କେଉଁ କାମ ଗୁଡିକୁ ପାପ ବୋଲି ଧରାଯାଏ ନାହିଁ ? ଦେଖନ୍ତୁ ଏନେଇ ଭଗବାନ ଶ୍ରୀକୃଷ୍ଣ ଗୀତାରେ କ’ଣ କହିଛନ୍ତି- Krishna Vani

ଭଗବତ ଗୀତାରେ କୁହା ଯାଇଛି କି ଆମେ କେଉଁ କାମ କରି ଥାଉ ଯେ ପାପ ହୋଇ ଯାଇ ଥାଏ । ଏହାକୁ ଶୁଣିବା ମାତ୍ରେ ଆମେ ଆମ ଜୀବନର ପାପ ସବୁ କୁ ମନ ପକାଇବା ପାଇଁ ଚେଷ୍ଟା କରିଥାଉ । କିନ୍ତୁ ଆମେ ଏହା ମଧ୍ୟ ଜାଣି ଥାଉ କି ଯଦି ଆମେ ପାପ ପାଇଁ ପଶ୍ଚାତାପ କରିଇଛୁ ତେବେ ଏହା ଆମ ପାଇଁ ଭଲ ସମୟ ହୋଇ ରହିବ ଓ ଭଗବାନ ଆମକୁ କ୍ଷମା କରିଦେବେ । ଯେଉଁ ମାନେ ଏହାକୁ ମାନିବା ପାଇଁ ମଧ୍ୟ ମନା କରି ଥାନ୍ତି ସେମାନେ ଏହାକୁ ପରେ ଅନୁତାପ କରି ଥାନ୍ତି ।

ଆମେ ଜାଣିଛୁ କି ଏହା କେବଳ ଆମ ସହ ହେଉଛି କି ଏହି ଭଳି କିଛି କାମ ଅଛି ଯାହା ପାପ ରେ ଗଣା ହୁଏନି । ଭଗବାନ କୃଷ୍ଣ ପାପ ପୂଣ୍ୟର କଥା କହିବା ବେଳେ ଏହା ମଧ୍ୟ କହି ଛନ୍ତି କି ଏହା ମଧ୍ୟରୁ କେଉଁ ଗୁଡିକ ପାପ ରେ ଗଣା ହୁଏନି । ଆଜି ଆମେ ଖିବା କି ଭଗବାନ କହିଥିବା ପାପ ମାନଙ୍କ ମଧ୍ୟରୁ କେଉଁ ଗୁଡିକ ପାପରେ ଗଣା ହୁଏନି । ଶ୍ରୀମଦ ଭଗବାତ ଗୀତାରେ ସବୁ କିଛି ଲେଖା ଯାଇଛି । ଏହା ଜ୍ଞାନ ଦିଆ ଯିବାର କାରଣ ହେଉଛି କି ଅର୍ଜୁନ ଙ୍କୁ କୁହାଯାଇଛି କି କେଉଁ କାମ କରିବା ଯାହା ଦ୍ଵାରା ଆମେ ପାପ  କରିବା ନି ।

ଭଗବାନ ଙ୍କୁ ଅର୍ଜୁନ କହିଲା ଭଗବାନ ଆପଣ କହୁଛନ୍ତି ଯଦି ମୁ ମୁକ୍ତି ପାଇବା ପାଇଁ ଜୀବି ତ ମତେ ନିଜ ମନକୁ ସାନ୍ତ କରିବା ପାଇଁ ପଡିବ ଓ ନିଜ ମନକୁ ମତେ ବନ୍ଦ କରିବା ପାଇଁ ପଡିବ ନିଜ ନିୟନ୍ତ୍ରଣ ରେ ରଖିବା ପାଇଁ ପଡିବ । ଏହା ପାଇଁ କିଛି ସରଲ ଉପାୟ କୁହନ୍ତୁ । ଭଗବାନ କହିଲେ ଆପଣ ଧୀର ମତୀ ହେବା ଦରକାର ।

ଭଗବାନ କହିଲେ ଯଦି ଆପଣ କର୍ମ କୁ ଦେଖିକି ନିଜ କାମ କରି ଚାଲି ଥାଏ ତେବେ ସେ ବ୍ୟକ୍ତି ନିଶ୍ଚିତ ଭାବେ ମୂକତି ପାଇ ଥାଏ କଷ୍ଟ ନୁହେଁ । ଏହା ପରେ ଅର୍ଜୁନ କହିଲେ ହେ ଭଗବାନ କେଉଁ କର୍ମ ପାପ ର ଭାଗୀଦାର ହୋଇ ନଥାଏ କୁହନ୍ତୁ । ଭଗବାନ କହିଲେ ଯଦି ନିଷ୍କାମ କର୍ମ ରେ କରାଯାଇ ଥାଏ ତାହାର ପାପ ଲାଗି ନଥାଏ । ଏହା କିଭଳି କର୍ମ ଅଟେ । ଭଗବାନ କହିଲେ କି ମଣିଷ ଯେଉଁ ସମୟରେ ନିଜ କର୍ମ କରିବା ଆରମ୍ଭ କରିଥାଏ କେବେହେଲେ ଫଳ ପାଇଁ ଆସା କରି ନଥାଏ ତେବେ ସେ ନିଶ୍ଚିତ ଭାବେ ଏହାର ପୁଣ୍ୟତା ଫଳ ପାଇ ଥାଏ ।

ଯଦି କେହି ବ୍ୟକ୍ତି ଚିନ୍ତା ନ କରି କେବଳ କର୍ମ କରି ଚାଲି ଥାଏ ତେବେ ଏହା ଦ୍ଵାରା ସେ ମୂକତି ପାଇ ଥାଏ । କର୍ମ କେବଳ ଫଳ ପାଇବା ପାଇଁ କରିବା ଉଚିତ ନୁହେଁ । ଆମେ ଯେଉଁ ଭି କମ କରିବା ଏହା ଆମ ଉପରେ ଅଛି କିନ୍ତୁ ଫଳ ଆମ ହାତରେ ନଥାଏ । ତେବେ ଆପଣ ମାନେ ମଧ୍ୟ କର୍ମ କରି ଚଲାନ୍ତୁ ଏହାକୁ ନିଜ କର୍ତ୍ତବ୍ୟ ଭାବି ନିଅନ୍ତୁ ଓ ଭଗବାନ ଙ୍କ ଉପରେ ବିଶ୍ଵାଶ ରଖି ଆଗକୁ ବଢି ଚାଲନ୍ତୁ ।