କେଉଁ ଜୀବ 3 ବର୍ଷ ଶୋଇଥାଏ ? ଏହା ସହିତ ଆହୁରି ୨୦ଟି Gk Questions & Answers

ସରକାରୀ ଚାକିରି ହେଉ ବା ବେସରକାରୀ ଆଜିକାଲି ସବୁଠି ଇଣ୍ଟରଭ୍ୟୁ ବେଳେ କିଛି ଏମିତି ପ୍ରଶ୍ନ ପଚାରି ଦେଉଛନ୍ତି ଯାହା ସହଜ ଲାଗୁଥିଲେ ମଧ୍ୟ ଉତ୍ତର ଦେବା କଷ୍ଟ ହୋଇପଡୁଛି । ଆପଣ ଯଦି କୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ବ୍ରିଲିଆଣ୍ଟ ପ୍ରଶ୍ନ ଓ ସେଗୁଡିକର ଉତ୍ତର ନେଇ ଆସିଛୁ । ଯାହାଦ୍ଵାରା ଆପଣଙ୍କୁ ପରୀକ୍ଷାରେ ଉତ୍ତର ଦେବା ପାଇଁ ଖୁବ ସହଜ ହୋଇଯିବ । ତେବେ ଚାଲନ୍ତୁ ଆରମ୍ଭ କରିବା ।

୧- ପୃଥିବୀର ବୃହତ୍ତମ ପକ୍ଷୀ କିଏ ?

ଉ: ଓଟପକ୍ଷୀ

୨- ପୃଥିବୀର କ୍ଷୁଦ୍ରତମ ପକ୍ଷୀର ନାମ କ’ଣ ?

ଉ: ହମିଙ୍ଗ ବାର୍ଡ

୩- କେଉଁ ପକ୍ଷୀର ଡେଣା ନାହିଁ ?

ଉ: କିୱି

୪- ପୃଥିବୀର ବୃହତ୍ତମ ସ୍ଥଳଚର ପ୍ରାଣୀର ନାମ କ’ଣ ?

ଉ: ହାତୀ

୫- କେଉଁ ପକ୍ଷୀ ବସା ତିଆରି କରେ ନାହିଁ ?

ଉ: କୋଇଲି

୬- ପୃଥିବୀର ବୃହତ୍ତମ ଦେଶର ନାମ କ’ଣ ?

ଉ: ରୁଷିଆ

୭- ଗୋଟିଏ ମଶାର କେତୋଟି ଦାନ୍ତ ରହିଛି ?

ଉ: ୪୭ ଟି

୮- ବିଶ୍ଵର କେଉଁ ଦେଶରେ ଦୁଇ ମୁଣ୍ଡିଆ କଇଁଛ ଦେଖାଯାନ୍ତି ?

ଉ: ଆମେରିକା

୯-  ବିଶ୍ଵର କେଉଁ ଦେଶରେ ଦୁଇ ମୁଣ୍ଡିଆ ବିରାଡି ଦେଖାଯାନ୍ତି ?

ଉ: ଟେକ୍ସାସ

୧୦- କେଉଁ ଗଛ ମଣିଷ ଭଳି ଦେଖିବାକୁ କିନ୍ତୁ ତାକୁ ହାଣି ଦେଲେ ଛୋଟ ପିଲା ଭଳି କାନ୍ଦେ ?

ଉ: ରେଡ୍ହୁଇଲ

୧୧- କାହାର ଗତି ସବୁଠାରୁ ଅଧିକ ?

ଉ: ମନ

୧୨- କେଉଁ ଦେଶ ପାଞ୍ଚଟି ଦେଖାଯାଏ ?

ଉ: ଚୀନର ସିଗ୍ନାଇମୁର

୧୩- କେଉଁ ସ୍ତ୍ରୀ ଲୋକ ୯ ବର୍ଷରେ ମା ହୋଇଥିଲେ ?

ଉ: କଲମ୍ବିଆର ଆତୁନାଡୁ ଆଗା

୧୪- କେଉଁ ଜୀବର ବେକ ନାହିଁ ?

ଉ: ବେଙ୍ଗ

୧୫- କେଉଁ ନଦୀର ପାଣି ମିଠା ଲାଗେ ?

ଉ: ସୁଇଟ ରିଭର (ମାଲେସିଆ)

୧୬- କେଉଁ ଦେଶରେ ଚମଡା ଡଙ୍ଗା ବ୍ୟବହାର କରାଯାଏ ?

ଉ: ଗ୍ରୀନଲାଣ୍ଡ

୧୭- ଦୁଗ୍ଧ ଉତ୍ପାଦନରେ କେଉଁ ଦେଶ ପ୍ରଥମ ?

ଉ: ଭାରତ

୧୮- ପାକିସ୍ତାନ ଜାତୀୟ ପତାକାର ଦୁଇଟି ରଙ୍ଗ କଣ ?

ଉ: ସବୁଜ ଓ ଧଳା

୧୯- ଭାରତ କେଉଁ ରାଜ୍ୟରେ ଉପଜାତି ନାହିଁ ?

ଉ: ହରିୟାଣା

୨୦- କେଉଁ ଜୀବ ତିନି ବର୍ଷ ଯାଏଁ ଶୋଇ ରହିଥାଏ ?

ଉ: ଗେଣ୍ଡା

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।