Vastu Tips- ଏହି ଜିନିଷ ଗୁଡିକୁ କେବଳ ଦେଖିଦେଲେ, ପଡିଥାଏ ମା’ ଲକ୍ଷ୍ମୀଙ୍କ କୃପା, ଘରେ କେବେ ବି ହୋଇନଥାଏ ଧନର ଅଭାବ, ହେଇଯାନ୍ତି କୋଟିପତି

ବନ୍ଧୁଗଣ, ଗରୁଡ ପୁରାଣ ରେ କିଛି ବିଶେଷ ଉପାୟ କୁହାଯାଇଅଛି । ଏହାକୁ ପାଳନ କରିବା ଦ୍ଵାରା ଜୀବନରେ ଥିବା ସମସ୍ତ ଦୁଖ ର ଅନ୍ତ ହୋଇଥାଏ । ଏହା ସହିତ ମାତା ଲକ୍ଷ୍ମୀ ଙ୍କର କୃପା ମଧ୍ୟ ବନିଯାଇଥାଏ ।

ଗରୁଡ ପୁରାଣ ଅନୁଯାୟୀ ମାତା ଲକ୍ଷ୍ମୀ ଙ୍କର କୃପା ପାଇବା ବହୁତ ସହଜ ହୋଇଥାଏ । ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ନିମନ୍ତେ ଶୁକ୍ରବାର ଦିନ ମାତା ଙ୍କର ପୂଜା କରିବା ଆବଶ୍ୟକ । ଏହା ସହିତ ମାତା ଲକ୍ଷ୍ମୀ ଙ୍କୁ ପଦ୍ମ ଫୁଲ ଅର୍ପଣ କରିବା ନିହାତି ଆବଶ୍ୟକ । ଏହା ସହିତ ଗରୁଡ ପୁରାଣ ରେ ଏହି ୪ ଟି ଜିନିଷ ର ଉଲ୍ଲେଖ ମଧ୍ୟ କରାଯାଇଅଛି ଯାହା କି ଅତ୍ୟନ୍ତ ଶୁଭ ଅଟେ । ଏହି ଜିନିଷ ଗୁଡିକୁ କେବଳ ଘରେ ରଖିବା ଦ୍ଵାରା ମାତା ଲକ୍ଷ୍ମୀ ଙ୍କର ବାସ ହୋଇଥାଏ । ଆସନ୍ତୁ ଜାଣିବା ତେବେ ସେହି ୪ ଟି ଜିନିଷ ର ନାମ କଣ ?

୧- ଗୋ ମାତା ଙ୍କର ଦୁଗ୍ଧ;- ଶାସ୍ତ୍ର ରେ ଗୋ-ମାତା ଙ୍କୁ ବହୁତ ପବିତ୍ର ମାନାଯାଇଅଛି । ହିନ୍ଦୁ ଧର୍ମ ରେ ପୂଜା କରିବା ସମୟରେ କେବଳ ଗାଈ ର ଦୁଗ୍ଧ ହିଁ ପ୍ରୟୋଗ କରାଯାଇଥାଏ । ସେହିଭଳି ଗରୁଡ ପୁରାଣ ଅନୁଯାୟୀ ସକାଳୁ ଗାଈ ଙ୍କ କ୍ଷୀର ଘରେ ରଖିବା ବହୁତ ଶୁଭ ହୋଇଥାଏ । ଏହା ଦ୍ଵାରା ମାତା ଲକ୍ଷ୍ମୀ ଙ୍କ କୃପା ସର୍ବଦା ଘରେ ରହିଥାଏ ।

୨- ଗୋମୁତ୍ର;- ଗୋମୁତ୍ର ଶରୀର ନିମନ୍ତେ ବହୁତ ଉତ୍ତମ ମାନାଯାଇଅଛି । ଏହାକୁ ସେବନ କରିବା ଦ୍ଵାରା କେତେକ ରୋଗ ମଧ୍ୟ ଠିକ ହୋଇଯାଇଥାଏ । ଗୋମୁତ୍ର କୁ ଘରେ ଛିଞ୍ଚିବା ଦ୍ଵାରା ଘର ପବିତ୍ର ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଗୋମୁତ୍ର ରେ ମାତା ଗଙ୍ଗା ଙ୍କର ବାସ ରହିଥାଏ । ଗୋମୁତ୍ର କୁ ନିଜ ଘରେ ରଖିଲେ ଧନର ଆଗମନ ହୋଇଥାଏ । ଏହା ସହିତ ମାତା ଲକ୍ଷ୍ମୀ ନିଜ ଆଶୀର୍ବାଦ ର ହାତ ସର୍ବଦା ଘର ତଥା ପରିବାର ଉପରେ ବନାଇ ରଖିଥାନ୍ତି ।

୩- ଗୋବର;- କୌଣସି ଶୁଭ କାର୍ଯ୍ୟ ର ପୂଜା କରିବା ପାଇଁ ସର୍ବ ପ୍ରଥମେ ଗୋବର ରେ ଲିପା କରାଯାଇଥାଏ । ଗୋବର ରେ ଘର ଲିପିବା ଦ୍ଵାରା ସକାରତ୍ମକ ଊର୍ଜା ର ପ୍ରବେଶ ହୋଇଥାଏ । କେବଳ ଏହା ନୁହେଁ ଗାଈ ଙ୍କ ଗୋବର ଦେଖିବା ଦ୍ଵାରା ମଧ୍ୟ ଆପଣ ମାନଙ୍କୁ ଶୁଭ ପରିଣାମ ମିଳିଥାଏ ।

୪- ଗୋ-ମାତା ଙ୍କ ପାଦ ଧୂଳି;- ଗୋ-ମାତା ଙ୍କ କେବଳ ପାଦ  ଛୁଇଁଲେ ହିଁ ତୀର୍ଥ କରିବା ଭଳି ଫଳ ମିଳିଥାଏ । ଘରେ ଗୋ ମାତା ଙ୍କର ପାଦ ଧୁଳି ରଖିବା ଦ୍ଵାରା ଘର ପବିତ୍ର ରହିଥାଏ । ଏହାଦ୍ୱାରା ଘରେ ଧାନ ର ଆଗମନ ହୋଇଥାଏ । ଧନର ଅଭାବ ମଧ୍ୟ ହୋଇନଥାଏ । ପରିବାର ସଦସ୍ୟ ଙ୍କ ମଧ୍ୟ ରେ ସ୍ନେହ ସମ୍ପର୍କ ଲାଗି ରହିଥାଏ । ମାତା ଲକ୍ଷ୍ମୀ କେବେ ମଧ୍ୟ ଧନର ଅଭାବ ହେବାକୁ ଦିଅନ୍ତି ନାହି । ବନ୍ଧୁଗଣ ଏହି ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ