କେଉଁ ଜୀବର ଆୟୁଷ କେବଳ 5 ମିନିଟ୍ ? ଏହା ସହିତ ଆହୁରି ୨୦ଟି Gk Questions & Answers

ସରକାରୀ ଚାକିରି ହେଉ ବା ବେସରକାରୀ ଆଜିକାଲି ସବୁଠି ଇଣ୍ଟରଭ୍ୟୁ ବେଳେ କିଛି ଏମିତି ପ୍ରଶ୍ନ ପଚାରି ଦେଉଛନ୍ତି ଯାହା ସହଜ ଲାଗୁଥିଲେ ମଧ୍ୟ ଉତ୍ତର ଦେବା କଷ୍ଟ ହୋଇପଡୁଛି । ଆପଣ ଯଦି କୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ବ୍ରିଲିଆଣ୍ଟ ପ୍ରଶ୍ନ ଓ ସେଗୁଡିକର ଉତ୍ତର ନେଇ ଆସିଛୁ । ଯାହାଦ୍ଵାରା ଆପଣଙ୍କୁ ପରୀକ୍ଷାରେ ଉତ୍ତର ଦେବା ପାଇଁ ଖୁବ ସହଜ ହୋଇଯିବ । ତେବେ ଚାଲନ୍ତୁ ଆରମ୍ଭ କରିବା ।

୧- ଓଡିଶାର ସବୁଠାରୁ ବଡ କାରଖାନାର ନାମ କ’ଣ ?

ଉ: ଲୌହ ଇସ୍ପାତ କାରଖାନା

୨- ଓଡିଶାର ସବୁଠାରୁ ବଡ ଜଳ ବିଦ୍ୟୁତ କେନ୍ଦ୍ରର ନାମ କ’ଣ ?

ଉ: କଲିମେଲା ବିଦ୍ୟୁତ କେନ୍ଦ୍ର

୩- ଓଡିଶାର ସବୁଠାରୁ ବଡ ୱାଟର ପାର୍କର ନାମ କ’ଣ ?

ଉ: କୁରାଙ୍ଗ

୪- ଓଡିଶାର ସବୁଠାରୁ ବଡ ଧାନ ଗବେଷଣା କେନ୍ଦ୍ରର ନାମ କ’ଣ ?

ଉ: କେନ୍ଦ୍ରୀୟ ଗବେଷଣା କେନ୍ଦ୍ର, ବିଦ୍ୟାଧରପୁର

୫- ଓଡିଶାର ସବୁଠାରୁ ବଡ ଶୈବପୀଠର ନାମ କ’ଣ ?

ଉ: ଲିଙ୍ଗରାଜ ମନ୍ଦିର

୬- ଓଡିଶାର ସବୁଠାରୁ ବଡ ଦୈନିକ ସମ୍ବାଦ ପତ୍ରର ନାମ କ’ଣ ?

ଉ: ସମ୍ବାଦ

୭- ଓଡିଶାର ସବୁଠାରୁ ବଡ ମେଳାର ନାମ କ’ଣ ?

ଉ: ବାଲିଯାତ୍ରା

୮- ଓଡିଶାର ସବୁଠାରୁ ବଡ ବଜାରର ନାମ କ’ଣ ?

ଉ: ଚୌଧୁରୀ ବଜାର

୯- ଓଡିଶାର ସବୁଠାରୁ ବଡ ପଶୁ ଉଦ୍ୟାନର ନାମ କ’ଣ ?

ଉ: ନନ୍ଦନକାନନ

୧୦- କେଉଁ ଜୀବ ଜନ୍ମଗ୍ରହଣ କଲାବେଳେ ତା’ ମାଆ ପାଖରେ ନଥାଏ ?

ଉ: କଇଁଛ

୧୧- କେଉଁ ଗଛରେ ମଣିଷ ଚଢିପାରେ ନାହିଁ ?

ଉ: କଦଳୀ ଗଛ

୧୨- କେଉଁ ଭିଟାମିନ ଖାଇଲେ ଘା’ ଶୁଖିଯାଏ ?

ଉ: ଭିଟାମିନ- କେ (K)

୧୩- କେଉଁ ଦେଶ ପ୍ରଥମେ ଚନ୍ଦ୍ର ଗ୍ରହରେ ଜଳ ଆବିଷ୍କାର କରିଥିଲା ?

ଉ: ଭାରତ

୧୪- ଭାରତ କେଉଁ ରାଜ୍ୟରେ ପ୍ରଥମେ ଟାସ୍କି ସେବା ଲାଗୁ ହୋଇଥିଲା ?

ଉ: ବାଙ୍ଗାଲୋର

୧୫- କେଉଁ ପକ୍ଷୀ କେବେ ମଧ୍ୟ ଗଛରେ ବସେ ନାହିଁ ?

ଉ: ଟିଟନି

୧୬- କେଉଁ ଭିଟାମିନ ଖାଇଲେ ଆମର ତ୍ଵଚା ଓ କେଶ ଭଲ ରହିଥାଏ ?

ଉ: ଭିଟାମିନ-ଏ (A)

୧୭- ଭାରତର କ୍ଷେତ୍ରଫଳ କେତେ ?

ଉ: ୩୨, ୮୭, ୨୬୩ ବର୍ଗ କି.ମି.

୧୮- ଭାରତର ସମ୍ବିଧାନ କେବେ କାର୍ଯ୍ୟକାରୀ ହେଲା ?

ଉ: ୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ

୧୯- ଲୋକସଭାର ସଦସ୍ୟ ସଂଖ୍ୟା କେତେ ?

ଉ: ୫୪୭ ଜଣ

୨୦- କେଉଁ ଜୀବର ଆୟୁଷ କେବଳ ୫ ମିନିଟ୍ ?

ଉ: ମେ ଫ୍ଲାଏ (Mayfly)

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।