରେଷ୍ଟରେ

୧୫- କାହାକୁ କଳା ସୁନା ବୋଲି କୁହାଯାଏ ?

ଉ: କୋଇଲା

୧୬- ଗୋଟିଏ ରେଳଗାଡିରେ କେତୋଟି ଗିୟର ଥାଏ ?

ଉ: ୩୨ଟି

୧୭- ସର୍ବପ୍ରଥମେ ଆଳୁର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉ: ପେରୁ

୧୮- କେଉଁ ଦେଶର ଲୋକେ ସବୁଠୁ ଅଧିକ ଚିନି ଖାଇଥାନ୍ତି ?

ଉ: ଭାରତ

୧୯- କେଉଁ କମ୍ପାନୀ ସର୍ବପ୍ରଥମେ କାର୍ ବନାଇଥିଲା ?

ଉ: ହୁଣ୍ଡାଇ

୨୦- ଏମିତି କେଉଁ ପରିବା ଅଛି ଯେଉଁଥିରେ ଦେଶ, ଭାଷା ଓ ଜିଲ୍ଲା ତିନୋଟିର ନାମ ରହିଛି ?

ଉ:  ଭେଣ୍ଡି (Bhindi)

Bhind- ମଧ୍ୟପ୍ରଦେଶର ଏକ ଜିଲ୍ଲା

Hindi- ଭାଷା

Hind- ଦେଶ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।