GK questions & answers- ଏମିତି କେଉଁ ଜାଗା ରହିଛି ଯେଉଁଠି କୁ ଯଦି ୧୦୦ ଜଣ ଯାଆନ୍ତି ତେବେ ଫେରନ୍ତି କେବଳ 99 ଜଣ ? 99 % ଲୋକଙ୍କୁ ଜଣା ନଥିବ

ଯେଉଁମାନେ ଇଣ୍ଟରବିୟୁରେ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରାଯାଏ । ଏହା ଦ୍ଵାରା କିଛି ଶିଖିବାକୁ ମଧ୍ୟ ମିଳିଥାଏ । ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ବହୁତ କିଛି ଶିଖିବାକୁ ପାଇବେ ।

ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ଏମିତି କିଛି ରୋମାଞ୍ଚକର ପ୍ରଶ୍ନ ରହିଛି ଯାହା ଆପଣ ମାନଙ୍କୁ ଉତ୍ତରରେ ଦେବାକୁ ପଡିବ । ତେବେ ଆସନ୍ତୁ ଆରମ୍ଭ କରିବା । ୧- ବିଶ୍ଵର ସବୁଠାରୁ ବୁଦ୍ଧିମାନ ପଶୁ କିଏ ? ଉତ୍ତର- ଚିପାଞ୍ଜି । ୨- ଭାରତର ଅଧିକ ସ୍ଵାଧୀନତା ସହର କଣ ଅଟେ ? ଉତ୍ତର- ମୁମ୍ବାଇ

୩- ମିସ ୱାର୍ଲ୍ଡ ହୋଇଥିବା ପ୍ରଥମ ଭାରତୀୟ ମହିଳା କିଏ ?

ଉତ୍ତର- କୁମାରୀ ରୀତା ଫାରିୟା

୪- ଜନ ଗଣମନ ସଙ୍ଗୀତକୁ ରାଷ୍ଟ୍ରଗାନ ଭାବେ କେବେ ଗ୍ରହଣ କରାଯାଇ ଥିଲା ?

ଉତ୍ତର- ୧୯୫୦

୫- ନୂଆ ରାଜ୍ୟର ଗଠନର ଶକ୍ତି କାହା ପାଖରେ ଅଛି ?

ଉତ୍ତର- ସଂସଦ

୬- ସୁନାମୀ କେଉଁ ଭାଷାର ଶବ୍ଦ ଅଟେ ?

ଉତ୍ତର- ଜାପାନୀ ଭାଷା

୭- ନହରର ଦେଶ କାହାକୁ କୁହାଯାଏ ?

ଉତ୍ତର- ପାକିସ୍ତାନ

୮- ଦୁନିଆର ସବୁଠାରୁ ପୁରାତନ ଗଛ କଣ ଅଟେ ?

ଉତ୍ତର- କେଲିଫୋର୍ନିୟା

୯- ସବୁଠାରୁ ପୁରୁଣା ଧର୍ମ କଣ ଅଟେ ?

ଉତ୍ତର- ସନାତନ ଧର୍ମ

୧୦ – ବିବିର ମକବାରା କେଉଁଠାରେ ଅଛି ?

ଉତ୍ତର- ଔରଙ୍ଗାବାଦ

୧୧-  ଚେଚକର ଟିକାର ଆବିଷ୍କାର କିଏ କରିଥିଲେ ?

ଉତ୍ତର- ଏଡବର୍ଡ ଜେନର

୧୨- ପାରାଦୀପ ବନ୍ଦର କେଉଁଠାରେ ଅଛି ?

ଉତ୍ତର- ଓଡିଶା

୧୩- ପ୍ରଥମ ଭାରତୀୟ ଫିଲ୍ମ କଣ ?

ଉତ୍ତର- ରାଜା ହରିଶ୍ଚନ୍ଦ୍ର

୧୪- ତାଲା ନଗରି କାହାକୁ କୁହାଯାଏ ?

ଉତ୍ତର- ଅଲିଗଡ

୧୫- ନାଥୁଲା ଦରା କେଉଁଠାରେ ଅଛି ?

ଉତ୍ତର- ସିକ୍କିମ

୧୬- ଭାରତର ବିତ୍ତୀୟ ବର୍ଷ କେବେ ଆରମ୍ଭ ହୋଇଥିଲା ?

ଉତ୍ତର- ଏପ୍ରିଲ ୧ରେ

୧୭- ଭୂକମ୍ପର ତୀବ୍ରତା କେଉଁଥିରେ ମପାଜାଏ ?

ଉତ୍ତର- ରିଏକ୍ଟର ସ୍କେଲ

୧୮- ଭାରତର ମୁଦ୍ରାର କଣ ନାଁ ରହିଛି ?

ଉତ୍ତର- ରୂପୟା

୧୯- ସବୁଠାରୁ ଅଧିକ କାର କେଉଁ ଦେଶରେ ଅଛି ?

ଉତ୍ତର- ଆମେରିକା

୨୦- ଭାରତର ସବୁଠାରୁ ପବିତ୍ର ବୃକ୍ଷ କଣ ?

ଉତ୍ତର- ପିପଲ ବୃକ୍ଷ

୨୧- ଚେରାପୁଞ୍ଜି କେଉଁଠାରେ ଅଛି ?

ଉତ୍ତର- ମେଘାଳୟ

୨୨- ଜାପାନରେ ପରମାଣୁ ବମ କେବେ ପକା ହୋଇଥିଲା ?

ଉତ୍ତର- ୧୯୪୫

୨୩- ସବୁଠାରୁ ବିଷାକ୍ତ ସାପ କଣ ଅଟେ ?

ଉତ୍ତର- କିଙ୍ଗ କୋବରା

୨୪- ବିଶ୍ଵର ସବୁଠାରୁ ଗହିର ଝିଲ୍ଲ କଣ ଅଟେ ?

ଉତ୍ତର- ବେକାଲ ଝିଲ୍ଲ

୨୫- ସ୍ୟାମସଙ୍ଗ କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର- ଦକ୍ଷିଣ କୋରିୟା

୨୬ – ଫୁଲର ଘାଟି କେଉଁଠାରେ ଅଛି ?

ଉତ୍ତର- ଉତ୍ତରାଖଣ୍ଡ

୨୭- ଭାରତୀୟ ସର୍ବକ୍ଷେଣ ବିଭାଗ କେଉଁଠାରେ ଅଛି ?

ଉତ୍ତର- ଡେରାଡୁନ

୨୮- ଭାରତୀୟ କ୍ୟାଲେଣ୍ଡରର ପ୍ରଥମ ମାସ କଣ ଅଟେ ?

ଉତ୍ତର- ଚୈତ୍ର

୨୯- “ଏକ ରାଷ୍ଟ୍ର ଏକ ନେତାର ନାରା” କିଏ ଦେଇଥିଲେ ?

ଉତ୍ତର- ହିଟଲର

୩୦- ହୱା ମହଲା କେଉଁଠାରେ ଅଛି ?

ଉତ୍ତର- ଜୟପୁର

୩୧- ଅମରନାଥ ଗୁମ୍ଫା କେଉଁଠାରେ ଅଛି ?

ଉତ୍ତର- କାଶ୍ମୀର

୩୨- ତାସର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଚୀନ

୩୩- ଏମିତି କେଉଁ ଜାଗା ରହିଛି ଯେଉଁଠାରେ ୧୦୦ ଜଣ ଲୋକମାନେ ଯାଆନ୍ତି କିନ୍ତୁ ୯୯ ଜଣ ଫେରିଥାନ୍ତି ?

ଉତ୍ତର- ଶ୍ମ-ଶା-ନ ଘା-ଟ

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ