Interesting Odia GK : ଏମିତି କେଉଁ ଜିନିଷ ଅଛି ଯାହାକୁ ଆପଣ ଥରେ ପିନ୍ଧିଲେ କାଢି ପାରିବେ ନାହିଁ ? I

ରାଜ୍ୟ ସରକାର ବର୍ତ୍ତମାନ ସରକାରୀ ଚାକିରି ଆବେଦନ ପାଇଁ ବୟସ ସୀମା ବୃଦ୍ଧି କରି ଦେଇଛନ୍ତି । ଆସନ୍ତା ତିନି ବର୍ଷ ମଧ୍ୟରେ ସରକାର ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନଙ୍କୁ ଏଥିପାଇଁ ଅନେକ ସୁଯୋଗ ପ୍ରାପ୍ତ ହେବାକୁ ଯାଉଛି । ତେବେ ଏଥିପାଇଁ ଅନ୍ଯାନ୍ଯ ଜ୍ଞାନ ସହ ସଠିକ ସାଧାରଣ ଜ୍ଞାନ ରହିଥିବା ମଧ୍ୟ ନିହାତି ଆବଶ୍ୟକ । ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ସମ୍ବନ୍ଧିତ ପ୍ରଶ୍ନୋତ୍ତର ନେଇ ଆସିଛୁ ଯାହା ଆପଣଙ୍କୁ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ନିଶ୍ଚୟ ସହଯୋଗ କରିବ ।

୧- କିଏ ରାମ ମନ୍ଦିରର ଡିଜାଇନ ପ୍ରସ୍ତୁତ କରିଥିଲେ ?

ଉ: କାନ୍ତ ସୋମପୁରା

୨- ଭାରତର ଏକମାତ୍ର କେଉଁ ଗାଁ ଅଛି, ଯେଉଁଠି ସମସ୍ତେ ସଂସ୍କୃତରେ କଥା ହୁଅନ୍ତି ?

ଉ: ମତ୍ତୁର (କର୍ଣ୍ଣାଟକ)

୩- କେଉଁ ଅନ୍ଧାର ଆଲୁଅ ଯୋଗୁଁ ତିଆରି ହୋଇଥାଏ ?

ଉ: ଛାଇ

୪- ମନୁଷ୍ୟ ଶରୀରର ଚର୍ମ ବିଷୟରେ ଅଧ୍ୟୟନ କରା ଯାଉଥିବା ବିଜ୍ଞାନକୁ କଣ କୁହାଯାଏ ?

ଉ: ଡର୍ମାଟୋଲୋଜି

୫- ମେହେନ୍ଦିରେ କେଉଁ ପଦାର୍ଥ ରହିଛି ଯାହା ହେତୁ ଏହା ଲାଲ ହୋଇଥାଏ ?

ଉ: ଲାଁସୋନ

୬- କେଉଁ ଧାତୁକୁ ଆମେ ସହଜରେ ଏକ ଛୁରୀ ସାହାଯ୍ୟରେ କାଟି ପାରିବା ?

ଉ: ସୋଡିୟମ

୭- କେଉଁ ସ୍ତନଧାରୀ ପ୍ରାଣୀର ଆଖି ସବୁଠୁ ବଡ ଅଟେ ?

ଉ: ହରିଣ

୮- ଏମିତି କେଉଁ ଜିନିଷ ଅଛି କେବଳ ଯାହାର ଅଛି ସେ ହିଁ ଦେଖିପାରିବ ଓ ମାତ୍ର ଥରେ ଦେଖିପାରିବ ?

ଉ: ସ୍ଵପ୍ନ

୯- ଯଦି ଆଲୋକର ସବୁ ରଙ୍ଗକୁ ମିଶାଇ ଦିଆଯାଏ, ତେବେ କେଉଁ ରଙ୍ଗ ବନିବ ?

ଉ: ଧଳା

୧୦- କେଉଁ ରାଜା ନିଜ ପ୍ରଜାଙ୍କ ପାଇଁ ତମାଖୁ ସେବନ ଅନିବାର୍ଯ୍ୟ କରିଥିଲେ ?

ଉ: ପିଟର ଦି ଗ୍ରେଟ

୧୧- ଭିଟାମିନ-ବି ଅଭାବରେ ଆମ ଶରୀରରେ କେଉଁ ରୋଗ ଦେଖାଯାଏ ?

ଉ: ବାଳ ପାଚିବା

୧୨- କେଉଁ ମାଛ ଟର୍ଚ୍ଚ ଭଳି ଲାଇଟ ଜଳାଇ ଥାଏ ?

ଉ: ଜେନେଟେକ

୧୩- ଭାରତର କେଉଁ ରାଜ୍ୟ କେବେ ମଧ୍ୟ ଇଂରେଜଙ୍କ ଗୋଲାମ ହୋଇ ନଥିଲା ?

ଉ: ଗୋଆ

୧୪- ଦୁନିଆର ସବୁଠୁ ଅଧିକ ସୁନ୍ଦର କଙ୍ଗାରୁ କେଉଁଠାରେ ଦେଖିବାକୁ ମିଳେ ?

ଉ: ଅଷ୍ଟ୍ରେଲିଆ

୧୫- ଦୁନିଆର ସବୁଠୁ ମହଙ୍ଗା ପଥରର ନାମ କଣ ?

ଉ: ନୀଳ ହୀରା

୧୬- କେଉଁ ଦେଶର ଲୋକେ ସବୁଠୁ ଅଧିକ ଭଗବାନଙ୍କ ଉପରେ ବିଶ୍ଵାସ କରନ୍ତି ?

ଉ: ଭାରତ

୧୭- ଇଂରେଜମାନେ ଭାରତରେ କେଉଁଠାରେ ନିଜର ପ୍ରଥମ ଫ୍ୟାକ୍ଟେରି ଖୋଲିଥିଲେ ?

ଉ: ସୁରଟ

୧୮- ଭାରତ କେତେ ବର୍ଷ ଯାଏଁ ଇଂରେଜଙ୍କ ଅଧୀନରେ ଥିଲା ?

ଉ: ୨୦୦ ବର୍ଷ

୧୯- କେଉଁ ଦେଶରେ ଗାଳି ଦେଲେ ମଧ୍ୟ ଦଣ୍ଡବିଧାନ ବ୍ୟବସ୍ଥା ରହିଛି ?

ଉ: ତାଇୱାନ

୨୦- ଏମିତି କେଉଁ ଜିନିଷ ଅଛି ଯାହା ଆପଣ ଥରେ ପିନ୍ଧିଲେ କାଢି ପାରିବେ ନାହିଁ ?

ଉ: କଫିନ (coffin box)

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।