କେଉଁ କନ୍ୟାକୁ ବିବାହ କଲେ ସ୍ବାମୀର ହୋଇଥାଏ ସର୍ବନାଶ ? ଏହାସହ ଆହୁରି 20 ଟି ଅନୁଚିନ୍ତା ଆପଣଙ୍କ ପାଇଁ

ଆଜି ଆମେ ଶାସ୍ତ୍ରରେ ବର୍ଣ୍ଣିତ କିଛି ବିଶେଷ ଅନୁଚିନ୍ତା ବିଷୟରେ ଯାହା ଆମ ଜୀବନକୁ ସରଳ ଏବଂ ସୁନ୍ଦର ବନେଇଥାଏ । ଯେଉଁ ମହିଳାଙ୍କ ଆଖି ପର ଭଳି ସେହି ମହିଳାମାନେ ବହୁତ କପଟୀ ସ୍ଵଭାବର ହୋଇଥାନ୍ତି । ଯେଉଁ ମହିଳା ମାନଙ୍କର ନାକ ଚେପଟା ସେମାନେ ବୁଦ୍ଧିମତୀ ଓ ଗୁଣବତୀ ହୋଇଥାନ୍ତି । ଯେଉଁ ମହିଳାମାନେ ହାତୀ ଚାଲିବା ପରି ଝୁଲି ଝୁଲି ଚାଲୁଥାନ୍ତି ସେମାନେ ବହୁତ ସୌଭାଗ୍ୟ ଲକ୍ଷ୍ମୀ ଓ ସୌଭାଗ୍ୟ ବତୀ ହୋଇଥାନ୍ତି ।

ଯେଉଁ ମହିଳାଙ୍କ ଆଖି ଟେରି ହୋଇଥାଏ ସେମାନେ ଦୁନିଆରେ କିଛି ବି ଖୋଜି ନଥାନ୍ତି । ସେମାନଙ୍କୁ ସବୁ ଅଚାନକ ପ୍ରାପ୍ତି ହୋଇଥାଏ । ଯେଉଁ ମହିଳାଙ୍କ ମୁଖ ଗୋଲାକାର ସେମାନେ ଜୀବନରେ ବହୁତ ଧନବାନ ହୁଅନ୍ତି । ଯେଉଁ ମହିଳାଙ୍କ ମୁଖରେ କେତେବେଳେ ବି ହସ ପ୍ରକାଶ ପାଏନାହିଁ, ସେମାନେ ଦୁଃଖ ଦାରିଦ୍ର୍ଯ ଭୋଗ କରନ୍ତି । ଯେଉଁ ମହିଳାଙ୍କର ବାମ ସ୍ତନରେ, ବାମ ଗଣ୍ଡରେ, ବାମ କଣ୍ଠରେ, ବାମ ହାତ କିମ୍ବା ବାମ କର୍ଣ୍ଣରେ ତିଳ ଚିହ୍ନ ବା ଭାତୁଡି ଥାଏ ସେମାନେ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି ।

ଯେଉଁ ମହିଳାଙ୍କର ସ୍ତନ ଓ ପିଚା ବଡ ହୋଇଥାଏ ସେମାନେ ସାରା ଜୀବନ ସୁଖିନୀ ହୋଇଥାନ୍ତି । ଯେଉଁ ମହିଳାଙ୍କ ସ୍ତନ ଓ କଟି ସରୁ ହୋଇଥାଏ ସେମାନେ ଦୁଶ୍ଚରତ୍ରା ହୋଇଥାନ୍ତି । ଯେଉଁ ମହିଳାଙ୍କ ପେଟ ସର୍ପ ସଦୃଶ ହୋଇଥାଏ ସେମାନେ ବହୁତ ଭୋଜନ ପ୍ରିୟ ହୋଇଥାନ୍ତି । ଯେଉଁ ମହିଳାଙ୍କ ଜିଭ ବଡ ହୋଇଥାଏ ସେମାନେ ଦୁର୍ଭାଗିନୀ ହୋଇଥାନ୍ତି ।

ଯେଉଁ ମହିଳାଙ୍କ ଦାନ୍ତ ବଡ ବଡ ସେମାନେ ବହୁତ ରାଗୀ ସ୍ଵଭାବର ହୋଇଥାନ୍ତି । ଯେଉଁ ମହିଳାଙ୍କ ଓଠ ଲାଲ ପରି ଦିଶେ ସେମାନେ ସୁଖଶାନ୍ତି ଓ ବୈଭବ ପାଇଥାନ୍ତି । ଯେଉଁ ମହିଳାଙ୍କ ଆଖି କୋଇଲି ଆଖି ଭଳି ଦିଶେ ସେମାନେ ବୁଦ୍ଧିମତୀ ହୋଇଥାନ୍ତି । ଗୋଲାକାର ମୁହଁ ଥିବା ମହଲା ସୁଲକ୍ଷଣୀ ସ୍ଵଭାବର ହୋଇଥାନ୍ତି । ଯେଉଁ ମହିଳାଙ୍କ ମୁହଁ ଅତି ସରୁ ବା ଗୋଜିଆ ଦେଖାଯାଏ ସେମାନେ ଜିଦଖୋର ପ୍ରକୃତିର ଅଟନ୍ତି ।

ଯେଉଁ ମହିଳାଙ୍କ ଗାଲ ଉଚ୍ଚା ଦେଖାଯାଏ ସେମାନେ ମଧ୍ୟ ସ୍ବଭାବରେ ସୁଲକ୍ଷଣୀ ଅଟନ୍ତି । ଯେଉଁ ମହିଳାଙ୍କ ପାଦ ଛୋଟ ସେମାନେ ସବୁବେଳେ ମଈଥୁନରେ ପ୍ରିୟା ହୋଇଥାନ୍ତି । ଯେଉଁ ମହିଳାଙ୍କ ନାକର ଅଗ୍ରଭାଗରେ କଳାଜାଇ ଥାଏ ସେ ବହୁତ ସୌଭାଗ୍ୟବତୀ ହୋଇଥାନ୍ତି ।

ଯେଉଁ ମହିଳାଙ୍କ କପାଳରେ କଳାଜାଇ ଥାଏ ସେମାନେ ଧନବାନ ଓ କୀର୍ତ୍ତିବାନ ହୋଇଥାନ୍ତି । ଯେଉଁ ମହିଳାଙ୍କ ଆଖି ଚିଲା ଆଖିଆ ହୋଇଥାଏ ସେମାନେ ବହୁତ କାମାତୁର ସ୍ଵଭାବର ହୋଇଥାନ୍ତି ।

କନ୍ଯାର ବିବାହ ଶୀଘ୍ର ହେବା ପାଇଁ ଶୁକ୍ଲପକ୍ଷ ସୋମବାରରେ ଭଗବାନ ନାରାୟଣଙ୍କୁ ଝିଅର ବାପା କିମ୍ବା ମାଆ ପୂଜା କରିବା ଉଚିତ । ମହିଳାମାନେ ଯଦି ସବୁ କାର୍ଯ୍ୟ ନିଜ ଇଚ୍ଛାରେ କରିବେ ତେବବେ ସେ ବିପଦରେ ପଡିଥାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।